10th Class Study
Open in Telegram
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
Show more3 841
Subscribers
No data24 hours
-127 days
-7030 days
Posts Archive
3 841
Date :- 17.04.2024
Class - X
Subject - Life Science (SCL)
(ଜୀବ ବିଜ୍ଞାନ )
Topic :- 1. ପୋଷଣ
2.ଶ୍ୱସନ
Full mark : 15
ପ୍ରଶ୍ନ ପ୍ରସ୍ତୁତି :- ସରକାରୀ ଉଚ୍ଚ ବିଦ୍ୟାଳୟ, ମୋହନଗିରି, କଳାହାଣ୍ଡି
**
1. ଆଲୋକଶ୍ଲେଷଣ ର ଆଲୋକ ପ୍ରକ୍ରିୟାଟି ବୁଝାଅ l ( 4 )
କିମ୍ବା
ବିଭିନ୍ନ ପ୍ରକାର ଖାଦ୍ୟ ଉଦାହରଣ ସହ ଉଲ୍ଲେଖ କର l ( 4 )
2. ମନୁଷ୍ୟ ଶରୀର ରେ ଶ୍ୱାସକ୍ରିୟା କିପରି ହୁଏ ବର୍ଣ୍ଣନା କର l (4 )
କିମ୍ବା
ବାୟୁ ଅପଜୀବୀ ଶ୍ୱସନ ଓ ବାୟୁ ଉପଜୀବୀ ଶ୍ୱସନ ମଧ୍ୟରେ ଚାରିଟି ପାର୍ଥକ୍ୟ ଦର୍ଶାଅ l ( 4 )
3. ଶାକାହାରୀ,ମାଂସାହାରୀ ଓ ସର୍ବାହାରୀ ଉଦାହରଣ ସହ ବୁଝାଅ l ? ( 3 )
କିମ୍ବା
ଜିଭ କେତେ ପ୍ରକାର ସ୍ୱାଦ ବାରିପାରେ ? ଜିଭ ର ଅନ୍ୟ କାର୍ଯ୍ୟ ଗୁଡ଼ିକ ଲେଖ l ( 3)
4. ଚୟ ଓ ଅପଚୟ କଣ l (2)
କିମ୍ବା
ବେଙ୍ଗ ବିଭିନ୍ନ ଅବସ୍ଥା ରେ କିପରି
ଶ୍ୱାସକ୍ରିୟା କରେ l (2)
5. ସ୍ୱରପେଟିକା କେଉଁଠି ଥାଏ ? ( 1)
କିମ୍ବା
କାହାର ଅନ୍ୟ ନାମ ସୁରାସାର କିଣ୍ୱନ ? ( 1 )
6. ଶରୀର ରୁ କିପରି ଜଳ କ୍ଷୟ ହୁଏ ? (1 )
କିମ୍ବା
ରାଫ୍ଲେସିଆ ଓ ମଲାଙ୍ଗ କି ପ୍ରକାର ଜୀବ ଅଟନ୍ତି l ( 1 )
18 Apr 2024, 03:09
3 841
Date :- 17.04.2024
Class - X
Subject -
Physical Science (SCP)
(ଭୌତିକ ବିଜ୍ଞାନ )
Topic :- 1.ରାସାୟନିକ ପ୍ରତିକ୍ରିୟା ଓ
ରାସାୟନିକ ସମୀକରଣ
2. ଅମ୍ଳ,କ୍ଷାରକ ଓ ଲବଣ
Full mark : 15
ପ୍ରଶ୍ନ ପ୍ରସ୍ତୁତି :- ସରକାରୀ ଉଚ୍ଚ ବିଦ୍ୟାଳୟ, ମୋହନଗିରି, କଳାହାଣ୍ଡି
**
1. ରାସାୟନିକ ପ୍ରତିକ୍ରିୟା କାହାକୁ କୁହାଯାଏ ? ଗୋଟିଏ ଲେଖାଏଁ ଉଦାହରଣ ସହ ସଂଶ୍ଲେଷଣ, ବିଘଟନ, ବିସ୍ଥାପନ କାହାକୁ କୁହନ୍ତି ବୁଝାଅ l ( 4 )
କିମ୍ବା
ସଂକ୍ଷାରଣ ଓ ରହଣିଆ ଅବସ୍ଥା ସମ୍ବନ୍ଧରେ ରେ ଉଦାହରଣ ସହ ଆଲୋଚନା କର l ( 4 )
2. ଖାଇବା ସୋଡ଼ା କିପରି ପ୍ରସ୍ତୁତ ହୁଏ ? ଏହାର ତିନୋଟି ରାସାୟନିକ ଧର୍ମ ଲେଖ l (4 )
କିମ୍ବା
ଅମ୍ଳ କାହାକୁ କୁହାଯାଏ l ଏହାର ରାସାୟନିକ ଧର୍ମ ଗୁଡ଼ିକ ସମୀକରଣ ସହ ବୁଝାଅ l ( 4 )
3. ଜାରଣ କଣ ? ଏହାର ଦୁଇଟି ଉଦାହରଣ ଦିଅ l ? ( 3 )
କିମ୍ବା
ତଟକା କ୍ଷୀର ରେ କାହିଁକି ସାମାନ୍ୟ ପରିମାଣ ର ଖାଇବା ସୋଡ଼ା ମିଶେଇ
ରଖାଯାଏ l ( 3)
4. ଖାଦ୍ୟ ପଦାର୍ଥ କୁ ବାୟୁରୋଧୀ ପାତ୍ର ରେ ରଖାଯାଏ କାହିଁକି l (2)
କିମ୍ବା
ଅଜୀର୍ଣ୍ଣ ସମୟ ରେ କଣ ହୁଏ ? ଏଥିରୁ ଉପଶମ ପାଇବା ପାଇଁ ଆମେ କଣ କରିବା l (2)
5. କଲିଚୂନ ର ରାସାୟନିକ ସଂକେତ କଣ ? ( 1)
କିମ୍ବା
ଜଳ କିପରି ସୃଷ୍ଟି ହୁଏ ? ( 1 )
6. ସବଳ ଅମ୍ଳ କାହାକୁ କୁହାଯାଏ ? (1 )
କିମ୍ବା
ଘ୍ରାଣସୂଚକ କାହାକୁ କୁହାଯାଏ l ( 1 )
18 Apr 2024, 03:09
3 841
ଛାତ୍ରଛାତ୍ରୀ ମାନେ ବିଜ୍ଞାନ ର MCQ ଗୁଡ଼ିକ ନୋଟସ ଖାତାରେ ଲେଖି ଅଭ୍ୟାସ କର l
17 Apr 2024, 11:05
3 841
18 ଏପ୍ରିଲ ରୁ 20 ଏପ୍ରିଲ ତିନି ଦିନ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧି କୁ ଦୃଷ୍ଟି ରେ ରଖି ବିଦ୍ୟାଳୟଗୁଡ଼ିକ ଛୁଟି ରହିବ l ଏହା ସୂଚନା ଓ ଲୋକସମ୍ପର୍କ ବିଭାଗ ରୁ ସୂଚନା ଦିଆଯାଇଛି l
17 Apr 2024, 11:05
3 841
ଓଡିଆ ସାହିତ୍ୟ ର ତିନିଟି କାଳଜୟୀ ଉପନ୍ୟାସ :- ନର କିନ୍ନର, ନୀଳଶୈଳ ଓ ଶିଳାପଦ୍ମ ନିଶ୍ଚୟ ପଢନ୍ତୁ l
ପ୍ରକୃତ ରେ ଓଡିଆ ସାହିତ୍ୟ ର ମହାନତା ଅନୁଭବ କରିବେ l
17 Apr 2024, 11:05
