fa
Feedback

فریب کلاهبرداران را نخورید! تل‌متریو این کانال‌ها را شناسایی و برچسب‌گذاری می‌کند 👉 برای مشاهده برچسب، اشتراک تهیه کنید

10th Class Study

10th Class Study

رفتن به کانال در Telegram

👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏

نمایش بیشتر
3 841
مشترکین
اطلاعاتی وجود ندارد24 ساعت
-127 روز
-7030 روز
آرشیو پست ها
Date :- 17.04.2024 Class - X Subject - Life Science (SCL) (ଜୀବ ବିଜ୍ଞାନ ) Topic :- 1. ପୋଷଣ 2.ଶ୍ୱସନ Full mark : 15 ପ୍ରଶ୍ନ ପ୍ରସ୍ତୁତି :- ସରକାରୀ ଉଚ୍ଚ ବିଦ୍ୟାଳୟ, ମୋହନଗିରି, କଳାହାଣ୍ଡି ** 1. ଆଲୋକଶ୍ଲେଷଣ ର ଆଲୋକ ପ୍ରକ୍ରିୟାଟି ବୁଝାଅ l ( 4 ) କିମ୍ବା ବିଭିନ୍ନ ପ୍ରକାର ଖାଦ୍ୟ ଉଦାହରଣ ସହ ଉଲ୍ଲେଖ କର l ( 4 ) 2. ମନୁଷ୍ୟ ଶରୀର ରେ ଶ୍ୱାସକ୍ରିୟା କିପରି ହୁଏ ବର୍ଣ୍ଣନା କର l (4 ) କିମ୍ବା ବାୟୁ ଅପଜୀବୀ ଶ୍ୱସନ ଓ ବାୟୁ ଉପଜୀବୀ ଶ୍ୱସନ ମଧ୍ୟରେ ଚାରିଟି ପାର୍ଥକ୍ୟ ଦର୍ଶାଅ l ( 4 ) 3. ଶାକାହାରୀ,ମାଂସାହାରୀ ଓ ସର୍ବାହାରୀ ଉଦାହରଣ ସହ ବୁଝାଅ l ? ( 3 ) କିମ୍ବା ଜିଭ କେତେ ପ୍ରକାର ସ୍ୱାଦ ବାରିପାରେ ? ଜିଭ ର ଅନ୍ୟ କାର୍ଯ୍ୟ ଗୁଡ଼ିକ ଲେଖ l ( 3) 4. ଚୟ ଓ ଅପଚୟ କଣ l (2) କିମ୍ବା ବେଙ୍ଗ ବିଭିନ୍ନ ଅବସ୍ଥା ରେ କିପରି ଶ୍ୱାସକ୍ରିୟା କରେ l (2) 5. ସ୍ୱରପେଟିକା କେଉଁଠି ଥାଏ ? ( 1) କିମ୍ବା କାହାର ଅନ୍ୟ ନାମ ସୁରାସାର କିଣ୍ୱନ ? ( 1 ) 6. ଶରୀର ରୁ କିପରି ଜଳ କ୍ଷୟ ହୁଏ ? (1 ) କିମ୍ବା ରାଫ୍ଲେସିଆ ଓ ମଲାଙ୍ଗ କି ପ୍ରକାର ଜୀବ ଅଟନ୍ତି l ( 1 )
18 آوریل 2024, 03:09

Date :- 17.04.2024 Class - X Subject - Physical Science (SCP) (ଭୌତିକ ବିଜ୍ଞାନ ) Topic :- 1.ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ 2. ଅମ୍ଳ,କ୍ଷାରକ ଓ ଲବଣ Full mark : 15 ପ୍ରଶ୍ନ ପ୍ରସ୍ତୁତି :- ସରକାରୀ ଉଚ୍ଚ ବିଦ୍ୟାଳୟ, ମୋହନଗିରି, କଳାହାଣ୍ଡି ** 1. ରାସାୟନିକ ପ୍ରତିକ୍ରିୟା କାହାକୁ କୁହାଯାଏ ? ଗୋଟିଏ ଲେଖାଏଁ ଉଦାହରଣ ସହ ସଂଶ୍ଲେଷଣ, ବିଘଟନ, ବିସ୍ଥାପନ କାହାକୁ କୁହନ୍ତି ବୁଝାଅ l ( 4 ) କିମ୍ବା ସଂକ୍ଷାରଣ ଓ ରହଣିଆ ଅବସ୍ଥା ସମ୍ବନ୍ଧରେ ରେ ଉଦାହରଣ ସହ ଆଲୋଚନା କର l ( 4 ) 2. ଖାଇବା ସୋଡ଼ା କିପରି ପ୍ରସ୍ତୁତ ହୁଏ ? ଏହାର ତିନୋଟି ରାସାୟନିକ ଧର୍ମ ଲେଖ l (4 ) କିମ୍ବା ଅମ୍ଳ କାହାକୁ କୁହାଯାଏ l ଏହାର ରାସାୟନିକ ଧର୍ମ ଗୁଡ଼ିକ ସମୀକରଣ ସହ ବୁଝାଅ l ( 4 ) 3. ଜାରଣ କଣ ? ଏହାର ଦୁଇଟି ଉଦାହରଣ ଦିଅ l ? ( 3 ) କିମ୍ବା ତଟକା କ୍ଷୀର ରେ କାହିଁକି ସାମାନ୍ୟ ପରିମାଣ ର ଖାଇବା ସୋଡ଼ା ମିଶେଇ ରଖାଯାଏ l ( 3) 4. ଖାଦ୍ୟ ପଦାର୍ଥ କୁ ବାୟୁରୋଧୀ ପାତ୍ର ରେ ରଖାଯାଏ କାହିଁକି l (2) କିମ୍ବା ଅଜୀର୍ଣ୍ଣ ସମୟ ରେ କଣ ହୁଏ ? ଏଥିରୁ ଉପଶମ ପାଇବା ପାଇଁ ଆମେ କଣ କରିବା l (2) 5. କଲିଚୂନ ର ରାସାୟନିକ ସଂକେତ କଣ ? ( 1) କିମ୍ବା ଜଳ କିପରି ସୃଷ୍ଟି ହୁଏ ? ( 1 ) 6. ସବଳ ଅମ୍ଳ କାହାକୁ କୁହାଯାଏ ? (1 ) କିମ୍ବା ଘ୍ରାଣସୂଚକ କାହାକୁ କୁହାଯାଏ l ( 1 )
18 آوریل 2024, 03:09

10TH RESULT DATE
10TH RESULT DATE
17 آوریل 2024, 11:08

Application for Transfer certificate ( TC)
Application for Transfer certificate ( TC)
17 آوریل 2024, 11:05

Application for absent.
Application for absent.
17 آوریل 2024, 11:05

A tiger in the house. PPT
17 آوریل 2024, 11:05

At the High School - practice question.
17 آوریل 2024, 11:05

A Tiger In The House.pdf Practice question
17 آوریل 2024, 11:05

ପ୍ରତିଶବ୍ଦ ଓ ବିପରୀତ ଶବ୍ଦ.pdf
17 آوریل 2024, 11:05

ଜୈନ ଧର୍ମ.pdf
17 آوریل 2024, 11:05

ଛାତ୍ରଛାତ୍ରୀ ମାନେ ବିଜ୍ଞାନ ର MCQ ଗୁଡ଼ିକ ନୋଟସ ଖାତାରେ ଲେଖି ଅଭ୍ୟାସ କର l
17 آوریل 2024, 11:05

ରାସାୟନିକ ପ୍ରତିକ୍ରିୟା ଓ ଅମ୍ଳ କ୍ଷାରକ ଓ ଲବଣ... MCQ
17 آوریل 2024, 11:05

ମଧୁର ଭାଷଣ mcq 10th class ହିନ୍ଦୀ .pdf
17 آوریل 2024, 11:05

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର mcq ossta.pdf
17 آوریل 2024, 11:05

photo content
17 آوریل 2024, 11:05

18 ଏପ୍ରିଲ ରୁ 20 ଏପ୍ରିଲ ତିନି ଦିନ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧି କୁ ଦୃଷ୍ଟି ରେ ରଖି ବିଦ୍ୟାଳୟଗୁଡ଼ିକ ଛୁଟି ରହିବ l ଏହା ସୂଚନା ଓ ଲୋକସ
18 ଏପ୍ରିଲ ରୁ 20 ଏପ୍ରିଲ ତିନି ଦିନ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧି କୁ ଦୃଷ୍ଟି ରେ ରଖି ବିଦ୍ୟାଳୟଗୁଡ଼ିକ ଛୁଟି ରହିବ l ଏହା ସୂଚନା ଓ ଲୋକସମ୍ପର୍କ ବିଭାଗ ରୁ ସୂଚନା ଦିଆଯାଇଛି l
17 آوریل 2024, 11:05

ଓଡିଆ ସାହିତ୍ୟ ର ତିନିଟି କାଳଜୟୀ ଉପନ୍ୟାସ :- ନର କିନ୍ନର, ନୀଳଶୈଳ ଓ ଶିଳାପଦ୍ମ ନିଶ୍ଚୟ ପଢନ୍ତୁ l ପ୍ରକୃତ ରେ ଓଡିଆ ସାହିତ୍ୟ ର ମହାନତା ଅନୁଭବ କରିବେ l
17 آوریل 2024, 11:05

ଶିଳାପଦ୍ମ( ପ୍ରତିଭା ରାୟ).pdf
17 آوریل 2024, 11:05

ନୀଳଶୈଳ (ସୁରେନ୍ଦ୍ର ମହାନ୍ତି) pdf
17 آوریل 2024, 11:02

ନର କିନ୍ନର (ଶାନ୍ତନୁ କୁମାର ଆଚାର୍ଯ୍ୟ ).pdf
17 آوریل 2024, 11:02