en
Feedback

Don't get caught by a cheater! Telemetrio finds and tags such channels 👉 If you want to see the tag, subscribe

10th Class Study

10th Class Study

Open in Telegram

👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏

Show more
3 841
Subscribers
No data24 hours
-127 days
-7030 days

Loading data

Tags Cloud
No data
Any problems? Please refresh the page or contact our support manager.
Incoming and Outgoing Mentions
---
---
---
---
---
---
Attracting Subscribers
Nov '26
November '260
in 0 channels
October '260
in 0 channels
Get PRO
September '260
in 0 channels
Get PRO
August '260
in 0 channels
Get PRO
July '260
in 0 channels
Get PRO
June '260
in 0 channels
Get PRO
May '260
in 0 channels
Get PRO
April '260
in 0 channels
Get PRO
March '260
in 0 channels
Get PRO
February '260
in 0 channels
Get PRO
January '260
in 0 channels
Get PRO
December '250
in 0 channels
Get PRO
November '250
in 0 channels
Get PRO
October '250
in 0 channels
Get PRO
September '250
in 0 channels
Get PRO
August '250
in 0 channels
Get PRO
July '250
in 0 channels
Get PRO
June '250
in 0 channels
Get PRO
May '250
in 0 channels
Get PRO
April '250
in 0 channels
Get PRO
March '25
+18
in 0 channels
Get PRO
February '25
+107
in 0 channels
Get PRO
January '25
+80
in 0 channels
Get PRO
December '24
+52
in 0 channels
Get PRO
November '24
+73
in 0 channels
Get PRO
October '24
+302
in 0 channels
Get PRO
September '24
+107
in 0 channels
Get PRO
August '24
+174
in 0 channels
Get PRO
July '24
+174
in 1 channels
Get PRO
June '24
+110
in 1 channels
Get PRO
May '24
+133
in 2 channels
Get PRO
April '24
+150
in 1 channels
Get PRO
March '24
+647
in 1 channels
Get PRO
February '24
+2 514
in 1 channels
Get PRO
January '24
+1 063
in 1 channels
Date
Subscriber Growth
Mentions
Channels
22 November0
21 November0
20 November0
19 November0
18 November0
17 November0
16 November0
15 November0
14 November0
13 November0
12 November0
11 November0
10 November0
09 November0
Channel Posts
ଗଣିତ ଶିକ୍ଷା ସମ୍ବାଦ ୧୯/୧୨/୨୦୨୪
19 Dec 2024, 09:22

2
✅ Daily The Hindu Vocabulary | 19.12.2024 1. OVERTURN (VERB): (रद्द करना): cancel Synonyms: reverse, rescind Antonyms: allow Example Sentence:The results completely overturned previous findings. 2 RETICENT (ADJECTIVE): (अल्पभाषी): reserved Synonyms: withdrawn, introverted Antonyms: expansive Example Sentence:She was extremely reticent about her personal affairs. 3. STRIFE (NOUN): (कलह): conflict Synonyms: friction, discord Antonyms: harmony, peace Example Sentence:With this civil strife the importance and prosperity of Louvain declined. 4. OBLIVIOUS (ADJECTIVE): (अनभिज्ञ): unaware Synonyms: unconscious, heedless Antonyms: aware Example Sentence:She became absorbed, oblivious to the passage of time. 5. IMPROPRIETY (NOUN): (अनौचित्य): wrongdoing Synonyms: misconduct, dishonesty Antonyms: propriety Example Sentence:She was scandalized at the impropriety of the question. 6. AMITY (NOUN): (मित्रता): friendship Synonyms: friendliness, peace Antonyms: animosity Example Sentence:The presence of French troops in Scotland had produced hostility rather than amity. 7. ORNATE (ADJECTIVE): (अलंकृत): elaborate Synonyms: over-elaborate, flowery Antonyms: plain Example Sentence:His language was strangely ornate. 8. OPULENT (ADJECTIVE): (धनी): wealthy Synonyms: rich, affluent Antonyms: poor Example Sentence:His tenants are quite opulent. 9. UNBRIDLED (ADJECTIVE): (निरंकुश): unrestrained Synonyms: unconstrained, uncontrolled Antonyms: restrained Example Sentence:A dog should have an unbridled passion for food. 10. RESOLVE (NOUN): (संकल्प): determination Synonyms: resolution, purpose Antonyms: indecision Example Sentence:She received information that strengthened her resolve.
1 648
3
⏰⏰⏰ ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ । ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ୭ଟଙ୍କା ୬୪ ପଇସା ଖର୍ଚ୍ଚ ହେବ । ପ୍ରଥମରୁ ଏହା ୫ଟଙ୍କା ୯୦ ପଇସା ଥିଲା । ସେହିପରି ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ୧୦ଟଙ୍କା ୯୪ ପଇସା ଖର୍ଚ୍ଚ ହେବ । ଆରମ୍ଭରୁ ଏହା ୮ଟଙ୍କା ୮୨ ପଇସା ଥିଲା । ନୂଆ ଖର୍ଚ୍ଚ ଡିସେମ୍ବରରୁ ଲାଗୁ କରାଯିବ।
1 506
4
✅ ଫେବ୍ରୁଆରୀ ୧୫ରୁ CBSE ଦଶମ ଓ ଦ୍ବାଦଶ ପରୀକ୍ଷା -ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ରେ ସରିବ ଦଶମ ପରୀକ୍ଷା -ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୪ରେ ସରିବ ଦ୍ବାଦଶ ପରୀକ୍ଷା -ଫେବ୍ରୁଆରୀ ୧୫ରେ ଦଶମର ଇଂରାଜୀ, ୨୦ରେ ବିଜ୍ଞାନ -୨୨ରେ ସଂସ୍କୃତ, ୨୫ରେ ସାମାଜିକ ବିଜ୍ଞାନ, ୨୮ରେ ହିନ୍ଦୀ ପରୀକ୍ଷା -ମାର୍ଚ୍ଚ ୧୦ରେ ଗଣିତ, ୧୭ରେ ଓଡ଼ିଆ, ୧୮ରେ କଂପ୍ୟୁଟର
1 707
5
job in bhubaneswar
job in bhubaneswar
1 799
6
No text...
1 931
7
+2
SCL CHAPTER - 01-(X).pdf
2 068
8
+7
ଦଶମ ଶ୍ରେଣୀ ପରୀକ୍ଷା ଦର୍ପଣ ସାହିତ୍ୟ
2 669
9
https://t.me/+4671pT2l-yM3ZDE9
1 859
10
ABC: Your Credits, Your Future! 📢 Upload your academic credit records for 2021, 2022, and 2023 on the ABC platform before 31
ABC: Your Credits, Your Future! 📢 Upload your academic credit records for 2021, 2022, and 2023 on the ABC platform before 31 st December, 2024. Don’t miss out on being part of the future of digital education! 🔗 Visit: http://abc.gov.in
1 612
11
🌸🌸🌸🌸🌸🌸🌸🌸🌸🌸🌸🌸🌸🌸
🌸🌸🌸🌸🌸🌸🌸🌸🌸🌸🌸🌸🌸🌸
1 282
12
No text...
1 208
13
🌸 ସେଦିନର କଥା 🌸 ଏବେ ତ ଅଙ୍ଗନୱାଡ଼ି,ନର୍ସରୀ କେତେ କଣ ଆସିଗଲାଣି। ମୁଁ ପଢିଲା ବେଳେ ପ୍ରଥମ ଶ୍ରେଣୀରୁ ପାଠ ପଢା ଆରମ୍ଭ ହେଉ ଥିଲା। ମୁଁ ଯେବେ ଜେଜେଙ୍କ ଆଗରେ ମାଟି ସିଲଟ ରେ ବ୍ରହ୍ମା,ବିଷ୍ଣୁ , ମହେଶ୍ୱର କହି ଗୋଲ ବୁଲେଇବା ଆରମ୍ଭ କଲି। ସେବେ ବାପା ଦୋକାନରୁ ଛବିଳ ମଧୁ ବର୍ଣ୍ଣବୋଧ ନେଇ ଆସିଲେ। ସକାଳେ ଆଉ ସଂଜରେ ଜେଜେ କୋଡରେ ବସେଇ ଅ ଆ...ପଣିକିଆ (୨୫କ ଯାଏ) ଶିଖେଇ ଦେଇ ଥିଲେ। ସେବେଠୁ ଆରମ୍ଭ ହେଲା ପାଠ ପଢା ଯାତ୍ରା। ମୁଁ ସ୍କୁଲ ରେ ପଢିଲା ବେଳକୁ ମୋ ଗାଁ ଟା ପୁରା ଗାଁ ହେଇ ଥିଲା। ସହରୀ ଛିଟା ପଡ଼ି ନଥିଲା। ମୋର ମନେ ଅଛି ଗାଁ ରେ ସ୍କୁଲ କହିଲେ ଥାଏ ମାଟି ଘର। ଉପର ଛଣ ଛପର। ଯୋଉ ଦିନ ସ୍କୁଲ ଯାଇଥିଲି ସେଦିନ କୁଆଡେ ରାସ୍ତା ସାରା କୁଆଡେ ଗଡି କି କାନ୍ଦି ଥିଲି। ସେଇ ଧୂଳି ଧୂସର ବାଇଆ ଭୂତ କୁ ବାପା ଟେକି ନେଇ ସ୍କୁଲ ରେ ଆଡ଼ମିଶନ କରି ଦେଇ ଆସିଲେ। ସତ କଥା କହୁଛି ଜୀବନରେ ଥରେ କାନ୍ଦି ଥିଲି ସ୍କୁଲ ରେ। ତା ପର ଦିନ ସଜଡ଼ା ହେଲା ମୋ ସ୍କୁଲ ବ୍ୟାଗ। ଆଜି କାଲିର ଦାମିକିଆ ବ୍ୟାଗ ନୁହେଁ ମ। ଟଙ୍କା ବି କୋଉଠୁ ଥିଲା, ବ୍ୟାଗ କିଣା ହେବ। ମୋର ମନେ ଅଛି ବାପାଙ୍କ ପୁରୁଣା କପଡା ପ୍ୟାଣ୍ଟ କଟା ହେଇ ବ୍ୟାଗ ତିଆରି ହେଇ ଥିଲା। ସେଥିରେ କାଠ ସିଲଟ ଆଉ ମାଟି ଖଡ଼ି। ଆଉ ଧଳା ପାରାଗନ୍ ସ୍ଲିପର । ଏତିକି ନେଇ ସ୍କୁଲ୍ ଯାଇଥିଲି।ଇୟେ ବି ଗୋଟେ ଜୀବନ ଥିଲା। ଅଭାବ,ଶିକ୍ଷାଗତ ଅସୁବିଧାରେ ବି ଜୀବନ ଆଗକୁ ବଢିଛି। ଭାବୁଛନ୍ତି କି ଏଇଟା କେବଳ ମୋ କାହାଣୀ, ମୁଁ ଜାଣେ ଆପଣଙ୍କ ବି ସେଇ ସମାନ କାହାଣୀ ଥିବ ।
1 322
14
🔥🔥🔥 ସୂଚନାଯୋଗ୍ୟ ରାଜ୍ୟର ୧ ହଜାର ୫୬ଟି ଡିଗ୍ରୀ କଲେଜରେ ଯୁକ୍ତ ତିନି ନାମଲେଖା ପାଇଁ ମୋଟ ୨ ଲକ୍ଷ ୭୪ ହଜାର ୧୫୧ଟି ସିଟ୍ ରହିଛି । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୭ ହଜାର ୬୭୩ ଜଣ ନାମ ଲେଖାଇଥିବା ବେଳେ, ଆଉ ୯୬ ହଜାର ୪୭୮ଟି ସିଟ୍ ଖାଲି ପଡ଼ିଛି । ସିଟ୍ ପୂରଣ କରିବା ପାଇଁ ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ସେପ୍ଟେମ୍ବର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରୀଛାତ୍ରମାନେ ୩ ତାରିଖ ସକାଳ ୧୦ଟାରୁ ୬ ତାରିଖ ସଂଧ୍ୟା ୫ଟା ଭିତରେ ନାମ ଲେଖାଇବେ ।
1 350
15
PMST Result 2023 (Pathani Samanta Mathematics Scholarship Test Result 2023) | Board of Secondary Education, Orissa https://results.indiaresults.com/or/bse-orissa/result-of-pmst-2023-orrisa/mquery.htm
1 622
16
ବଦଳିଲା +୨ ପରୀକ୍ଷା ଢ଼ାଞ୍ଚା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ +୨ ପରୀକ୍ଷା ଢ଼ାଞ୍ଚାରେ ହେବ ପରିବର୍ତ୍ତନ। ସିବିଏସ୍‌ଇ ପାର୍ଟନ ଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ପୂର୍ବରୁ ବାର୍ଷିକ ପରୀକ୍ଷାରେ ୧୦୦ ମାର୍କର ପରୀକ୍ଷା ହେଉଥିବାବେଳେ ଏଣିକି ୮୦ ମାର୍କର ପରୀକ୍ଷା ହେବ। ପୂର୍ବରୁ ହେଉଥିବା ତ୍ରୈମାସିକ ପରୀକ୍ଷା ବା କ୍ୱାଟର ଏଣ୍ଡ ପରୀକ୍ଷାକୁ ସମ୍ପୁର୍ଣ୍ଣ ଉଚ୍ଛେଦ କରାଯିବ। ଏହା ବଦଳରେ ଇଣ୍ଟରନାଲ ପରୀକ୍ଷା ହେବ ଓ ତନ୍ମଧ୍ୟରୁ ଅବଶିଷ୍ଟ ୨୦ମାର୍କ ଆସିବ। ସେହିପରି ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସୁଥିବାରୁ ପ୍ରଶ୍ନପତ୍ର ପାଟର୍ଣ୍ଣରେ ମଧ୍ୟ ପରିବର୍ତ୍ତନ କରାଯିବ। ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ବହୁମୁଲ୍ୟ ସମୟ ବଞ୍ଚାଇବାକୁ ବର୍ଷ ପ୍ରାରମ୍ଭରୁ ଫର୍ମ ଫିଲପ୍‌ କରିବେ ଛାତ୍ରଛାତ୍ରୀ। ପରୀକ୍ଷାରେ ଅଧିକ ସ୍ୱଚ୍ଛତା ଓ ସରଳ କରିବାକୁ ୫ରୁ ୬ଟି ପରିବର୍ତ୍ତନ କରିବାକୁ ଯାଉଛି ସିଏଚ୍‌ଏସ୍‌ଇ। ସୂଚନା ଅନୁଯାୟୀ, ପ୍ରାକ୍ଟିକାଲ ନ ଥିବା ବିଷୟରେ ୧୦୦ ବଦଳରେ ଏଣିକି ୮୦ ମାର୍କର ପରୀକ୍ଷା ହେବ। ଏଥିରେ ୧ ନମ୍ବର ବିଶିଷ୍ଟ ପ୍ରଶ୍ନପତ୍ର ୫୦% ବା ୪୦ ନମ୍ବରର ଆସିବ। ଅବଶିଷ୍ଟ ୪୦ ନମ୍ବର ପ୍ରଶ୍ନପତ୍ରରେ ୨, ୩ ଓ ୮ ମାର୍କର ପ୍ରଶ୍ନ ରହିବ। କଳା ବିଭାଗ ପାଇଁ ସର୍ବାଧିକ ୫ମାର୍କିଆ ପ୍ରଶ୍ନ ଆସିବାକୁ ଥିବାବେଳେ ବିଜ୍ଞାନରେ ସର୍ବାଧିକ ୮ ମାର୍କିଆ ପ୍ରଶ୍ନ ଆସିବ। ସେହିପରି ଇଣ୍ଟରନାଲ୍‌ ପରୀକ୍ଷାରେ ୨୦ ମାର୍କର ପରୀକ୍ଷା ହେବ। ଏଥିରେ ୧, ୨ ଓ ୫ ମାର୍କିଆ ପ୍ରଶ୍ନ ଆସିବ। ଯେଉଁ ୟୁନିଟ୍‌ରୁ ଇଣ୍ଟରନାଲ୍‌ ପରୀକ୍ଷାରେ ପ୍ରଶ୍ନ ଆସିଥିବା ବାର୍ଷିକ ପରୀକ୍ଷାରେ ଆଉ ସେହି ୟୁନିଟ୍‌ରୁ ପ୍ରଶ୍ନପତ୍ର ଆସିବ ନାହିଁ। ଅବଶିଷ୍ଟ ୟୁନିଟ୍‌ରୁ ବାର୍ଷିକ ପରୀକ୍ଷାରେ ପ୍ରଶ୍ନ ଆସିବ। କେଉଁ ୟୁନିଟ୍‌ରୁ କେଉଁ ପରୀକ୍ଷାରେ ପ୍ରଶ୍ନ ଆସିବ ତାହା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ। ହେଲେ ପ୍ରାକ୍ଟିକାଲ ଥିବା ବିଷୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୂର୍ବପରି ୩୦ ନମ୍ବରର ପ୍ରାକ୍ଟିକାଲ ପରୀକ୍ଷା ଓ ୭୦ ମାର୍କର ଥିଓରୀ ପରୀକ୍ଷା ହେବ। ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସୁଥିବା ଅନେକ ସମୟରେ ଅଭିଯୋଗ ହେଉଥିବାରୁ ପରିଷଦ ଏହାକୁ ଗୁରୁତର ସହ ବିଚାର କରୁଛି। ଏହାର ପୁନରାବୃତ୍ତି ନ ହେବାକୁ କେଉଁ ବିଷୟରୁ କେତେ ମାର୍କର ପ୍ରଶ୍ନ ଆସିବ ସେନେଇ ପୂର୍ବରୁ ଫିକ୍ସ କରିବାକୁ ଯୋଜନା କରୁଛି।
1 762
17
+1
metal and non metal.pdf
2 139
18
Kargil Vijay Diwas Q. Kargil Vijay Diwas କଣ? Ans:- Kargil Vijay Diwas ଟି Kargil War ବା ଯୁଦ୍ଧରୁ ଆସିଛି। More Detail For Kargil War:- କାରଗିଲ ଯୁଦ୍ଧ ଭାରତୀୟ ସାର୍ବଭୌମତାର ପ୍ରତିକର ସଂଗ୍ରାମ ଭାବରେ ଅବସ୍ଥାନ କରେ, ଯାହା ଆଧୁନିକ ଭାରତୀୟ ଐତିହ୍ୟରେ ଏକ ମାତ୍ରାଣା ସଂଗ୍ରାମ ଥିଲା। ଏହି ଯୁଦ୍ଧ ୧୯୯୯ ମସିହାର ମେ ଠାରୁ ଜୁଲାଇ ମାସ ପର୍ଯ୍ୟନ୍ତ କାରଗିଲ ଜିଲ୍ଲାର ଜମ୍ମୁ କାଶ୍ମୀରର ଉଚ୍ଚ ଶିକରରେ ଘଟିଥିଲା। ଭାରତୀୟ ସେନା ଏବଂ ପାକିସ୍ତାନୀ ଗୁସ୍ପାଟିକାରୀମାନଙ୍କ ମଧ୍ୟରେ ହୁଏଥିବା ଏହି ଯୁଦ୍ଧର ଅନୁଷ୍ଠାନକୁ "ଅପରେସନ ଵିଜୟ" (Operation Vijay) ନାମ ଦିଆଯାଇଥିଲା। ପାକିସ୍ତାନୀ ସେନା ଏବଂ ଗୁସ୍ପାଟିକାରୀମାନେ ଏକ ଗୁପ୍ତ ଯୋଜନା ଅନୁସାରେ କାରଗିଲ ଜିଲ୍ଲାର ଏକାଧିକ ଉଚ୍ଚ ଶିକରକୁ ଦଖଲ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତୀୟ ସାନ୍ୟା ଯାନ୍ତ୍ରଣାକୁ ଅବରୁଦ୍ଧ କରିବା ଏବଂ ଲଡାଖକୁ କାଟି ଭାରତୀୟ ଅଞ୍ଚଳର ଦକ୍ଷିଣ ଅଞ୍ଚଳରେ ସେନାକୁ ତାଳବନ୍ଧ କରିବା। ଭାରତୀୟ ସେନା ଏହି ଗୁସ୍ପାଟିକାରୀମାନଙ୍କ ସମ୍ପର୍କରେ ତାତ୍କ୍ଷଣିକ ତଥ୍ୟ ପାଇ ନଥିଲେ, କିନ୍ତୁ ମେ ମାସରେ ଆଉ ଜାଣିଥିବା ପରେ ସେମାନଙ୍କୁ ପୁନର୍ବାସିତ କରିବା ପାଇଁ ପ୍ରତିରୋଧ କରିଲେ। ଏହା ପରେ, ଭାରତୀୟ ସେନା "ଅପରେସନ ଵିଜୟ" ଆରମ୍ଭ କରିଥିଲା। ଏହି ସଂଗ୍ରାମରେ ଭାରତୀୟ ବାୟୁ ସେନା ଏବଂ ନେଭିର ସାମ୍ଯୀକ ସମର୍ଥନ ବହୁତ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଭାରତୀୟ ସେନାର ସେନାନୀମାନେ ଅସାଧାରଣ ସାହସ ଓ ଦୃଢତା ପ୍ରଦର୍ଶନ କରି ଏହି ଉଚ୍ଚ ଶିକରଗୁଡ଼ିକୁ ଫେରାଇ ନେଇଥିଲେ। ଅନେକ ଯବାନ ଏହାରେ ନିଜ ଜୀବନ ଦାନ କରିଥିଲେ। ଏହି ସଂଗ୍ରାମରେ ମୁଖ୍ୟ ସ୍ଥାନ ଭାବରେ ହେଲ୍ଡିଂ, ଟୋଲୋଲିଂ, ଦ୍ରାସ ସେକ୍ଟର ଇତ୍ୟାଦିକୁ ଅନେକ ସ୍ମରଣୀୟ ଯୁଦ୍ଧ ମୂଲକ ଅଞ୍ଚଳ ଭାବେ ପରିଚିତ କରିଥିଲା। କାରଗିଲ ଯୁଦ୍ଧରେ ଭାରତୀୟ ସେନାର ବ୍ୟାବହାରିକ ସୁରକ୍ଷା ଓ ମାନବତା ଏକ ସଫଳତାର ସମ୍ପର୍କରେ ପ୍ରମାଣିତ ହୋଇଥିଲା। ଏହାରେ ୪୭୭ ଭାରତୀୟ ସେନାନୀ ବଳିଦାନ ଦେଇଥିଲେ ଓ ୧୩୧୩ ଅଧିକ ଯବାନ ଆହତ ହୋଇଥିଲେ। ଭାରତୀୟ ସେନାର ଏହି ଜୟ ଆମର ସଂସ୍କୃତି ଏବଂ ଭାରତୀୟ ସାମରିକ ଶକ୍ତିର ସାଧାରଣ ଉଦାହରଣ ଭାବେ ସ୍ଥାପିତ ହୋଇଥିଲା। କାରଗିଲ ଯୁଦ୍ଧ ଏକ ସ୍ମରଣୀୟ ଅଧ୍ୟାୟ ଭାବରେ ଭାରତୀୟ ସାମରିକ ଐତିହ୍ୟରେ ରହିଥାଏ। ଏହି ଜୟ ଏବଂ ତାହାର ଅବିସ୍ମରଣୀୟ ସଂସ୍ମୃତିମାନେ ପ୍ରତି ବର୍ଷ ୨୬ ଜୁଲାଇରେ କାରଗିଲ ବିଜୟ ଦିବସରେ ସ୍ମରଣ କରାଯାଏ, ଯେଉଁଠାରେ ଆମେ ସେମାନଙ୍କୁ ନମନ କରିବା ସହିତ ତାଙ୍କର ତ୍ୟାଗ ଏବଂ ସାହସର କାହାଣୀକୁ ସ୍ମରଣ କରିଥାଉ।
2 253
19
ମୃତ୍ତିକା :- ସମ୍ବଳ ଦଶମ ଶ୍ରେଣୀ
1 558
20
ନୂତନ ରାଜ୍ୟ ଗୁଡିକର ଗଠନ ଦଶମ ଶ୍ରେଣୀ
1 613