en
Feedback

Don't get caught by a cheater! Telemetrio finds and tags such channels 👉 If you want to see the tag, subscribe

10th Class Study

10th Class Study

Open in Telegram

👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏

Show more
3 841
Subscribers
No data24 hours
-127 days
-7030 days
Posts Archive
ଭୂଗୋଳ ବିଷୟ ର ଅରଣ୍ୟ ସମ୍ବଳ ଗ୍ରୁପ ରେ ତିନିଟି ପିପିଟି ଅଲଗା ଅଲଗା ପଠାଯାଇଛି ସବୁ ନୋଟସ କରିନେବ l ବନ୍ୟପ୍ରାଣୀ ସମ୍ବଳ ର PPT ଦରକାର କି ?
16 Apr 2024, 02:34

ଅରଣ୍ୟ ସମ୍ବଳ ( part 2 ) ଦଶମ ଶ୍ରେଣୀ
16 Apr 2024, 02:34

ଅରଣ୍ୟ ସମ୍ବଳ ( part 2 ) ଦଶମ ଶ୍ରେଣୀ PPT
16 Apr 2024, 02:34

ଅରଣ୍ୟ ସମ୍ବଳ ( Part 1 ) ଦଶମ ଶ୍ରେଣୀ PPT
16 Apr 2024, 02:34

ଲକ୍ଷ୍ମୀକାନ୍ତ ମହାପାତ୍ର ( ଜୀବନୀ ଓ ସାହିତ୍ୟକୃତି ) PPT
16 Apr 2024, 02:34

ଗାନ୍ଧୀ ଯୁଗ FA 1 Long question..pdf5.10 MB
16 Apr 2024, 02:34

ଆମ ପାଖରେ ପ୍ରାୟ 5000 ରୁ ଅଧିକ ଆଧ୍ୟାତ୍ମିକ ପୁସ୍ତକ,ସାହିତ୍ୟ ଆଲୋଚନା ପୁସ୍ତକ, ଗଳ୍ପ ପୁସ୍ତକ, କବିତା ପୁସ୍ତକ,ଇତିହାସ ପୁସ୍ତକ, ଗ୍ରନ୍ଥାବଳୀ,ଉପନ୍ୟାସ, ଜହ୍ନମାମୁଁ ଆଦି ମିଶି ରହିଛି l କିନ୍ତୁ ନବମ ଓ ଦଶମ ଶ୍ରେଣୀ ରେ ପଢ଼ୁଥିବା ଛାତ୍ରଛାତ୍ରୀ ସମସ୍ତେ ଶ୍ରେଣୀ ପାଠ୍ୟ ପୁସ୍ତକ ଉପରେ ଆଉ ଅଭ୍ୟାସ ପ୍ରଶ୍ନ ଉତ୍ତର ଉପରେ ଅଧିକ ଧ୍ୟାନ ଦେବେ ବୋଲି ଆଶା l ଯଦି କୌଣସି ବିଷୟ ରେ ପାଠ୍ୟ ପୁସ୍ତକ ବ୍ୟତିରେକ ଅଧିକ ତଥ୍ୟ ଜାଣିବାକୁ ଚାହାଁନ୍ତି ଗ୍ରୁପ ରେ ମେସେଜ କଲେ ତାହାର ସମାଧାନ ପାଇଁ ପ୍ରୟାସ କରିବୁ l ଯାହା ନିଜର ଡ଼ାଉଟ କି ଆବଶ୍ୟକ ତାହା ଗ୍ରୁପ ରେ ମେସେଜ କରିବ l ଧୀର ପାଣି ପଥର କାଟେ ନ୍ୟାୟ ରେ ତୁମେ ମାନେ ଦୈନିକ ପରିଶ୍ରମ କର ଦେଖିବ ତୁମ ପରୀକ୍ଷା ଫଳାଫଳ ବହୁତ ଭଲ ହେବ l
16 Apr 2024, 02:34

ଅମାବାସ୍ୟା ଚନ୍ଦ୍ର ( ଓଡ଼ିଆ ଭାଷା ର ସବୁଠାରୁ ଭଲ ଉପନ୍ୟାସ ) ଗୋବିନ୍ଦ ଦାସ
16 Apr 2024, 02:34

ବୀରବଲ କାହାଣୀ.pdf
16 Apr 2024, 02:34

photo content
16 Apr 2024, 02:34

posana1.pdf
15 Apr 2024, 05:50

ପ୍ରିୟ ନବମ ଓ ଦଶମ ଶ୍ରେଣୀ ପଢ଼ୁଥିବା ଶିକ୍ଷାର୍ଥୀ ମାନଙ୍କ ପାଇଁ 2024-2025 ନୂତନ ଶିକ୍ଷା ବର୍ଷ ନିମନ୍ତେ ସମସ୍ତ ବିଷୟ ର ସିଲାବସ Borad of Secondary Education (BSE) ଓଡିଶା ତରଫରୁ ପ୍ରକାଶ କରାଯାଇଛି l ସମସ୍ତେ ନିଜ ଖାତାରେ ଏହି ସିଲାବସ ଲେଖି ସେ ହିସାବରେ ଅଭ୍ୟାସ କର l ଧନ୍ୟବାଦ l
12 Apr 2024, 09:22

2024_2025_ଶିକ୍ଷା_ବର୍ଷ_ପାଇଁ_ଦଶମ_ଶ୍ରେଣୀ_ପାଠ୍ୟ_ସିଲାବସ_.pdf9.56 KB
12 Apr 2024, 09:22

2024_25_ନବମ_ଶ୍ରେଣୀ_ପାଠ୍ୟ_ସିଲାବସ_.pdf1.03 MB
12 Apr 2024, 09:22

ସନ୍ଧ୍ୟା 8.00 ଘଣ୍ଟା ସମୟ ରେ ଜୀବ ବିଜ୍ଞାନ (SCL)ଅଭ୍ୟାସ ପ୍ରଶ୍ନ ଗ୍ରୁପ ରେ ଦେବା l
12 Apr 2024, 09:22

ଉତ୍ତର ସବୁ ଖାତା ରେ କର l ଯେଉଁ ପ୍ରଶ୍ନ ର ଉତ୍ତର ଜାଣିପାରିବ ନାହିଁ ମେସେଜ କଲେ ଉତ୍ତର ଦିଆଯିବ l
12 Apr 2024, 09:22

Date :- 12.04.2024 Practice test Subject - Physical Science (SCP) Topic:- ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ Full mark :- 15 Class -: 10th ପ୍ରଶ୍ନ ପ୍ରସ୍ତୁତି :- ସରକାରୀ ଉଚ୍ଚ ବିଦ୍ୟାଳୟ, ମୋହନଗିରି, କଳାହାଣ୍ଡି 1. ରାସାୟନିକ ପରିବର୍ତ୍ତନ କାହାକୁ କୁହାଯାଏ ? 2.ଶ୍ୱାସକ୍ରିୟା ଏକ କିପରି ରାସାୟନିକ ପ୍ରତିକ୍ରିୟା ଅଟେ ? 3. ପ୍ରତିଜାରକ କାହାକୁ କୁହାଯାଏ ? 4.ପଦାର୍ଥ ର ସଢ଼ା ଅବସ୍ଥା କାହାକୁ କୁହାଯାଏ ? 5. ସୂଚକ ରାସାୟନିକ ସମୀକରଣ କାହାକୁ କୁହାଯାଏ ? 6. ପ୍ରତିକାରକ ଓ ଉତ୍ପାଦ ମଧ୍ୟରେ ଏକ ତୀର ଚି଼ହ୍ନ ବାମରୁ ଡାହାଣ କୁ ହୋଇଥାଏ l ଏହା ରାସାୟନିକ ପ୍ରତିକ୍ରିୟା ର କଣ ସୂଚେଇ ଥାଏ ? 7.ଉଦ୍ଭିଦ ଦ୍ରବ୍ୟ ର ବିଘଟନ ଘଟି ଖତ( Compost )ରେ ପରିଣତ ହେବା କେଉଁ ପ୍ରତିକ୍ରିୟା ର ଉଦାହରଣ ଅଟେ ? 8.କ୍ୟାଲସିୟମ ଅକସାଇଟ ର ଅନ୍ୟ ଦୁଇଟି ନାମ କଣ ? 9.ବିସ୍ଥାପନ ପ୍ରତିକ୍ରିୟା କାହାକୁ କୁହାଯାଏ ? 10. ରାସାୟନିକ ସମୀକରଣ କାହାକୁ କୁହାଯାଏ ? 11.ତାପୀୟ ବିଘଟନ କାହାକୁ କୁହାଯାଏ ? 12. ଅବକ୍ଷେପଣ ପ୍ରତିକ୍ରିୟା କିପରି ଲବଣ ଉତ୍ପନ କରେ ? 13.କେଉଁ ପାତ୍ର ରେ ଖାଦ୍ୟ ପଦାର୍ଥ ରଖିଲେ ଜାରଣ ପ୍ରକ୍ରିୟା ମନ୍ଥର ହୁଏ ? 14.ଜାରଣ କାହାକୁ କୁହାଯାଏ ? 15. ବିଘଟନ ପ୍ରତିକ୍ରିୟା ର ବିପରୀତ ପ୍ରତିକ୍ରିୟା କଣ ?
12 Apr 2024, 09:22

The Bharat scouts and Guide,Odisha..
12 Apr 2024, 09:22

For all Govt. And private school.. Register your Scout/Guide and get UID number which is mandatory for all the members of Scout family. Last date for registration is 15.04.2024 Thank you 🙏
12 Apr 2024, 09:22