3 841
订阅者
无数据24 小时
-127 天
-7030 天
帖子存档
3 841
ଭୂଗୋଳ ବିଷୟ ର ଅରଣ୍ୟ ସମ୍ବଳ ଗ୍ରୁପ ରେ ତିନିଟି ପିପିଟି ଅଲଗା ଅଲଗା ପଠାଯାଇଛି ସବୁ ନୋଟସ କରିନେବ l
ବନ୍ୟପ୍ରାଣୀ ସମ୍ବଳ ର PPT ଦରକାର କି ?
16 4月 2024, 02:34
3 841
ଆମ ପାଖରେ ପ୍ରାୟ 5000 ରୁ ଅଧିକ ଆଧ୍ୟାତ୍ମିକ ପୁସ୍ତକ,ସାହିତ୍ୟ ଆଲୋଚନା ପୁସ୍ତକ, ଗଳ୍ପ ପୁସ୍ତକ, କବିତା ପୁସ୍ତକ,ଇତିହାସ ପୁସ୍ତକ, ଗ୍ରନ୍ଥାବଳୀ,ଉପନ୍ୟାସ, ଜହ୍ନମାମୁଁ ଆଦି ମିଶି ରହିଛି l
କିନ୍ତୁ ନବମ ଓ ଦଶମ ଶ୍ରେଣୀ ରେ ପଢ଼ୁଥିବା ଛାତ୍ରଛାତ୍ରୀ ସମସ୍ତେ ଶ୍ରେଣୀ ପାଠ୍ୟ ପୁସ୍ତକ ଉପରେ ଆଉ ଅଭ୍ୟାସ ପ୍ରଶ୍ନ ଉତ୍ତର ଉପରେ ଅଧିକ ଧ୍ୟାନ ଦେବେ ବୋଲି ଆଶା l
ଯଦି କୌଣସି ବିଷୟ ରେ ପାଠ୍ୟ ପୁସ୍ତକ ବ୍ୟତିରେକ ଅଧିକ ତଥ୍ୟ ଜାଣିବାକୁ ଚାହାଁନ୍ତି ଗ୍ରୁପ ରେ ମେସେଜ କଲେ ତାହାର ସମାଧାନ ପାଇଁ ପ୍ରୟାସ କରିବୁ l
ଯାହା ନିଜର ଡ଼ାଉଟ କି ଆବଶ୍ୟକ ତାହା ଗ୍ରୁପ ରେ ମେସେଜ କରିବ l
ଧୀର ପାଣି ପଥର କାଟେ ନ୍ୟାୟ ରେ ତୁମେ ମାନେ ଦୈନିକ ପରିଶ୍ରମ କର ଦେଖିବ ତୁମ ପରୀକ୍ଷା ଫଳାଫଳ ବହୁତ ଭଲ ହେବ l
16 4月 2024, 02:34
3 841
ଅମାବାସ୍ୟା ଚନ୍ଦ୍ର ( ଓଡ଼ିଆ ଭାଷା ର ସବୁଠାରୁ ଭଲ ଉପନ୍ୟାସ )
ଗୋବିନ୍ଦ ଦାସ
16 4月 2024, 02:34
3 841
ପ୍ରିୟ ନବମ ଓ ଦଶମ ଶ୍ରେଣୀ ପଢ଼ୁଥିବା ଶିକ୍ଷାର୍ଥୀ ମାନଙ୍କ ପାଇଁ 2024-2025 ନୂତନ ଶିକ୍ଷା ବର୍ଷ ନିମନ୍ତେ ସମସ୍ତ ବିଷୟ ର ସିଲାବସ Borad of Secondary Education (BSE) ଓଡିଶା ତରଫରୁ ପ୍ରକାଶ କରାଯାଇଛି l
ସମସ୍ତେ ନିଜ ଖାତାରେ ଏହି ସିଲାବସ ଲେଖି ସେ ହିସାବରେ ଅଭ୍ୟାସ କର l
ଧନ୍ୟବାଦ l
12 4月 2024, 09:22
3 841
2024_2025_ଶିକ୍ଷା_ବର୍ଷ_ପାଇଁ_ଦଶମ_ଶ୍ରେଣୀ_ପାଠ୍ୟ_ସିଲାବସ_.pdf9.56 KB
12 4月 2024, 09:22
3 841
ସନ୍ଧ୍ୟା 8.00 ଘଣ୍ଟା ସମୟ ରେ ଜୀବ ବିଜ୍ଞାନ (SCL)ଅଭ୍ୟାସ ପ୍ରଶ୍ନ ଗ୍ରୁପ ରେ ଦେବା l
12 4月 2024, 09:22
3 841
ଉତ୍ତର ସବୁ ଖାତା ରେ କର l ଯେଉଁ ପ୍ରଶ୍ନ ର ଉତ୍ତର ଜାଣିପାରିବ ନାହିଁ ମେସେଜ କଲେ
ଉତ୍ତର ଦିଆଯିବ l
12 4月 2024, 09:22
3 841
Date :- 12.04.2024
Practice test
Subject - Physical Science (SCP)
Topic:- ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ
Full mark :- 15
Class -: 10th
ପ୍ରଶ୍ନ ପ୍ରସ୍ତୁତି :- ସରକାରୀ ଉଚ୍ଚ ବିଦ୍ୟାଳୟ, ମୋହନଗିରି, କଳାହାଣ୍ଡି
1. ରାସାୟନିକ ପରିବର୍ତ୍ତନ କାହାକୁ
କୁହାଯାଏ ?
2.ଶ୍ୱାସକ୍ରିୟା ଏକ କିପରି ରାସାୟନିକ
ପ୍ରତିକ୍ରିୟା ଅଟେ ?
3. ପ୍ରତିଜାରକ କାହାକୁ କୁହାଯାଏ ?
4.ପଦାର୍ଥ ର ସଢ଼ା ଅବସ୍ଥା କାହାକୁ
କୁହାଯାଏ ?
5. ସୂଚକ ରାସାୟନିକ ସମୀକରଣ
କାହାକୁ କୁହାଯାଏ ?
6. ପ୍ରତିକାରକ ଓ ଉତ୍ପାଦ ମଧ୍ୟରେ ଏକ ତୀର
ଚି଼ହ୍ନ ବାମରୁ ଡାହାଣ କୁ ହୋଇଥାଏ l ଏହା
ରାସାୟନିକ ପ୍ରତିକ୍ରିୟା ର କଣ ସୂଚେଇ
ଥାଏ ?
7.ଉଦ୍ଭିଦ ଦ୍ରବ୍ୟ ର ବିଘଟନ ଘଟି ଖତ( Compost )ରେ ପରିଣତ ହେବା କେଉଁ ପ୍ରତିକ୍ରିୟା ର ଉଦାହରଣ ଅଟେ ?
8.କ୍ୟାଲସିୟମ ଅକସାଇଟ ର ଅନ୍ୟ ଦୁଇଟି
ନାମ କଣ ?
9.ବିସ୍ଥାପନ ପ୍ରତିକ୍ରିୟା କାହାକୁ କୁହାଯାଏ ?
10. ରାସାୟନିକ ସମୀକରଣ କାହାକୁ
କୁହାଯାଏ ?
11.ତାପୀୟ ବିଘଟନ କାହାକୁ କୁହାଯାଏ ?
12. ଅବକ୍ଷେପଣ ପ୍ରତିକ୍ରିୟା କିପରି ଲବଣ
ଉତ୍ପନ କରେ ?
13.କେଉଁ ପାତ୍ର ରେ ଖାଦ୍ୟ ପଦାର୍ଥ ରଖିଲେ
ଜାରଣ ପ୍ରକ୍ରିୟା ମନ୍ଥର ହୁଏ ?
14.ଜାରଣ କାହାକୁ କୁହାଯାଏ ?
15. ବିଘଟନ ପ୍ରତିକ୍ରିୟା ର ବିପରୀତ
ପ୍ରତିକ୍ରିୟା କଣ ?
12 4月 2024, 09:22
3 841
For all Govt. And private school..
Register your Scout/Guide and get UID number which is mandatory for all the members of Scout family.
Last date for registration is 15.04.2024
Thank you 🙏
12 4月 2024, 09:22
