en
Feedback
ROYAL EDUCATION

ROYAL EDUCATION

Open in Telegram

𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪

Show more
1 895
Subscribers
No data24 hours
-177 days
-9230 days
Posts Archive
ଆସନ୍ତା ମେ ୨୬ ତାରିଖ ଅପରାହ୍ନରେ ପ୍ରକାଶ ପାଇବ ଦ୍ବାଦଶ ରେଜଲ୍ଟ୍। କଳା , ବିଜ୍ଞାନ , ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ୍ ଆସିବ। ରେଜଲ୍ଟ ବାହାରିବା ନେଇ CHSE ପକ୍ଷରୁ ସୂଚନା।

ALGEBRA class 10th 1st Chapter
+5
ALGEBRA class 10th 1st Chapter

Class 10th history 1st chapter
+7
Class 10th history 1st chapter

photo content
+2

physical science 2 & objective (5).pdf3.77 MB

Class 11th kou stream pila acha ?
Anonymous voting

Class 10th geography 1st chapter
+8
Class 10th geography 1st chapter

Class 10th kete jana acha comment kara. 👇👇

photo content
+5

photo content
+4

photo content
+9

photo content
+2

ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ (ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ) ଅଧ୍ଯୟନରତ ସମସ୍ତ ଛାତ୍ରଛାତ୍ରୀ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଗୁଡିକର (ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ) ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ଜୋତା, ମୋଜା, ଟି-ସାର୍ଟ, ଟ୍ରାକ ପ୍ୟାଣ୍ଟ, ଟୋପି ଓ ପରିଚୟ ପତ୍ର ବିତରଣ ସମ୍ୱନ୍ଧରେ...ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ଯକ୍ରମ ପ୍ରାଧିକରଣ।

ସରଳ ସହସମୀକରଣ ଅନୁଶୀଳନୀ 1(b) ନଂ.4 ସମସ୍ତ ପ୍ରଶ୍ନର ଉତ୍ତର ଦଶମ ଶ୍ରେଣୀ ROYAL EDUCATION

.

.

.

Important Notice🚨 to all 2024-2025 10th students Jou mane question nobo aamo duaa ra free of cost only FA1,FA2,FA3,FA4 milibo aou SA1 and SA2 free  SA1 and SA2 pai Ae group re diya jibo question with answer SA1 ro question diya jibo exam ru gote dino pur bo 10pm bhitre diya jibo SA2 ro program dek hi ki kohi ba. Last time kicchi problem hai thila seta government time ulta palta hou thila boli hou thila election year thila boli ki problem hou thila ok GOOD LUCK. @ROYALEDUCATIONSCHSE

ରେଜଲ୍ଟ ଦିନ ହିଁ ମିଳିବ ମାଟ୍ରିକ ସାର୍ଟିଫିକେଟ, ଜାଣନ୍ତୁ କେମିତି କରିବେ ଡାଉନଲୋଡ ? #Matriccertificate #OdishaNews କଟକ: ଏଣିକି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ଦିନ ହିଁ ମିଳିବ ସାର୍ଟିଫିକେଟ । ନିଜେ ଘରେ ବସି କରିପାରିବେ ଡାଉନଲୋଡ  । କିଛି ଜରୁରୀ ତଥ୍ୟ ଦେଇ ଘରେ ବସି ହ୍ୱାଟ୍ସଆପରେ ପାଇପାରିବେ ସାର୍ଟିଫିକେଟ । ଆଉ କିଛି ଦିନ ମଧ୍ୟରେ ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ଦିନ ହିଁ ଏଣିକି ମିଳିବ ସାର୍ଟିଫିକଟ । ସେନେଇ ମଧ୍ୟ ଡ୍ରାଏ ରନ ମଧ୍ୟ କରିଛି । କିଛି ସ୍କୁଲ ର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରିବା ସହ ଏହାର ପ୍ରକ୍ରିୟା ଉପରେ ମଧ୍ୟ ଅବଗତ କରାଇଛି ।