ROYAL EDUCATION
Kanalga Telegram’da o‘tish
𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪
Ko'proq ko'rsatish1 895
Obunachilar
Ma'lumot yo'q24 soatlar
-177 kun
-9230 kun
Postlar arxiv
1 895
ଆସନ୍ତା ମେ ୨୬ ତାରିଖ ଅପରାହ୍ନରେ ପ୍ରକାଶ ପାଇବ ଦ୍ବାଦଶ ରେଜଲ୍ଟ୍। କଳା , ବିଜ୍ଞାନ , ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ୍ ଆସିବ। ରେଜଲ୍ଟ ବାହାରିବା ନେଇ CHSE ପକ୍ଷରୁ ସୂଚନା।
1 895
ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ (ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ) ଅଧ୍ଯୟନରତ ସମସ୍ତ ଛାତ୍ରଛାତ୍ରୀ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଗୁଡିକର (ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ) ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ଜୋତା, ମୋଜା, ଟି-ସାର୍ଟ, ଟ୍ରାକ ପ୍ୟାଣ୍ଟ, ଟୋପି ଓ ପରିଚୟ ପତ୍ର ବିତରଣ ସମ୍ୱନ୍ଧରେ...ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ଯକ୍ରମ ପ୍ରାଧିକରଣ।
1 895
Important Notice🚨 to all 2024-2025 10th students
Jou mane question nobo aamo duaa ra free of cost only FA1,FA2,FA3,FA4 milibo aou SA1 and SA2 free SA1 and SA2 pai Ae group re diya jibo question with answer SA1 ro question diya jibo exam ru gote dino pur bo 10pm bhitre diya jibo SA2 ro program dek hi ki kohi ba.
Last time kicchi problem hai thila seta government time ulta palta hou thila boli hou thila election year thila boli ki problem hou thila ok GOOD LUCK.
@ROYALEDUCATIONSCHSE
1 895
ରେଜଲ୍ଟ ଦିନ ହିଁ ମିଳିବ ମାଟ୍ରିକ ସାର୍ଟିଫିକେଟ, ଜାଣନ୍ତୁ କେମିତି କରିବେ ଡାଉନଲୋଡ ? #Matriccertificate #OdishaNews
କଟକ: ଏଣିକି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ଦିନ ହିଁ ମିଳିବ ସାର୍ଟିଫିକେଟ । ନିଜେ ଘରେ ବସି କରିପାରିବେ ଡାଉନଲୋଡ । କିଛି ଜରୁରୀ ତଥ୍ୟ ଦେଇ ଘରେ ବସି ହ୍ୱାଟ୍ସଆପରେ ପାଇପାରିବେ ସାର୍ଟିଫିକେଟ । ଆଉ କିଛି ଦିନ ମଧ୍ୟରେ ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ଦିନ ହିଁ ଏଣିକି ମିଳିବ ସାର୍ଟିଫିକଟ । ସେନେଇ ମଧ୍ୟ ଡ୍ରାଏ ରନ ମଧ୍ୟ କରିଛି । କିଛି ସ୍କୁଲ ର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରିବା ସହ ଏହାର ପ୍ରକ୍ରିୟା ଉପରେ ମଧ୍ୟ ଅବଗତ କରାଇଛି ।
