ROYAL EDUCATION
Open in Telegram
𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪
Show more1 895
Subscribers
No data24 hours
-177 days
-9230 days
Posts Archive
1 895
ପ୍ରିୟ ର ଛାତ୍ରଛାତ୍ରୀ ବର୍ତ୍ତମାନ ଗ୍ରୀଷ୍ମ ଅବକାଶ ସମୟ ଚାଲୁଛି ଆଉ CBSE, ICSE ବୋର୍ଡ ର ଦଶମ ପରୀକ୍ଷା ଫଳାଫଳ ବାହାରିଛି କିନ୍ତୁ ଆମ BSE ଓଡିଶା ଦ୍ୱାରା କରାଯାଇଥିବା ଦଶମ ପରୀକ୍ଷା ଫଳାଫଳ ବାହାରିନାହିଁ l
ସେଥିପାଇଁ ଅଧିକାଂଶ ଛାତ୍ରଛାତ୍ରୀ ଚାତକ ପକ୍ଷୀପରି ପରୀକ୍ଷା ଫଳାଫଳ ବାହାରିବା ସମୟକୁ ଅପେକ୍ଷା କରିଛନ୍ତି l
କୁହାଯାଏ ପ୍ରତୀକ୍ଷା ର ଫଳ ମିଠା l ତୁମ ମାନଙ୍କ ପରୀକ୍ଷା ଫଳାଫଳ ବହୁତ ଭଲ ହେବ ବୋଲି ଆମେ ବିଶ୍ୱାସ କରୁଛୁ l
ଆଜିର ସମ୍ବାଦ ଖବରକାଗଜ ଅନୁସାରେ ବର୍ତ୍ତମାନ ଆମ ଓଡ଼ିଶାରେ ନିର୍ବାଚନ ଚାଲିଛି ତେଣୁ ବିଭିନ୍ନ କର୍ମଚାରୀ ନିର୍ବାଚନରେ ପ୍ରକ୍ରିୟାରେ ନିଯୁକ୍ତହେତୁ ପରୀକ୍ଷାଫଳ ପ୍ରକାଶନରେ ବିଳମ୍ବ ହେଉଛି l ତଥାପି ମେ ମାସ ର ଶେଷ ସପ୍ତାହ ଅର୍ଥାତ ମେ 22 ତାରିଖରୁ ମେ 31 ମଧ୍ୟରେ ଫଳାଫଳ ପ୍ରକାଶ ପାଇବ l ଏହା ସହ ଡିଜିଟାଲ ସାର୍ଟିଫିକେଟ ଅନଲାଇନରୁ ଡାଉନଲୋଡ଼ ପାଇଁ ବୋର୍ଡ଼ ତରଫରୁ ବ୍ୟବସ୍ଥା ହେଉଛି l ତାହାକୁ ନେଇ ଛାତ୍ରଛାତ୍ରୀ +2 ନାମ ଲେଖା ପାଇଁ ଆବେଦନ କରିପାରିବେ ଆଉ 12/15 ଦିନ ପରେ ଅରିଜିନାଲ ସାର୍ଟିଫିକେଟ ନିଜ ବିଦ୍ୟାଳୟରୁ ଆଣିପାରିବେ l
ବର୍ତ୍ତମାନ ନିଜ ବାସସ୍ଥାନ ପ୍ରମାଣପତ୍ର, ଜାତିଗତ ପ୍ରମାଣ ପତ୍ର, ଆୟ ପ୍ରମାଣପତ୍ର ପାଇଁ Online ରେ apply କରିଦିଅ l ନଚେତ result ବାହାରିଲେ ବହୁତ ଅଫିସରେ ଭିଡ ହେବ ଆଉ ସାର୍ଟିଫିକେଟ ପାଇବା ପାଇଁ ଡେରିହେବ l
ଆସନ୍ତାକାଲି 18.05.2024 ରେ BSE odisha ତରଫରୁ ସାମ୍ବାଦିକ ସମ୍ମିଳନୀ କିମ୍ବା ବୋର୍ଡ଼ ୱେବ୍ସାଇଟ ରେ ପରୀକ୍ଷା ସମ୍ପର୍କିତ ଖବର ବାହାରିବ l
ପରୀକ୍ଷା result ବାହାରିଲେ ପ୍ରଥମେ ଗ୍ରୁପରେ ପରୀକ୍ଷା ଫଳାଫଳ ଜାଣିବା ପାଇଁ link ଶେୟାର କରାଯିବ ତେଣୁ result ଜାଣିବାରେ କାହାର କିଛି ଅସୁବିଧା ହେବ ନାହିଁ l
God bless you.
Good luck for upcoming result.
1 895
ମେ ଶେଷ ସପ୍ତାହ ରେ ମ୍ୟାଟ୍ରିକ ପରୀକ୍ଷା ଫଳ !
୨୫ ତାରିଖ ସାଧାରଣ ନିର୍ବାଚନ ପରେ ମ୍ୟାଟ୍ରିକ ପରୀକ୍ଷା ଫଳ |
ଏହି ଖବର ଆଜି ସମ୍ବାଦ ଖବର କାଗଜ ରେ ପ୍ରକାଶ ପାଇଛି ।।
100% REAL NEWS
1 895
awareness of students.pdf
2024-25 ବର୍ଷ ରେ +2 1st year Arts/Science/Commerce ବିଭାଗ ରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ନିଶ୍ଚୟ ଛାତ୍ରଛାତ୍ରୀମାନେ ପଢନ୍ତୁ l
1 895
⛵ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ, ଚଳିତବର୍ଷ ପାସ୍ ହାର ୮୭.୯୮ ପ୍ରତିଶତ⛵
ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ଚଳିତବର୍ଷ ମୋଟ ପାସ୍ ହାର ୮୭.୯୮ ପ୍ରତିଶତ ରହିଛି । ଝିଅଙ୍କ ପାସହାର ୯୧.୫୨ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୮୫.୧୨ ରହିଛି । ଛାତ୍ରଛାତ୍ରୀ ଓ ଅଭିଭାବକମାନେ results.cbse.nic.in, cbse.gov.in କିମ୍ବା cbseresults.nic.in ୱେବ୍ସାଇଟ୍ରୁ ରେଜଲ୍ଟ ଦେଖିପାରିବେ । ଏଥିସହ UMANG ଆପ୍, digilocker.gov.in, ପାରିକ୍ସା ସଙ୍ଗମ୍ ପୋର୍ଟାଲ୍ ଏବଂ SMS ସୁବିଧା ମାଧ୍ୟମରେରେ ମଧ୍ୟ ରେଜଲ୍ଟ ଉପଲ୍ଲବ୍ଧ ହୋଇଛି।
