uz
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

Kanalga Telegram’da o‘tish
1 639
Obunachilar
Ma'lumot yo'q24 soatlar
-47 kunlar
-2630 kunlar
Postlar arxiv
🙏🏻🌹GANDHI🌹🙏🏻 ଗାନ୍ଧୀ ତାଙ୍କର ପୁରା ନାମ ମହୋନ ଦାସ କରମ ଚାନ୍ଦ ଗାନ୍ଧୀ ❤️        ଗାନ୍ଧୀ ସିଏ ଯିଏ ପ୍ରଥମେ                ଅହିଂସା ର ସ୍ୱର ଉଠାଇ ଥିଲେ🕺      ଗାନ୍ଧୀ ସିଏ ଯିଏ ପ୍ରଥମେ              ତାଙ୍କ ସ୍ତ୍ରୀ ପାଇଁ ନିଯେ ଲୁଣ ଖାଇବା ଛାଡ଼ି ପ୍ରମାଣ ଦେଖେଇ ଥିଲେ 👭 ଗାନ୍ଧୀ ସିଏ ଯିଏ        ତାଙ୍କୁ ଚଳନ୍ତା ଟ୍ରେନ ରୁ ଠେଲି ଦେଲା ପରେ ଵୀ, ନିଜକୁ କଳା ବୁଲି ଭାବି ମନ କଷ୍ଟ କରିନଥିଲେ କୀ ନିଜକୁ ଛୋଟ ମନେ କରିନଥିଲେ 👍🏻 ଗାନ୍ଧୀ ସିଏ ଯିଏ          ଭାରତ ର ଯେତେ ଵୀ କାଗଜ ନୋଟ ସବୁଥିରେ ତାଙ୍କ ଫୋଟୋ ଥାଏ ❤️ ଗାନ୍ଧୀ ସିଏ ଯିଏ           ପ୍ରଥମେ ନିଜ ଗ୍ରାମରୁ ସଫେଇ କାର୍ଯ୍ୟ ଆରମ୍ଭ କରି ସହର ଯାଏଁ ନେଇଯାଇଥିଲେ. ଗାନ୍ଧୀ ସିଏ    ଏ ଦେଶ ପାଇଁ ଯାତି ପାଇଁ ନିଜ ଜୀବନକୁ ଉସର୍ଗି କୃତ କରିଦେଇଥିଲେ 🌹 ଗାନ୍ଧୀ ସିଏ ଯିଏ       ଲବଣ ସତ୍ୟ ଗ୍ରହ ଠାରୁ ଆରମ୍ଭ କରି, ଅସହଯୋଗ ଆନ୍ଦୋଳନ ପର୍ଯ୍ୟନ୍ତ ପ୍ରତ୍ୟକ କ୍ଷେତ୍ରରେ ତାଙ୍କ ହାତ ଥିଲା 🥰 ଗାନ୍ଧୀ ସିଏ ଯିଏ       ନାଥୁରାମ ଗଡ଼ସେ ଗୋଳି ମାରିଲା ବେଳେ,ହସି ହସି ହେ ରାମ କହି ଚାଲି ଯାଇଥିଲେ 😭 ଗାନ୍ଧୀ ସିଏ ଯିଏ ତାଙ୍କରି ଜୟନ୍ତୀ ଆମକୁ ପ୍ରେରଣା ଦିଏ    ଆମେ କଣ କରିପାରିବା ଦେଶ ପାଇଁ🇮🇳      ହେ ଗାନ୍ଧୀ ତୁମେ ମହାନ    ତୁମ ପାଦ ତଳେ ମୋର କୋଟି କୋଟି ପ୍ରଣାମ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

Sorry pila ମାନେ ମୁଁ out of station re thili 7.30 pm ରେ cls kari parili ni emiti ki janeibi parili nahi karana network nahi mu jauthi jaithili ତ finally ଆମର program ଆଜି ଅର୍ଥାତ୍ 02.10.22 5 PM ରେ ଆରମ୍ଭ ହବ ସବୁ join କରିବ

Kn pila mane join karuna are voice chat re join kara କଥା ହେବା