uz
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

Kanalga Telegram’da o‘tish
1 639
Obunachilar
Ma'lumot yo'q24 soatlar
-47 kunlar
-2630 kunlar
Postlar arxiv
ଯେଉଁ ମାନଙ୍କର ବି scholarship ବିଷୟରେ ଜାଣିବାର ଅଛି ଅଥବା ଆବେଦନ କରିବାର ଅଛି ସେମାନେ ଆମ ସହ ଯୋଗାଯୋଗ କରିବେ ଆମେ ଆବେଦନ କରିବାରେ ମଧ୍ୟ ସହଯୋଗ କରିଦେବୁ । LAST DATE -31 OCTOBER 2022 ଆବଶ୍ଯକୀୟ Documents 1) ଆଧାର କାର୍ଡ ( ମୋବାଇଲ ନମ୍ବର ଲିଙ୍କ ଥିବା ଆବଶ୍ଯକ) 2)ପାସବୁକର ପ୍ରଥମ ପୃଷ୍ଠା 3) ମୋବାଇଲ୍ ନମ୍ବର 4) mail id 5) 10th certificate & marksheet 6) +2 certificate & mark sheet 7)+3 certificate & marksheet 8) income certificate (recent 2022) 9) caste certificate 10) admission Date/readmission date 11)passport photo-(one) 12)Residential Address with pin code 13)grade card required( if 1st year completed) (General category ପିଲାମାନେ EBC certificate ବାହାର୍ କଲେ ଆବେଦନ କରି ପାରିବେ )

ସବୁ ଦେଖିବ ଆଉ like share କରି ଦବ ପିଲା ମାନେ ଆଉ hn sabu scholarship pain kn kn darkar ତାହା ready କରିବ

ଏବେ OBC/SEBC &EBC ପିଲା ମଧ୍ୟ SCHOLARSHIP ଆବେଦନ କରି ପାରିବେ ।

Work on process kahiba ଯଦି ହେଇଯିବ banner ତିଆରି ସଙ୍ଗେ ସଙ୍ଗେ ଏଇନେ

Welcome ceremony କରିବା କି ପିଲା ମାନେ ?
Anonymous voting