1 639
订阅者
无数据24 小时
-47 天
-2630 天
帖子存档
🙏🏻🌹GANDHI🌹🙏🏻
ଗାନ୍ଧୀ ତାଙ୍କର ପୁରା ନାମ ମହୋନ ଦାସ କରମ ଚାନ୍ଦ ଗାନ୍ଧୀ ❤️
ଗାନ୍ଧୀ ସିଏ ଯିଏ ପ୍ରଥମେ
ଅହିଂସା ର ସ୍ୱର ଉଠାଇ ଥିଲେ🕺
ଗାନ୍ଧୀ ସିଏ ଯିଏ ପ୍ରଥମେ
ତାଙ୍କ ସ୍ତ୍ରୀ ପାଇଁ ନିଯେ ଲୁଣ ଖାଇବା ଛାଡ଼ି ପ୍ରମାଣ ଦେଖେଇ ଥିଲେ 👭
ଗାନ୍ଧୀ ସିଏ ଯିଏ
ତାଙ୍କୁ ଚଳନ୍ତା ଟ୍ରେନ ରୁ ଠେଲି ଦେଲା ପରେ ଵୀ, ନିଜକୁ କଳା ବୁଲି ଭାବି ମନ କଷ୍ଟ କରିନଥିଲେ କୀ ନିଜକୁ ଛୋଟ ମନେ କରିନଥିଲେ 👍🏻
ଗାନ୍ଧୀ ସିଏ ଯିଏ
ଭାରତ ର ଯେତେ ଵୀ କାଗଜ ନୋଟ ସବୁଥିରେ ତାଙ୍କ ଫୋଟୋ ଥାଏ ❤️
ଗାନ୍ଧୀ ସିଏ ଯିଏ
ପ୍ରଥମେ ନିଜ ଗ୍ରାମରୁ ସଫେଇ କାର୍ଯ୍ୟ ଆରମ୍ଭ କରି ସହର ଯାଏଁ ନେଇଯାଇଥିଲେ.
ଗାନ୍ଧୀ ସିଏ
ଏ ଦେଶ ପାଇଁ ଯାତି ପାଇଁ ନିଜ ଜୀବନକୁ ଉସର୍ଗି କୃତ କରିଦେଇଥିଲେ 🌹
ଗାନ୍ଧୀ ସିଏ ଯିଏ
ଲବଣ ସତ୍ୟ ଗ୍ରହ ଠାରୁ ଆରମ୍ଭ କରି, ଅସହଯୋଗ ଆନ୍ଦୋଳନ ପର୍ଯ୍ୟନ୍ତ ପ୍ରତ୍ୟକ କ୍ଷେତ୍ରରେ ତାଙ୍କ ହାତ ଥିଲା 🥰
ଗାନ୍ଧୀ ସିଏ ଯିଏ
ନାଥୁରାମ ଗଡ଼ସେ ଗୋଳି ମାରିଲା ବେଳେ,ହସି ହସି ହେ ରାମ କହି ଚାଲି ଯାଇଥିଲେ 😭
ଗାନ୍ଧୀ ସିଏ ଯିଏ
ତାଙ୍କରି ଜୟନ୍ତୀ ଆମକୁ ପ୍ରେରଣା ଦିଏ
ଆମେ କଣ କରିପାରିବା ଦେଶ ପାଇଁ🇮🇳
ହେ ଗାନ୍ଧୀ ତୁମେ ମହାନ
ତୁମ ପାଦ ତଳେ ମୋର କୋଟି କୋଟି ପ୍ରଣାମ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Sorry pila ମାନେ ମୁଁ out of station re thili 7.30 pm ରେ cls kari parili ni emiti ki janeibi parili nahi karana network nahi mu jauthi jaithili
ତ finally ଆମର program ଆଜି ଅର୍ଥାତ୍ 02.10.22 5 PM ରେ ଆରମ୍ଭ ହବ ସବୁ join କରିବ
Kn pila mane join karuna are voice chat re join kara କଥା ହେବା
现已上线!2025 年 Telegram 研究 — 年度关键洞察 
