uk
Feedback

Не попадись на ботовода! Telemetrio знаходить і позначає такі канали мітками 👉 Хочеш бачити мітку, оформляй підписку

10th Class Study

10th Class Study

Відкрити в Telegram

👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏

Показати більше
3 841
Підписники
Немає даних24 години
-127 днів
-7030 днів
Архів дописів
07.04.2024                         Practice Test Question Subject:- physical Science(SCP)                       Full Mark - 05 1.ରାସାୟନିକ ସମୀକରଣ ପାଇଁ ବ୍ୟବହୃତ     ଶବ୍ଦ ସମୀକରଣ ର ଦକ୍ଷିଣ ପାର୍ଶ୍ୱ ରେ କଣ    ଲେଖାଯାଏ ? 2. ସଂଶ୍ଳେଷଣ ର ବିପରୀତ ପ୍ରତିକ୍ରିୟା କଣ ? 3.ଆମ ଶରୀର ରେ ଖାଦ୍ୟ ପାରିପାକ    ସମୟରେ କେଉଁ ପ୍ରକାର ପ୍ରତିକ୍ରିୟା    ଘଟିଥାଏ ? 4.  କେଉଁ କାରଣ ହେତୁ ମଟରଗାଡି, ପୋଲ,       ଲୁହାବାଡ଼ ପରି ଧାତୁ ନିର୍ମିତ ବସ୍ତୁ କ୍ଷୟ       ଘଟିଥାଏ ? 5. କାନ୍ଥ ରେ ଚୂନର ପ୍ରଲେପ ଦେଲେ କେଉଁ    ଯୌଗିକ ସୃଷ୍ଟି ହୁଏ ?
07 квіт 2024, 12:01

07.04.2024 Practice Test Question Subject:- History (SSH) Full Mark - 05 1. ମହାତ୍ମା ଗାନ୍ଧୀ କେବେ ଦକ୍ଷିଣ ଆଫ୍ରିକା ରୁ ଭାରତ କୁ ପ୍ରତ୍ୟାବର୍ତ୍ତନ କରିଥିଲେ ? 2. ଗାନ୍ଧୀଙ୍କ ରାଜନୈତିକ ଗୁରୁ କିଏ ଥିଲେ ? 3. ଗାନ୍ଧିଜୀ କୁ ଇଂରେଜ ସରକାର କେଉଁ ଉପାଧି ପ୍ରଦାନ କରିଥିଲେ ଯାହାକୁ ଜାଳିୱାନାବାଗ ହତ୍ୟାକାଣ୍ଡ ପରେ ଫେରସ୍ତ ଗାନ୍ଧୀଜୀ କରିଥିଲେ ? 4. ଜେନେରାଲ ଡାୟାର କିଏ ଥିଲେ ?
07 квіт 2024, 12:01

07.04.2024 Practice Test Question Subject:- MIL ( odia) Full Mark - 05 1. "ବନ୍ଦେ ଉତ୍କଳ ଜନନୀ" କୁ କେବେ ଓଡିଶା ସରକାର ରାଜ୍ୟ ସଂଗୀତ ମାନ୍ୟତା ଦେଇଥିଲେ ? 2. ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କୁ କେଉଁ କବି ଆଖ୍ୟା ଦିଆଯାଇଛି ? 3.ଓଡିଶା ରାଜ୍ୟ ସଂଗୀତ ଗାନ କରିବାର ଅବଧି କେତେ ସମୟ ଅଟେ ? 4. ଓଡିଶା ର ଅନ୍ୟ ତିନିଟି ଅନ୍ୟ ନାମ ଲେଖ ? 5."ତାଳ ତମାଳ" କାହାକୁ ବୁଝାଏ ?
07 квіт 2024, 12:01

2024 AHSC Examination ଦେଇଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ..
2024 AHSC Examination ଦେଇଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ..
07 квіт 2024, 12:01

ଆଜି ରାତି 12:30 ରୁ 3:30 ମଧ୍ୟରେ, ମୋବାଇଲ୍ ଫୋନ୍, ଲାପଟପ୍ ଇତ୍ୟାଦି ବନ୍ଦ କରିବାକୁ ନିଶ୍ଚିତ କରନ୍ତୁ ଏବଂ ଏହାକୁ ଆପଣଙ୍କ ଶରୀରଠାରୁ ଦୂରରେ ରଖନ୍ତୁ | ଟିଭି ସିଙ୍ଗାପୁର ଏହି ଖବର ଭାଙ୍ଗିଛି। ଦୟାକରି ଆପଣଙ୍କର ପରିବାର ଏବଂ ସାଙ୍ଗମାନଙ୍କୁ ଜଣାନ୍ତୁ | ଆଜି ରାତି 12:30 ରୁ 3:30 ମଧ୍ୟରେ ଆମ ପୃଥିବୀ ସର୍ବାଧିକ ବିକିରଣର ସମ୍ମୁଖୀନ ହେବ | ପୃଥିବୀ ନିକଟରେ ବ୍ରହ୍ମାଣ୍ଡ ଆଲୋକ ରଶ୍ମି ଅତିକ୍ରମ କରିବ | ତେଣୁ ଆପଣଙ୍କର ଫୋନ୍ ଇତ୍ୟାଦି ବନ୍ଦ କରନ୍ତୁ ଏବଂ ଏହାକୁ ଆପଣଙ୍କ ଶରୀରରୁ ଦୂରରେ ରଖନ୍ତୁ, କାରଣ ଏହା ଆମକୁ ବିକିରଣର କ୍ଷତିକାରକ ପ୍ରଭାବ ପକାଇବ | ଆପଣ ଏହାକୁ ଗୁଗୁଲ୍ ଏବଂ ନାସା ଏବଂ ବିବିସି ସମ୍ବାଦରେ ଦେଖିପାରିବେ | ଏହି ବାର୍ତ୍ତା ଅନ୍ୟ ଲୋକଙ୍କ ସହିତ ଅଂଶୀଦାର କରନ୍ତୁ ଆପଣ ଏହା କରି ଅନେକ ଜୀବନ ରକ୍ଷା କରିପାରିବେ | ଉପଯୋଗୀ ଆଶା |
07 квіт 2024, 11:54
07 квіт 2024, ~12:13

Our New Telegram Channel Only for 9th Class students All Important PDF available
07 квіт 2024, 03:48

07 квіт 2024, 03:48

+4
ଭାରତଛାଡ଼ ଆନ୍ଦୋଳନ ଓ ଏଥିରେ ଓଡିଶା ର ଭୂମିକା
07 квіт 2024, 03:40

DOC-20240221-WA0016 (2)
07 квіт 2024, 03:25

DOC-20240225-WA0054
07 квіт 2024, 03:25

MM_CLASSES_360_ରାସାୟନିକ_ପ୍ରତିକ୍ରିୟା_ଓ_ରାସାୟନିକ_ସମୀକରଣ.pdf
07 квіт 2024, 03:25

DocScanner 23 Mar 2024 7-14 am.pdf
07 квіт 2024, 03:25

ପୋଷଣ Class - 3 & 4.pdf
07 квіт 2024, 03:25

ପୋଷଣ (Class - 1&2).pdf
07 квіт 2024, 03:25

5_6327966636515002443.pdf
07 квіт 2024, 03:25

5_6327966636515002442.pdf
07 квіт 2024, 03:25

5_6327966636515002441.pdf
07 квіт 2024, 03:25

Types of sentences_230728_200724.pdf
07 квіт 2024, 03:25

Types of sentences(chapter 2)- English grammer 10th class..pdf
07 квіт 2024, 03:25

One app for all your Word, Excel, PowerPoint and PDF needs. Get the Microsoft 365 app: https://aka.ms/GetM365
07 квіт 2024, 03:25