10th Class Study
Открыть в Telegram
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
Больше3 841
Подписчики
Нет данных24 часа
-127 дней
-7030 дней
Архив постов
3 841
07.04.2024
Practice Test Question
Subject:- physical Science(SCP)
Full Mark - 05
1.ରାସାୟନିକ ସମୀକରଣ ପାଇଁ ବ୍ୟବହୃତ
ଶବ୍ଦ ସମୀକରଣ ର ଦକ୍ଷିଣ ପାର୍ଶ୍ୱ ରେ କଣ
ଲେଖାଯାଏ ?
2. ସଂଶ୍ଳେଷଣ ର ବିପରୀତ ପ୍ରତିକ୍ରିୟା କଣ ?
3.ଆମ ଶରୀର ରେ ଖାଦ୍ୟ ପାରିପାକ
ସମୟରେ କେଉଁ ପ୍ରକାର ପ୍ରତିକ୍ରିୟା
ଘଟିଥାଏ ?
4. କେଉଁ କାରଣ ହେତୁ ମଟରଗାଡି, ପୋଲ,
ଲୁହାବାଡ଼ ପରି ଧାତୁ ନିର୍ମିତ ବସ୍ତୁ କ୍ଷୟ
ଘଟିଥାଏ ?
5. କାନ୍ଥ ରେ ଚୂନର ପ୍ରଲେପ ଦେଲେ କେଉଁ
ଯୌଗିକ ସୃଷ୍ଟି ହୁଏ ?
07 апр. 2024, 12:01
3 841
07.04.2024
Practice Test Question
Subject:- History (SSH)
Full Mark - 05
1. ମହାତ୍ମା ଗାନ୍ଧୀ କେବେ ଦକ୍ଷିଣ ଆଫ୍ରିକା ରୁ
ଭାରତ କୁ ପ୍ରତ୍ୟାବର୍ତ୍ତନ କରିଥିଲେ ?
2. ଗାନ୍ଧୀଙ୍କ ରାଜନୈତିକ ଗୁରୁ କିଏ ଥିଲେ ?
3. ଗାନ୍ଧିଜୀ କୁ ଇଂରେଜ ସରକାର କେଉଁ
ଉପାଧି ପ୍ରଦାନ କରିଥିଲେ ଯାହାକୁ
ଜାଳିୱାନାବାଗ ହତ୍ୟାକାଣ୍ଡ ପରେ ଫେରସ୍ତ
ଗାନ୍ଧୀଜୀ କରିଥିଲେ ?
4. ଜେନେରାଲ ଡାୟାର କିଏ ଥିଲେ ?
07 апр. 2024, 12:01
3 841
07.04.2024
Practice Test Question
Subject:- MIL ( odia)
Full Mark - 05
1. "ବନ୍ଦେ ଉତ୍କଳ ଜନନୀ" କୁ
କେବେ ଓଡିଶା ସରକାର ରାଜ୍ୟ
ସଂଗୀତ ମାନ୍ୟତା ଦେଇଥିଲେ ?
2. ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କୁ କେଉଁ
କବି ଆଖ୍ୟା ଦିଆଯାଇଛି ?
3.ଓଡିଶା ରାଜ୍ୟ ସଂଗୀତ ଗାନ
କରିବାର ଅବଧି କେତେ ସମୟ
ଅଟେ ?
4. ଓଡିଶା ର ଅନ୍ୟ ତିନିଟି ଅନ୍ୟ
ନାମ ଲେଖ ?
5."ତାଳ ତମାଳ" କାହାକୁ ବୁଝାଏ ?
07 апр. 2024, 12:01
3 841
ଆଜି ରାତି 12:30 ରୁ 3:30 ମଧ୍ୟରେ, ମୋବାଇଲ୍ ଫୋନ୍, ଲାପଟପ୍ ଇତ୍ୟାଦି ବନ୍ଦ କରିବାକୁ ନିଶ୍ଚିତ କରନ୍ତୁ ଏବଂ ଏହାକୁ ଆପଣଙ୍କ ଶରୀରଠାରୁ ଦୂରରେ ରଖନ୍ତୁ | ଟିଭି ସିଙ୍ଗାପୁର ଏହି ଖବର ଭାଙ୍ଗିଛି। ଦୟାକରି ଆପଣଙ୍କର ପରିବାର ଏବଂ ସାଙ୍ଗମାନଙ୍କୁ ଜଣାନ୍ତୁ | ଆଜି ରାତି 12:30 ରୁ 3:30 ମଧ୍ୟରେ ଆମ ପୃଥିବୀ ସର୍ବାଧିକ ବିକିରଣର ସମ୍ମୁଖୀନ ହେବ | ପୃଥିବୀ ନିକଟରେ ବ୍ରହ୍ମାଣ୍ଡ ଆଲୋକ ରଶ୍ମି ଅତିକ୍ରମ କରିବ | ତେଣୁ ଆପଣଙ୍କର ଫୋନ୍ ଇତ୍ୟାଦି ବନ୍ଦ କରନ୍ତୁ ଏବଂ ଏହାକୁ ଆପଣଙ୍କ ଶରୀରରୁ ଦୂରରେ ରଖନ୍ତୁ, କାରଣ ଏହା ଆମକୁ ବିକିରଣର କ୍ଷତିକାରକ ପ୍ରଭାବ ପକାଇବ | ଆପଣ ଏହାକୁ ଗୁଗୁଲ୍ ଏବଂ ନାସା ଏବଂ ବିବିସି ସମ୍ବାଦରେ ଦେଖିପାରିବେ | ଏହି ବାର୍ତ୍ତା ଅନ୍ୟ ଲୋକଙ୍କ ସହିତ ଅଂଶୀଦାର କରନ୍ତୁ ଆପଣ ଏହା କରି ଅନେକ ଜୀବନ ରକ୍ଷା କରିପାରିବେ | ଉପଯୋଗୀ ଆଶା |
07 апр. 2024, 11:54
07 апр. 2024, ~12:13
3 841
Our New Telegram Channel
Only for 9th Class students
All Important PDF available
07 апр. 2024, 03:48
3 841
Types of sentences(chapter 2)- English grammer 10th class..pdf
07 апр. 2024, 03:25
3 841
One app for all your Word, Excel, PowerPoint and PDF needs. Get the Microsoft 365 app: https://aka.ms/GetM365
07 апр. 2024, 03:25
