uk
Feedback

Не попадись на ботовода! Telemetrio знаходить і позначає такі канали мітками 👉 Хочеш бачити мітку, оформляй підписку

10th Class Study

10th Class Study

Відкрити в Telegram

👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏

Показати більше
3 841
Підписники
Немає даних24 години
-127 днів
-7030 днів
Архів дописів
09.04.2024                         Practice Test Question Subject:- Geography (SSG) Topic:- ସମ୍ବଳ ଓ ତାହାର ବିକାଶ                     Full Mark- 15 1. ଅଜୈବ ସମ୍ବଳ ର ଗୋଟିଏ ଉଦାହରଣ ଦିଅ l 2. ସମ୍ବଳ ର କେତୋଟି ବିଶେଷତ୍ବ ଅଛି  ? 3. ବଣ୍ଟନ ଅନୁସାରେ ସମ୍ବଳ କେତେ ପ୍ରକାର ? 4. 12 ନଟିକାଲ ମାଇଲ = କେତେ କିମି ? 5. ଭରଣ ଅନୁସାରେ ସମ୍ବଳ କୁ କେଉଁ ଦୁଇ ଭାଗରେ ବିଭକ୍ତ କରାଯାଇଛି ? 6. ସମୁଦ୍ର ତଳେ ଥିବା ଖଣିଜ ପଦାର୍ଥ କି ପ୍ରକାର ସମ୍ବଳ ଅନ୍ତର୍ଗତ ଅଟେ  ? 7. ସୌରଶକ୍ତି କି ଆମେ କି ପ୍ରକାର ସମ୍ବଳ କହିବା ? 8. ଆନ୍ତର୍ଜାତିକ ସମ୍ବଳ ରେ କାହାର ଅଧିକାର ଥାଏ ? 9. ମାଲିକାନା ଅନୁସାରେ ଖେଳପଡିଆ କି ପ୍ରକାର ସମ୍ବଳ ଅଟେ ? 10. ସଂରକ୍ଷିତ ସମ୍ବଳ ର ଗୋଟିଏ ଉଦାହରଣ ଦିଅ l 11. IUCN ବନ୍ୟଜନ୍ତୁ ସଂରକ୍ଷଣ ଯୋଜନା ମାଧ୍ୟମ ରେ କେତୋଟି ଜାତିର ସଂଖ୍ୟା ପ୍ରତି ଦୃଷ୍ଟି ଦେଇ ଆସିଛି ? 12. ରିଓଡି ଜେନେରିଓ ବୈଠକ କେବେ ଅନୁଷ୍ଠିତ ହୋଇଥିଲା  ? 13. ଭାରତ ମହାସାଗର ର କେଉଁ ଅଞ୍ଚଳ ରୁ ଭାରତ ମାଙ୍ଗାନିଜ ପିଣ୍ଡ ଉତ୍ତୋଳନ ଅଧିକାର ପାଇଛି ? 14. ଅରଣ୍ୟ କ୍ଷୟ ରୋକିବା ପାଇଁ କେଉଁ ଆଇନ ପ୍ରଣୟନ କରା ଯାଇଛି ? 15.ରାଜନୈତିକ ଅନୁଷ୍ଠାନ କି ପ୍ରକାର ସମ୍ବଳ ର ଉଦାହରଣ ଅଟେ ?
09 квіт 2024, 12:38

ପ୍ରଶ୍ନ ର ଉତ୍ତର ଦିଅ 30 ମିନିଟ ସମୟ l 8.00 ରେ ଭୂଗୋଳ ପ୍ରଶ୍ନ ଗ୍ରୁପ ରେ ଦିଆଯିବ l
09 квіт 2024, 12:38

09.04.2024                         Practice Test Question Subject:- History (SSG) Topic:- ଭାରତୀୟ ଜାତୀୟ ଆନ୍ଦୋଳନ ରେ ଗାନ୍ଧିଜୀ ଆବିର୍ଭାବ                     Full Mark- 15 1. ମହାତ୍ମା ଗାନ୍ଧୀ କେବେ ଇଂଲଣ୍ଡ ରେ ବାରିଷ୍ଟରୀ ସମାପ୍ତ କରି ଭାରତ ଫେରିଥିଲେ ? 2. ଜେନେରାଲ ସ୍ମଟସ କିଏ ଥିଲେ ? 3. ଗାନ୍ଧିଜୀ କାହିଁକି ଇଣ୍ଡିଆନ ଓପିନିଅନ ପତ୍ରିକା ପ୍ରକାଶ କରିଥିଲେ ? 4. 1917 ରେ ଇଂରେଜ ଉପନିବେଶ ପାଇଁ କଣ ବନ୍ଦ ନ କଲେ ଗାନ୍ଧିଜୀ ସତ୍ୟାଗ୍ରହ କରିବାର ଧମକ ଦେଇଥିଲେ ? 5. ରାଜକୁମାର ଶୁକ୍ଳ କିଏ ଥିଲେ ? 6. ନାଟାଲ ଭାରତୀୟ କଂଗ୍ରେସ କେବେ ଗଠିତ ହୋଇଥିଲା ? 7. ଖେଡା ଆନ୍ଦୋଳନ ପରେ କିଏ ଗାନ୍ଧିଜୀ ଙ୍କ ଜଣେ ପ୍ରଧାନ ଅନୁଗାମୀ ହୋଇଥିଲେ ? 8. ଗାନ୍ଧୀଙ୍କ ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ କଣ ଥିଲା ? 9. ପ୍ଲେଗ ବୋନସ କଣ ଥିଲା ? 10. ରାଓଲାତ ଆଇନ କେବେ ଗୃହୀତ ହେଲା ? 11. ନାଇଟ ପଦ ଭାରତ ର କାହାକୁ ଇଂରେଜ ମାନେ ପ୍ରଦାନ କରିଥିଲେ ? 12. ଜାଳିଆନାୱାଳାବାଗ ହତ୍ୟାକାଣ୍ଡ କେବେ ହୋଇଥିଲା ? 13. କାହାର ଅର୍ଥ "ହିନ୍ଦୁ ସ୍ଥାନ ର ସମ୍ରାଟ" ଅଟେ ? 14. ଗାନ୍ଧୀଙ୍କୁ କିଏ ମହାତ୍ମା ଆଖ୍ୟା ଦେଇଥିଲେ ? 15. ଗାନ୍ଧିଜୀ ଦକ୍ଷିଣ ଆଫ୍ରିକା ରେ କେତେ ବର୍ଷ ରହି ଫେରିଥିଲେ ?
09 квіт 2024, 12:38

photo content
+6
09 квіт 2024, 01:20

2024 ରେ ଲୋକସଭା ଓ ବିଧାନ ସଭା ନିର୍ବାଚନ ପାଇଁ duty ପଡ଼ିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ନିମନ୍ତେ ପ୍ରିଜାଇଡିଂ ଅଫିସର ଓ ପୁଲିଂ ଅଫିସର କାର୍ଯ୍ୟ l
09 квіт 2024, 01:20

Experientia Practice Guide book for Class X science.
09 квіт 2024, 01:20

Experientia Practice Guide book for Class IX science.
09 квіт 2024, 01:20

ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟ ସେନା ନୋଟସ
09 квіт 2024, 01:20

ଭାରତ ସ୍ୱାଧୀନତା ଆଇନ ,ଭାରତ ବିଭାଜନ ଓ ସ୍ୱାଧୀନତା
09 квіт 2024, 01:20

+8
ସମୀକରଣ,_ଜ୍ୟାମିତି_ଓ_OMR,_ଅଭ୍ୟାସ_1.pdf2.02 MB
09 квіт 2024, 01:20

+5
ସରଳ ସହସମୀକରଣ Class - 7 QnA.pdf4.94 KB
09 квіт 2024, 01:20

ସରଳ ସହ ସମୀକରଣ :- ପ୍ରଥମ ଅଧ୍ୟାୟ (ବୀଜଗଣିତ )
09 квіт 2024, 01:20

ସୁଭାଷଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟ ସେନା - ଇତିହାସ
08 квіт 2024, 04:59

Repost from N/a
photo content
08 квіт 2024, 03:01

+4
ପାଇକ_ବଧୂର_ଉଦବୋଧନ_ନବମ_ଶ୍ରେଣୀ_.pdf
07 квіт 2024, 20:30

One app for all your Word, Excel, PowerPoint and PDF needs. Get the Microsoft 365 app: https://aka.ms/GetM365
07 квіт 2024, 12:16

ଭାରତ_ସ୍କାଉଟ୍_ଏବଂ_ଗାଇଡ଼_ଗୀତା_ବଳି_1.pdf13.88 MB
07 квіт 2024, 12:01

ଶୁଭ ସନ୍ଧ୍ୟା ଯେଉଁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ସ୍ତରରେ ସ୍କାଉଟ ଓ ଗାଇଡ଼ ବିଭାଗରେ ଅଛନ୍ତି ଆଉ 2024-25 ମସିହା ରେ ହେଉଥିବା ସ୍କାଉଟ ଗାଇଡ଼ ରାଜ୍ୟ ପୁରସ୍କାର ରେ ଭାଗ ନେବାକୁ ଚାହାଁନ୍ତି ସେମାନେ ନିଜ ବିଦ୍ୟାଳୟ ର ସ୍କାଉଟ ସାର କିମ୍ବା ଗାଇଡ଼ କ୍ୟାପଟେନ ଙ୍କ ସହ ଯୋଗାଯୋଗ କରି ରାଜ୍ୟ ପୁରସ୍କାର ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ l ଆମ ଏହି ଗ୍ରୁପ ରେ ଛାତ୍ରଛାତ୍ରୀ ଙ୍କ ପାଇଁ ସବୁ ସ୍କାଉଟ ଗାଇଡ଼ ପୁସ୍ତକ PDF ସବୁ ଦିଆଯିବ l ଆଉ ମୁଖ୍ୟ କଥା ସ୍କାଉଟ/NCC/JRC ରାଜ୍ୟ ପୁରସ୍କାର ପ୍ରାପ୍ତ ଛାତ୍ରଛାତ୍ରୀ ପାଇଁ 5% ବିଭିନ୍ନ ଅନୁଷ୍ଠାନ ରେ ନାମ ଲେଖାରେ ସିଟ ସଂରକ୍ଷଣ ବ୍ୟବସ୍ଥା ଅଛି l ଯେଉଁ ଛାତ୍ରଛାତ୍ରୀ ମାନେ Alreaday ରାଜ୍ୟ ପୁରସ୍କାର ଦେଇ ପାସ ହୋଇଛନ୍ତି ସେମାନେ ଯଦି ଚାହାଁନ୍ତି ତେବେ ରାଷ୍ଟ୍ରପତି ପୁରସ୍କାର ସ୍କାଉଟ ଆଉ ଗାଇଡ଼ ପରୀକ୍ଷା ପାଇଁ ମଧ୍ୟ ଟିପ୍ସ ସହ ଅଭ୍ୟାସ ପାଇଁ PDF ପ୍ରଶ୍ନ ପତ୍ର ସ୍କାଉଟ୍ସ ଆଉ ଗାଇଡ଼ ସମ୍ପର୍କିତ ସେଣ୍ଡ କରିଦିଆଯିବ l
07 квіт 2024, 12:01

07.04.2024                         Practice Test Question Subject:- Geography (SSG)                       Full Mark - 05 ବିଷୟ :- ଭୂ ସମ୍ବଳ 1.ବଙ୍ଗୋପସାଗର ଭାରତ ର କେଉଁ ଦିଗରେ ଅବସ୍ଥିତ ? 2. ଭାରତର ପଡୋଶୀ ଦେଶ ମାନଙ୍କ ନାମ ଲେଖ ? 3. ଭାରତ ର କେଉଁ କେଉଁ ରାଜ୍ୟ ସମୁଦ୍ର ସୀମା ରେଖାକୁ ଲାଗି ରହିଛି ? 4. ଭାରତ ର ଉତ୍ତର ଦକ୍ଷିଣ ବିସ୍ତୃତି କେତେ କି.ମି ? 5. କନ୍ୟାକୁମାରୀ ଠାରେ ଭାରତର କେଉଁ ତିନି ଜଳଭାଗ ମିଳିତ ହୋଇଛି ?
07 квіт 2024, 12:01

07.04.2024                         Practice Test Question Subject:- Life Science(SCL)                       Full Mark - 05 1.ଆମର ପାକତନ୍ତ୍ର କାହାକୁ ନେଇ ଗଠିତ ? 2.ପ୍ରଥମ ଆଲୋକ ପ୍ରତିକ୍ରିୟା କେନ୍ଦ୍ର ର ନାମ କଣ ? 3. ଅନ୍ଧକାର ପ୍ରକ୍ରିୟା କୁ କେଉଁ ଚକ୍ର କୁହାଯାଏ ? 4.ଉକୁଣୀ କେଉଁ ପ୍ରକାର ପୋଷଣ ର ଉଦାହରଣ ଅଟେ ? 5. ଅନ୍ୟ ପ୍ରାଣୀ ବା ପ୍ରାଣୀଜ ପଦାର୍ଥ କୁ ଭକ୍ଷଣ କରୁଥିବା ପ୍ରାଣୀଙ୍କୁ କଣ କୁହାଯାଏ ?
07 квіт 2024, 12:01