CAREER STUDY CLASSES 📘📚📝
Відкрити в Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Показати більше673
Підписники
Немає даних24 години
-47 днів
-4030 днів
Архів дописів
+1
ଓଡ଼ିଶା ଭାସ୍କରରେ ବ୍ଲକ ସ୍ତରୀୟ ପ୍ରତିନିଧି ଆବଶ୍ୟକ | ଇଚ୍ଛୁକ ପ୍ରାର୍ଥୀ ମାନେ ନିମ୍ନରେ ଦିଆଯାଇଥିବା ଇ-ମେଲରେ ଯୋଗାଯୋଗ କରନ୍ତୁ |
🌸ଆସନ୍ତା ୧୮ରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା: ୧୨ରୁ ପଠାଯିବ ପ୍ରଶ୍ନପତ୍ର🌸
ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ୧୮ ତାରିଖ ଠାରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ +୨ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆସନ୍ତା ୧୨ ତାରିଖରୁ ପରୀକ୍ଷା ପରିଚାଳନା ହବ୍କୁ ପଠାଯିବ ପ୍ରଶ୍ନପତ୍ର। ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ମୋଟ ୨୦୫ଟି ହବରେ ପ୍ରଶ୍ନପତ୍ର ରଖାଯିବ। ପରୀକ୍ଷା ଦିନ ହବ୍ରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ଅନ୍ୟପକ୍ଷରେ ଚଳିତ ବର୍ଷ ପରିଷଦ କାର୍ଯ୍ୟାଳୟରେ ୫ ଶହ ଶିକ୍ଷାନୁଷ୍ଠାନର ସିଧା ପ୍ରସାରଣ ସିସିଟିଭି ମାଧ୍ୟମରେ ପରିଷଦ କାର୍ଯ୍ୟାଳୟରେ ଯାଞ୍ଚ କରାଯିବ। ଏଥିପାଇଁ ୪ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ଅନ୍ୟପକ୍ଷରେ ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ଫଳ ଘୋଷଣା କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।
✅ ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି ନେଇ CHSEର ସୂଚନା
-୧୨୭୬ ସେଣ୍ଟରରେ ପରୀକ୍ଷା ଦେବେ ୩,୯୩,୬୧୮ ପରୀକ୍ଷାର୍ଥୀ
-ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ତାରିଖ ଯାଏଁ ହେବ +2 ପରୀକ୍ଷା
-ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ହୋଇଛି
🟪ଫେବୃୟାରୀ ୧୮ରୁ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା
-ଆସନ୍ତାକାଲି ବସିବ ପରୀକ୍ଷା ପ୍ରସ୍ତୁତି ବୈଠକ
-ଦିନ ୧୦ଟାରେ ମୁଖ୍ୟ ଶାସନ ସଚିବ କରିବେ ସମୀକ୍ଷା
-ଫେବୃୟାରୀ ୧୮ ରୁ ମାର୍ଚ୍ଚ ୨୭ ଯାଏଁ ଚାଲିବ ପରୀକ୍ଷା
-ସବୁ ଜିଲ୍ଲାପାଳଙ୍କୁ ସିଏଚଏସଇ ଅଧ୍ୟକ୍ଷ ଲେଖିଲେ ଚିଠି
🎯 Animal tissues are groups of cells that work together to perform specific functions in the body. There are four basic types of animal tissue:
🔹 Epithelial tissue: Covers and lines body parts, such as the skin, ducts, and tubes
🔹 Connective tissue: Supports and binds together other tissues, such as bone, blood, and lymph
🔹 Muscle tissue: Contains contractile proteins that allow muscles to contract and relax, which enables movement
🔹 Nervous tissue: Includes the brain and spinal cord, which are made up of glial cells and neurons
