es
Feedback

¡No caigas en manos de tramposos! Telemetrio encuentra y marca estos canales 👉 Si quieres ver la etiqueta, suscríbete 👈

CAREER STUDY CLASSES 📘📚📝

CAREER STUDY CLASSES 📘📚📝

Ir al canal en Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Mostrar más
673
Suscriptores
Sin datos24 horas
-47 días
-4030 días
Archivo de publicaciones
ଓଡ଼ିଶା ଭାସ୍କରରେ ବ୍ଲକ ସ୍ତରୀୟ ପ୍ରତିନିଧି ଆବଶ୍ୟକ | ଇଚ୍ଛୁକ ପ୍ରାର୍ଥୀ ମାନେ ନିମ୍ନରେ ଦିଆଯାଇଥିବା ଇ-ମେଲରେ ଯୋଗାଯୋଗ କରନ୍ତୁ |
+1
ଓଡ଼ିଶା ଭାସ୍କରରେ ବ୍ଲକ ସ୍ତରୀୟ ପ୍ରତିନିଧି ଆବଶ୍ୟକ | ଇଚ୍ଛୁକ ପ୍ରାର୍ଥୀ ମାନେ ନିମ୍ନରେ ଦିଆଯାଇଥିବା ଇ-ମେଲରେ ଯୋଗାଯୋଗ କରନ୍ତୁ |

🌸ଆସନ୍ତା ୧୮ରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା: ୧୨ରୁ ପଠାଯିବ ପ୍ରଶ୍ନପତ୍ର🌸 ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ୧୮ ତାରିଖ ଠାରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ +୨ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆସନ୍ତା ୧୨ ତାରିଖରୁ ପରୀକ୍ଷା ପରିଚାଳନା ହବ୍‌କୁ ପଠାଯିବ ପ୍ରଶ୍ନପତ୍ର। ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ମୋଟ ୨୦୫ଟି ହବରେ ପ୍ରଶ୍ନପତ୍ର ରଖାଯିବ। ପରୀକ୍ଷା ଦିନ ହବ୍‌ରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ଅନ୍ୟପକ୍ଷରେ ଚଳିତ ବର୍ଷ ପରିଷଦ କାର୍ଯ୍ୟାଳୟରେ ୫ ଶହ ଶିକ୍ଷାନୁଷ୍ଠାନର ସିଧା ପ୍ରସାରଣ ସିସିଟିଭି ମାଧ୍ୟମରେ ପରିଷଦ କାର୍ଯ୍ୟାଳୟରେ ଯାଞ୍ଚ କରାଯିବ। ଏଥିପାଇଁ ୪ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ଅନ୍ୟପକ୍ଷରେ ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ଫଳ ଘୋଷଣା କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ଶିକ୍ଷା ସମ୍ବାଦ ଗଣିତ 05-02-2025

ସମାଜ ମାଟ୍ରିକ ମନ୍ତ୍ର Eng._05-02-2025

ପ୍ରମେୟ ମାଟ୍ରିକ୍ ଗାଇଡ୍ ହିନ୍ଦୀ ସଂସ୍କୃତ_05-02-2025

ମାର୍ଚ୍ଚ ୧୫ ସୁଦ୍ଧା ମାଗଣା ବହି
ମାର୍ଚ୍ଚ ୧୫ ସୁଦ୍ଧା ମାଗଣା ବହି

ଆଉ ପରୀକ୍ଷା ପ୍ରଶ୍ନ ଲିକ୍ କଲେ.....
ଆଉ ପରୀକ୍ଷା ପ୍ରଶ୍ନ ଲିକ୍ କଲେ.....

Hello my dear students

✅ ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି ନେଇ CHSEର ସୂଚନା -୧୨୭୬ ସେଣ୍ଟରରେ ପରୀକ୍ଷା ଦେବେ ୩,୯୩,୬୧୮ ପରୀକ୍ଷାର୍ଥୀ -ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ତାରିଖ ଯାଏଁ ହେବ +2 ପରୀକ୍ଷା -ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ହୋଇଛି

+2
ଶିକ୍ଷା ସମ୍ବାଦ Eng. 04-02-2025

🟪ଫେବୃୟାରୀ ୧୮ରୁ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା -ଆସନ୍ତାକାଲି ବସିବ ପରୀକ୍ଷା ପ୍ରସ୍ତୁତି ବୈଠକ -ଦିନ ୧୦ଟାରେ ମୁଖ୍ୟ ଶାସନ ସଚିବ କରିବେ ସମୀକ୍ଷା -ଫେବୃୟାରୀ ୧୮ ରୁ ମାର୍ଚ୍ଚ ୨୭ ଯାଏଁ ଚାଲିବ ପରୀକ୍ଷା -ସବୁ ଜିଲ୍ଲାପାଳଙ୍କୁ ସିଏଚଏସଇ ଅଧ୍ୟକ୍ଷ ଲେଖିଲେ ଚିଠି

କିଛି ହେଉ ନଥିଲା,ନା ହେଉଛି କିମ୍ବା ଭବିଷ୍ୟତ ରେ ମଧ୍ୟ ହେବ ନାହିଁ
କିଛି ହେଉ ନଥିଲା,ନା ହେଉଛି କିମ୍ବା ଭବିଷ୍ୟତ ରେ ମଧ୍ୟ ହେବ ନାହିଁ

Biosphere Reserves in India
Biosphere Reserves in India

🎯 Animal tissues are groups of cells that work together to perform specific functions in the body. There are four basic type
🎯 Animal tissues are groups of cells that work together to perform specific functions in the body. There are four basic types of animal tissue: 🔹 Epithelial tissue: Covers and lines body parts, such as the skin, ducts, and tubes 🔹 Connective tissue: Supports and binds together other tissues, such as bone, blood, and lymph 🔹 Muscle tissue: Contains contractile proteins that allow muscles to contract and relax, which enables movement 🔹 Nervous tissue: Includes the brain and spinal cord, which are made up of glial cells and neurons

ଆଜି ଯାଏ ବର୍ଣ୍ଣବୋଧ ସମକକ୍ଷ ବହି ଟେ ସୃଷ୍ଟି ହେଇ ପାରି ନାହିଁ
ଆଜି ଯାଏ ବର୍ଣ୍ଣବୋଧ ସମକକ୍ଷ ବହି ଟେ ସୃଷ୍ଟି ହେଇ ପାରି ନାହିଁ

୧୮ ରୁ +୨ ପରୀକ୍ଷା
୧୮ ରୁ +୨ ପରୀକ୍ଷା

ଶିକ୍ଷା ସମ୍ବାଦ ଓଡ଼ିଆ 03-02-2025

ପ୍ରମେୟ ମାଟ୍ରିକ ଗାଇଡି ମାତୃଭାଷା ୦୩-୦୨-୨୦୨୫