CAREER STUDY CLASSES 📘📚📝
Відкрити в Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Показати більше673
Підписники
Немає даних24 години
-67 днів
-3930 днів
Архів дописів
ଆଶା ସମସ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଭଲ ହୋଇଥିବ l ତେଣୁ ଯଦିବି କାହାର ପରୀକ୍ଷା ଆଜି ଆଶା ମୁତାବକ ହୋଇନାହିଁ ତେବେ ଏଥିରେ ଦୁଃଖ କରିବାର କିଛି ନାହିଁ l ଏହା ଜୀବନର ଆରମ୍ଭ ମାତ୍ର ଆଗକୁ ଜୀବନରେ ଆମକୁ ବହୁତ ସଂଘର୍ଷ ଦେଇ ଯିବାକୁ ହେବ l
ସମସ୍ତେ ବିଶ୍ରାମ ନିଅ l ସନ୍ଧ୍ୟାରୁ ପୁନଶ୍ଚ ଇଂରାଜୀ ବିଷୟ ଅଭ୍ୟାସରେ ଲାଗିଯିବ l ଯାହା କିଛି ସନ୍ଦେହ ରହୁଛି ଗ୍ରୁପରେ ମେସେଜ କରିପାରିବ l
ତୁମପାଖରେ ପୂରା 2 ଦିନ ସମୟ l ନିଜ କାମରେ ଲାଗିପଡ଼ l
ଆଜି English ବିଷୟର ସବୁ topic ର OMR ପ୍ରଶ୍ନ ଅଭ୍ୟାସ ପାଇଁ whatsapp ଗ୍ରୁପରେ ପ୍ରଥମେ ଓ ପରେ ଟେଲିଗ୍ରାମ ଗ୍ରୁପରେ ପଠେଇଦେବା l ଏହା ସହ long question, Prose ଆଉ poem, Eassy,application, letter ର କିଛି Important question ମଧ୍ୟ ଅଭ୍ୟାସ ପାଇଁ ପଠେଇ ଦିଆଯିବ l
Sopprted by @
CARRER OFFICIAL TEAM
💐💐💐💐💐💐💐💐
Do your best
👇👇👇👇👇✍️✍️
https://t.me/carrerstudyclasses
ଆଜି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା 2025 ର ପ୍ରଥମ ଦିନ l ଆଜି ତୁମ ମାନଙ୍କୁ ବିଶେଷ କିଛି କହିବାର ନାହିଁ ପରୀକ୍ଷା ସେଣ୍ଟରକୁ ବିନା ଚାପରେ ପରୀକ୍ଷା ଦିଅ l ଏହା ଜୀବନର ପ୍ରଥମ ପରୀକ୍ଷା ଆରମ୍ଭ ମାତ୍ର l ଆଗକୁ ତୁମକୁ ବହୁତ ଆଗକୁ ଯିବାକୁ ଅଛି l
OMR ପ୍ରଶ୍ନ ଉତ୍ତର ଦେଲାବେଳେ ହରବର ହେବା ନାହିଁ l 50 ଟି OMR ପ୍ରଶ୍ନକୁ 60 ମିନିଟ ସମୟ ଅର୍ଥାତ ପ୍ରତି ମିନିଟକୁ ଗୋଟିଏ ପ୍ରଶ୍ନର ଉତ୍ତର ଦେବା l
ଯେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଆସୁଛି ତାହା ପ୍ରଥମେ କରିବ କୌଣସି OMR ପ୍ରଶ୍ନର ଉତ୍ତର ଗୋଲ ବୁଲେଇବାକୁ ଛାଡିବ ନାହଁ l
ଏହାପରେ Subjective ପ୍ରଶ୍ନ ଅଛି I ଯାହା 50 ମାର୍କ ବିଶିଷ୍ଟ ଅଟେ l
ଏଥିପାଇଁ 90 ମିନିଟ ସମୟ ଦିଆଯାଇଛି l ପ୍ରଥମେ ଅନୁଚ୍ଛେଦ, ତାହାପରେ ଗଦ୍ୟ ଓ ପଦ୍ୟ ସରଳାର୍ଥ, ତୃତୀୟରେ ଦରଖାସ୍ତ ଓ ପତ୍ରଲିଖନ, ଚତୁର୍ଥରେ ଗଦ୍ୟ ଓ ପଦ୍ୟ ଦୀର୍ଘଉତ୍ତର ପ୍ରଶ୍ନ ଓ ଶେଷରେ ପ୍ରବନ୍ଧ ଲେଖିବ l ସେଥିପାଇଁ ତୁମକୁ ସମୟକୁ ଧ୍ୟାନରଖି ପରୀକ୍ଷାରେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ହେବ l
OMR ରେ ବ୍ୟାକରଣ ବିଭାଗରେ ସର୍ବାଧିକ 20 ମାର୍କ ଆସୁଛି ତେଣୁ ଅଳଙ୍କାର, ରୁଢ଼ି ଓ ଲୋକବାଣୀ, ବାକ୍ୟ ପ୍ରୟୋଗ ଉପରେ ଧ୍ୟାନ ଦେବ l
ଦୀର୍ଘ ଉତ୍ତର ପ୍ରଶ୍ନରେ ଗଦ୍ୟ ଓ ପଦ୍ୟ ର କବି / ଲେଖକ ନାମକୁ ମନେ ରଖି ସେ ଅନୁସାରେ ନିଜକୁ ପ୍ରସ୍ତୁତ କରିବାକୁ ହେବ l
ପତ୍ରଲିଖନ ଓ ଦରଖାସ୍ତରେ ସମ୍ବୋଧନ ଆଉ ଡାକ ଠିକଣା ଗୁରୁତ୍ୱପୂର୍ଣ୍ଣ ଅଟେ l
ପ୍ରବନ୍ଧରେ ଯେଉଁ ବିଷୟରେ କୁହାଯାଇଥିବ ସେ ବିଷୟରେ ବର୍ଣ୍ଣନା ପାଇଁ ଚେଷ୍ଟା କରିବ l
ଆଜିର ଦିନ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ l
ଶୁଭ ରାତ୍ରି ମୋର ର ଛାତ୍ର ଓ ଛାତ୍ରୀ ମାନେ ମୁ ଆମ official team ଭଗବାନ ଙ୍କ ନିକଟରେ ପ୍ରାର୍ଥନା ସମସ୍ତ ଙ୍କ exam ଭଲରେ ହେଉ।
💐💐💐💐💐💐💐💐💐
ଆମେ ଯେପରି ଆଗରୁ help କରୁଥିଲୁ ଆଗକୁ ବି କରିବୁ,,, ଆପଣ ମାନେ sopport କରିଚଲନ୍ତୁ
Trust Karo।।।।।।।
Collaborative by
CARRER STUDY CLASSES TEAM 🗽🗽🗽🗽
👇👇👇👇👇👇
https://t.me/carrerstudyclasses
