ar
Feedback

لا تقع ضحية للمخادعين! تيليمتريو يكتشف ويُميّز هذه القنوات 👉 إذا كنت تريد رؤية العلامة، اشترك 👈

CAREER STUDY CLASSES 📘📚📝

CAREER STUDY CLASSES 📘📚📝

الذهاب إلى القناة على Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

إظهار المزيد
673
المشتركون
لا توجد بيانات24 ساعات
-67 أيام
-3930 أيام
أرشيف المشاركات
+2 story selection 2mark Mystery of the Missing cap.pdf

Passive voice notes.pdf

Poem-2.5 mark question answer.pdf

+3
All Things Bright And Beautiful (1).pdf

+9
Class 10 Tense revisited

photo content

photo content

photo content

photo content
+3

ଆଶା ସମସ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଭଲ ହୋଇଥିବ l ତେଣୁ ଯଦିବି କାହାର ପରୀକ୍ଷା ଆଜି ଆଶା ମୁତାବକ ହୋଇନାହିଁ ତେବେ ଏଥିରେ ଦୁଃଖ କରିବାର କିଛି ନାହିଁ l ଏହା ଜୀବନର ଆରମ୍ଭ ମାତ୍ର ଆଗକୁ ଜୀବନରେ ଆମକୁ ବହୁତ ସଂଘର୍ଷ ଦେଇ ଯିବାକୁ ହେବ  l ସମସ୍ତେ ବିଶ୍ରାମ ନିଅ l ସନ୍ଧ୍ୟାରୁ ପୁନଶ୍ଚ ଇଂରାଜୀ ବିଷୟ ଅଭ୍ୟାସରେ ଲାଗିଯିବ l ଯାହା କିଛି ସନ୍ଦେହ ରହୁଛି ଗ୍ରୁପରେ ମେସେଜ କରିପାରିବ l ତୁମପାଖରେ ପୂରା 2 ଦିନ ସମୟ l ନିଜ କାମରେ ଲାଗିପଡ଼ l ଆଜି English ବିଷୟର ସବୁ topic ର OMR ପ୍ରଶ୍ନ ଅଭ୍ୟାସ ପାଇଁ whatsapp ଗ୍ରୁପରେ ପ୍ରଥମେ ଓ ପରେ ଟେଲିଗ୍ରାମ ଗ୍ରୁପରେ ପଠେଇଦେବା l ଏହା ସହ long question, Prose ଆଉ poem, Eassy,application, letter ର କିଛି Important question ମଧ୍ୟ ଅଭ୍ୟାସ ପାଇଁ ପଠେଇ ଦିଆଯିବ l Sopprted by @ CARRER OFFICIAL TEAM 💐💐💐💐💐💐💐💐 Do your best 👇👇👇👇👇✍️✍️ https://t.me/carrerstudyclasses

ପରୀକ୍ଷା କିପରି ଭାବରେ ହୋଇଛି ।।।
Anonymous voting

photo content

ଆଜି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା 2025 ର ପ୍ରଥମ ଦିନ l ଆଜି ତୁମ ମାନଙ୍କୁ ବିଶେଷ କିଛି କହିବାର ନାହିଁ ପରୀକ୍ଷା ସେଣ୍ଟରକୁ ବିନା ଚାପରେ ପରୀକ୍ଷା ଦିଅ l ଏହା ଜୀବନର ପ୍ରଥମ ପରୀକ୍ଷା ଆରମ୍ଭ ମାତ୍ର l ଆଗକୁ ତୁମକୁ ବହୁତ ଆଗକୁ ଯିବାକୁ ଅଛି l OMR ପ୍ରଶ୍ନ ଉତ୍ତର ଦେଲାବେଳେ ହରବର ହେବା ନାହିଁ l 50 ଟି OMR ପ୍ରଶ୍ନକୁ 60 ମିନିଟ ସମୟ ଅର୍ଥାତ ପ୍ରତି ମିନିଟକୁ ଗୋଟିଏ ପ୍ରଶ୍ନର ଉତ୍ତର ଦେବା l ଯେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଆସୁଛି ତାହା ପ୍ରଥମେ କରିବ କୌଣସି OMR ପ୍ରଶ୍ନର ଉତ୍ତର ଗୋଲ ବୁଲେଇବାକୁ ଛାଡିବ ନାହଁ l ଏହାପରେ Subjective ପ୍ରଶ୍ନ ଅଛି I ଯାହା 50 ମାର୍କ ବିଶିଷ୍ଟ ଅଟେ l ଏଥିପାଇଁ 90 ମିନିଟ ସମୟ ଦିଆଯାଇଛି l ପ୍ରଥମେ ଅନୁଚ୍ଛେଦ, ତାହାପରେ ଗଦ୍ୟ ଓ ପଦ୍ୟ ସରଳାର୍ଥ, ତୃତୀୟରେ ଦରଖାସ୍ତ ଓ ପତ୍ରଲିଖନ, ଚତୁର୍ଥରେ ଗଦ୍ୟ ଓ ପଦ୍ୟ ଦୀର୍ଘଉତ୍ତର ପ୍ରଶ୍ନ ଓ ଶେଷରେ ପ୍ରବନ୍ଧ ଲେଖିବ l ସେଥିପାଇଁ ତୁମକୁ ସମୟକୁ ଧ୍ୟାନରଖି ପରୀକ୍ଷାରେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ହେବ l OMR ରେ ବ୍ୟାକରଣ ବିଭାଗରେ ସର୍ବାଧିକ 20 ମାର୍କ ଆସୁଛି ତେଣୁ ଅଳଙ୍କାର, ରୁଢ଼ି ଓ ଲୋକବାଣୀ, ବାକ୍ୟ ପ୍ରୟୋଗ ଉପରେ ଧ୍ୟାନ ଦେବ l ଦୀର୍ଘ ଉତ୍ତର ପ୍ରଶ୍ନରେ ଗଦ୍ୟ ଓ ପଦ୍ୟ ର କବି / ଲେଖକ ନାମକୁ ମନେ ରଖି ସେ ଅନୁସାରେ ନିଜକୁ ପ୍ରସ୍ତୁତ କରିବାକୁ ହେବ l ପତ୍ରଲିଖନ ଓ ଦରଖାସ୍ତରେ ସମ୍ବୋଧନ ଆଉ ଡାକ ଠିକଣା ଗୁରୁତ୍ୱପୂର୍ଣ୍ଣ ଅଟେ l ପ୍ରବନ୍ଧରେ ଯେଉଁ ବିଷୟରେ କୁହାଯାଇଥିବ ସେ ବିଷୟରେ ବର୍ଣ୍ଣନା ପାଇଁ ଚେଷ୍ଟା କରିବ l ଆଜିର ଦିନ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ l

ଶୁଭ ରାତ୍ରି ମୋର ର ଛାତ୍ର ଓ ଛାତ୍ରୀ ମାନେ ମୁ ଆମ official team ଭଗବାନ ଙ୍କ ନିକଟରେ ପ୍ରାର୍ଥନା ସମସ୍ତ ଙ୍କ exam ଭଲରେ ହେଉ। 💐💐💐💐💐💐💐💐💐 ଆମେ ଯେପରି ଆଗରୁ help କରୁଥିଲୁ ଆଗକୁ ବି କରିବୁ,,, ଆପଣ ମାନେ sopport କରିଚଲନ୍ତୁ Trust Karo।।।।।।। Collaborative by CARRER STUDY CLASSES TEAM 🗽🗽🗽🗽 👇👇👇👇👇👇 https://t.me/carrerstudyclasses

Exam pai all should be ready....
Anonymous voting