CAREER STUDY CLASSES 📘📚📝
Відкрити в Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Показати більше679
Підписники
+124 години
-67 днів
-3830 днів
Архів дописів
🟨 ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ, ପିଲା ପଢିବେ ନୂଆ ବହି
-ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ
-ପାଠ୍ୟପୁସ୍ତକ ପରିବର୍ତ୍ତନ କରିବା ପାଇଁ ସରକାରଙ୍କ ପରିକଳ୍ପନା ରହିଛି
-ପ୍ରସ୍ତୁତି ପ୍ରକ୍ରିୟା ପର୍ଯ୍ୟାୟ କ୍ରମେ ଜାରି ରହିଛି କହିଲେ ଗଣଶିକ୍ଷା ମନ୍ତ୍ରୀ
🟨 ସ୍ଥଗିତ ହେଲା ANMର ଦ୍ୱିତୀୟ ବର୍ଷ ଆଜିର ପରୀକ୍ଷା
-ପଞ୍ଚମ ପେପର- ମିଡ ୱାଇଫେରୀ ପରୀକ୍ଷା ସ୍ଥଗିତ
-ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସ୍ଥଗିତ ନିର୍ଦ୍ଦେଶ
-ONMEB ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା
-ଆଜି ପରୀକ୍ଷା ଆରମ୍ଭ ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ହୋଇଥିଲା
ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା । ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ । ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ ମାଟ୍ରିକ୍ ପରୀକ୍ଷା । ସକାଳ ୯ଟାରୁ ସାଢ଼େ ୧୧ଟା ଯାଏଁ ଚାଲିବ ପରୀକ୍ଷା ।
✅ ବାରବାଟୀ ଟି ଟ୍ବେଣ୍ଟି: ଅଫଲାଇନ୍ ଟିକେଟ ବିକ୍ରି ପୂର୍ବରୁ ଡିସିପିଙ୍କ ସମୀକ୍ଷା
-କାଉଣ୍ଟର ଟିକେଟ ବିକ୍ରି ପାଇଁ ଲୁହା ବାରିକେଡ୍ କରାଯିବ କହିଲେ ଡିସିପି
-'କ୍ରିକେଟ ଏକାଡେମୀ ପଟୁ ପ୍ରବେଶ, ପ୍ରସ୍ଥାନ ଗେଟ୍ ଅଲଗା ରହିବ'
-'୫ ତାରିଖ ସକାଳ ୯ଟାରୁ ଟିକେଟ ବିକ୍ରି, ୬ଟାରୁ ଧାଡ଼ିରେ ରହିବାକୁ ଅନୁମତି'
-'ଟିକେଟ କିଣିବା ପାଇଁ କେହି ପୂର୍ବ ରାତିରୁ ଧାଡ଼ିରେ ରହି ପାରିବେନି'
-'କଳାବଜାରୀ ଉପରେ ସ୍ବତନ୍ତ୍ର ନଜର, ସାଦା ପୋଷାକରେ ପୋଲିସ ରହିବେ'
-ସିସିଟିଭି ସର୍ଭେଲାନ୍ସରେ ରହିବ ଟିକେଟ ବିକ୍ରି ପ୍ରକ୍ରିୟା- ଡିସିପି
✅ ପ୍ରଶ୍ନପତ୍ର ଭାଇରାଲ୍ର କୌଣସି ସୁଯୋଗ ନାହିଁ କହିଲେ CHSE ନିୟନ୍ତ୍ରକ
-ଆମର ହବ୍ ବ୍ୟବସ୍ଥା ସବୁଠୁ ଦୃଢ଼ ବ୍ୟବସ୍ଥା, AI ନଜରରେ ସବୁ ହବ୍
-କାଉନସିଲ୍ ମଧ୍ୟ ପ୍ରଶ୍ନପତ୍ର ଜାଣିବନି, ପ୍ରିଣ୍ଟିଂ ଷ୍ଟେସନରୁ ସିଧା ହବ୍ ଆସିବ ପ୍ରଶ୍ନପତ୍ର
-ହବ୍ରେ ପ୍ରଶ୍ନପତ୍ର ଖୋଲା ହେବାବେଳେ ସିସିଟିଭିରେ ରେକର୍ଡିଂ ହେବ
-ସେଠାରୁ ସିଧା ଛାତ୍ରଛାତ୍ରୀଙ୍କ ନିକଟକୁ ଯିବ ପ୍ରଶ୍ନପତ୍ର
✅ ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା
-ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୧ ଯାଏଁ ଯୁକ୍ତ ଦୁଇ ପରୀକ୍ଷା
-ପରୀକ୍ଷା ତାରିଖ ଘୋଷଣା କଲେ CHSE ଅଧ୍ୟକ୍ଷ
-ମୋଟ୍ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷା ଦେବେ
-ମୋଟ୍ ୧୩୫୦ଟି କେନ୍ଦ୍ରରେ ହେବ ପରୀକ୍ଷା
-ଡିସେମ୍ବର ୧୫ ସୁଦ୍ଧା ଆଡମିଟ୍ କାର୍ଡ ପ୍ରଦାନ କରାଯିବ
-୨୧୦ଟି ହବ୍ AI କ୍ୟାମେରା ନଜରରେ ରହିବ
