es
Feedback
CAREER STUDY CLASSES 📘📚📝

CAREER STUDY CLASSES 📘📚📝

Ir al canal en Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Mostrar más
678
Suscriptores
-224 horas
-77 días
-3930 días
Archivo de publicaciones
RAVENSHAW UNIVERSITY UPDATE
RAVENSHAW UNIVERSITY UPDATE

📌📌📌📌📌📌📌📌📌
📌📌📌📌📌📌📌📌📌

OAV ENTRANCE TEST
OAV ENTRANCE TEST

ମଧୁବାବୁ ପେନସନ ଯୋଜନା
ମଧୁବାବୁ ପେନସନ ଯୋଜନା

RAVENSHAW UNIVERSITY UPDATE
RAVENSHAW UNIVERSITY UPDATE

ମ୍ୟାଟ୍ରିକ ପରୀକ୍ଷା
ମ୍ୟାଟ୍ରିକ ପରୀକ୍ଷା

ବହି କଥା
ବହି କଥା

🟨 ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ, ପିଲା ପଢିବେ ନୂଆ ବହି -ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ -ପାଠ୍ୟପୁସ୍ତକ ପରିବର୍ତ୍ତନ କରିବା ପାଇଁ ସରକାରଙ୍କ ପରିକଳ୍ପନା ରହିଛି -ପ୍ରସ୍ତୁତି ପ୍ରକ୍ରିୟା ପର୍ଯ୍ୟାୟ କ୍ରମେ ଜାରି ରହିଛି କହିଲେ ଗଣଶିକ୍ଷା ମନ୍ତ୍ରୀ

🟨 ସ୍ଥଗିତ ହେଲା ANMର ଦ୍ୱିତୀୟ ବର୍ଷ ଆଜିର ପରୀକ୍ଷା -ପଞ୍ଚମ ପେପର- ମିଡ ୱାଇଫେରୀ ପରୀକ୍ଷା ସ୍ଥଗିତ -ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସ୍ଥଗ
🟨 ସ୍ଥଗିତ ହେଲା ANMର ଦ୍ୱିତୀୟ ବର୍ଷ ଆଜିର ପରୀକ୍ଷା -ପଞ୍ଚମ ପେପର- ମିଡ ୱାଇଫେରୀ ପରୀକ୍ଷା ସ୍ଥଗିତ -ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସ୍ଥଗିତ ନିର୍ଦ୍ଦେଶ -ONMEB ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା -ଆଜି ପରୀକ୍ଷା ଆରମ୍ଭ ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ହୋଇଥିଲା

ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା । ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ । ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ ମାଟ୍ରିକ୍ ପରୀକ୍ଷା । ସକାଳ ୯ଟାରୁ
ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା । ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ । ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ ମାଟ୍ରିକ୍ ପରୀକ୍ଷା । ସକାଳ ୯ଟାରୁ ସାଢ଼େ ୧୧ଟା ଯାଏଁ ଚାଲିବ ପରୀକ୍ଷା ।

୫୫୦ ଷ୍ଟଲ, ୨୫୦ ପ୍ରକାଶକ
୫୫୦ ଷ୍ଟଲ, ୨୫୦ ପ୍ରକାଶକ

ଟିକେଟ ବ୍ୟଥା
ଟିକେଟ ବ୍ୟଥା

✅ ବାରବାଟୀ ଟି ଟ୍ବେଣ୍ଟି: ଅଫଲାଇନ୍ ଟିକେଟ ବିକ୍ରି ପୂର୍ବରୁ ଡିସିପିଙ୍କ ସମୀକ୍ଷା -କାଉଣ୍ଟର ଟିକେଟ ବିକ୍ରି ପାଇଁ ଲୁହା ବାରିକେଡ୍ କରାଯିବ କହିଲେ ଡିସିପି -'କ୍ରିକେଟ ଏକାଡେମୀ ପଟୁ ପ୍ରବେଶ, ପ୍ରସ୍ଥାନ ଗେଟ୍ ଅଲଗା ରହିବ' -'୫ ତାରିଖ ସକାଳ ୯ଟାରୁ ଟିକେଟ ବିକ୍ରି, ୬ଟାରୁ ଧାଡ଼ିରେ ରହିବାକୁ ଅନୁମତି' -'ଟିକେଟ କିଣିବା ପାଇଁ କେହି ପୂର୍ବ ରାତିରୁ ଧାଡ଼ିରେ ରହି ପାରିବେନି' -'କଳାବଜାରୀ ଉପରେ ସ୍ବତନ୍ତ୍ର ନଜର, ସାଦା ପୋଷାକରେ ପୋଲିସ ରହିବେ' -ସିସିଟିଭି ସର୍ଭେଲାନ୍ସରେ ରହିବ ଟିକେଟ ବିକ୍ରି ପ୍ରକ୍ରିୟା- ଡିସିପି

✅ ପ୍ରଶ୍ନପତ୍ର ଭାଇରାଲ୍‌ର କୌଣସି ସୁଯୋଗ ନାହିଁ କହିଲେ CHSE ନିୟନ୍ତ୍ରକ -ଆମର ହବ୍‌ ବ୍ୟବସ୍ଥା ସବୁଠୁ ଦୃଢ଼ ବ୍ୟବସ୍ଥା, AI ନଜରରେ ସବୁ ହବ୍ -କାଉନସିଲ୍ ମଧ୍ୟ ପ୍ରଶ୍ନପତ୍ର ଜାଣିବନି, ପ୍ରିଣ୍ଟିଂ ଷ୍ଟେସନରୁ ସିଧା ହବ୍‌ ଆସିବ ପ୍ରଶ୍ନପତ୍ର -ହବ୍‌ରେ ପ୍ରଶ୍ନପତ୍ର ଖୋଲା ହେବାବେଳେ ସିସିଟିଭିରେ ରେକର୍ଡିଂ ହେବ -ସେଠାରୁ ସିଧା ଛାତ୍ରଛାତ୍ରୀଙ୍କ ନିକଟକୁ ଯିବ ପ୍ରଶ୍ନପତ୍ର

✅ ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା -ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୧ ଯାଏଁ ଯୁକ୍ତ ଦୁଇ ପରୀକ୍ଷା -ପରୀକ୍ଷା ତାରିଖ ଘୋଷଣା କଲେ CHSE ଅଧ୍ୟକ୍ଷ -ମୋଟ୍ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷା ଦେବେ -ମୋଟ୍ ୧୩୫୦ଟି କେନ୍ଦ୍ରରେ ହେବ ପରୀକ୍ଷା -ଡିସେମ୍ବର ୧୫ ସୁଦ୍ଧା ଆଡମିଟ୍ କାର୍ଡ ପ୍ରଦାନ କରାଯିବ -୨୧୦ଟି ହବ୍‌ AI କ୍ୟାମେରା ନଜରରେ ରହିବ