uk
Feedback
CAREER STUDY CLASSES 📘📚📝

CAREER STUDY CLASSES 📘📚📝

Відкрити в Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Показати більше
680
Підписники
+124 години
-67 днів
-3830 днів
Архів дописів
ଡାହାଣୀ ଡାକିଲେ ଅପରାଧ
ଡାହାଣୀ ଡାକିଲେ ଅପରାଧ

VIKRAM DEV UNIVERSITY
VIKRAM DEV UNIVERSITY

ମହାମହିମ ରାଷ୍ଟ୍ରପତିଙ୍କ ଅବସର ପରେ ରହିବାକୁ ନୂଆ ଘର
ମହାମହିମ ରାଷ୍ଟ୍ରପତିଙ୍କ ଅବସର ପରେ ରହିବାକୁ ନୂଆ ଘର

UPSC
UPSC

ଅନଲାଇନ୍ ଗେମ୍ ହେଲା କାଳ
+1
ଅନଲାଇନ୍ ଗେମ୍ ହେଲା କାଳ

"ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫- ୨୬" ଅଧୀନରେ ବିଭିନ୍ନ ପୁରସ୍କାର ପାଇଁ ଆବେଦନ ସମୟସୀମା ପୁଣି ବୃଦ୍ଧି ହୋଇଛି। ଯୋଗ୍ୟ ଆବେଦନକାରୀ ଆସନ୍ତା
"ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫- ୨୬" ଅଧୀନରେ ବିଭିନ୍ନ ପୁରସ୍କାର ପାଇଁ ଆବେଦନ ସମୟସୀମା ପୁଣି ବୃଦ୍ଧି ହୋଇଛି। ଯୋଗ୍ୟ ଆବେଦନକାରୀ ଆସନ୍ତା ୧୮ ଫେବ୍ରୁଆରୀ ୨୦୨୬ ଯାଏଁ "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର"ର Website https://msp.odisha.gov.in କୁ ଯାଇ ଆବେଦନ କରିପାରିବେ।

🟥 UPSC ପରୀକ୍ଷା ନିୟମରେ ବଡ଼ ପରିବର୍ତ୍ତନ -ଥରେ ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀ ଆଉ ପରୀକ୍ଷା ଦେଇପାରିବେନି -୨୦୨୬ ବର୍ଷରେ ୯୭୯ ପଦ ପାଇଁ ବାହାରିଲା ନୋଟିଫିକେସନ୍ -IAS ଓ IFS ଅଧିକାରୀଙ୍କ ପରୀକ୍ଷା ଦେବା ଉପରେ ଲାଗିଲା କଟକଣା -ପ୍ରିଲିମ୍ସ ଦେଇ IAS, IFS ନିଯୁକ୍ତି ହୋଇଥିଲେ ବି MAINSରେ ବସିପାରିବେନି -CSE-2026 ଫଳାଫଳ ଆଧାରରେ କୌଣସି ସେବା କିମ୍ବା ନିଯୁକ୍ତି ମିଳିବନି -ବାରମ୍ବାର ସମାନ ପଦ ପାଇଁ ପରୀକ୍ଷା ଦେଉଥିବା ପ୍ରାର୍ଥୀଙ୍କ ସଂଖ୍ୟା କମିବ -ପରିବର୍ତ୍ତିତ ନିୟମରେ ନୂଆ ପ୍ରାର୍ଥୀଙ୍କୁ ଅଧିକ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି

ଫକୀର ମୋହନ ବିଶ୍ଵବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି
ଫକୀର ମୋହନ ବିଶ୍ଵବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି

🟥 ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ସରକାର -ମୋଟ୍ ୧୧ ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମ ମଧ୍ୟ ସଂଶୋଧନ ହେବ -ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି -ଏଣିକି ଓଡ଼ିଆ ନାମ ଅନୁସାରେ ରହିବ ଇଂରାଜୀ ସ୍ପେଲିଙ୍ଗ -ଖୋର୍ଦ୍ଧା ଜିଲ୍ଲାକୁ ଓଡ଼ିଆ ନାମ ଅନୁସାରେ ଖୋରଧା ଲେଖାଯିବ -ଦେବଗଡ଼ ଜିଲ୍ଲାକୁ ଆଉ ଇଂରାଜୀରେ ଦେଓଗଡ଼ ଲେଖାଯିବ ନାହିଁ -କେନ୍ଦ୍ରାପଡ଼ାକୁ କେନ୍ଦ୍ରାପରା ଓ ନୟାଗଡ଼କୁ ନୟାଗର ଲେଖାଯାଉଛି -ମହାକାଳପଡ଼ାକୁ ଆଉ ମହାକାଳପରା ଲେଖାଯିବ ନାହିଁ -୧୫ ଦିନ ଭିତରେ ଅଭିଯୋଗ କିମ୍ୱା ଆପତ୍ତି ଥିଲେ ଜଣାଇବାକୁ ନିର୍ଦ୍ଦେଶ

ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ସରକାର
ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ସରକାର

UPSC has officially released the Civil Services Examination notification! Total Vacancy - 933 (approximately) LAST DATE FOR R
UPSC has officially released the Civil Services Examination notification! Total Vacancy - 933 (approximately) LAST DATE FOR RECEIPT OF ONLINE APPLICATIONS : 24.02.2026 till 6 PM

SSC MTS Admit Card 2026 Post - Multitasking Staff / Havaldar
SSC MTS Admit Card 2026 Post - Multitasking Staff / Havaldar

ମହଙ୍ଗା ଏବଂ ଶସ୍ତା
ମହଙ୍ଗା ଏବଂ ଶସ୍ତା

POST MATRIC SCHOLARSHIP UPDATE
POST MATRIC SCHOLARSHIP UPDATE

BOC SCHOLARSHIP
BOC SCHOLARSHIP

🟨 ୨୪ କ୍ୟାରେଟ୍ ସୁନା ଦର ୯ ହଜାର ୫୦ ଟଙ୍କା ଖସିଲା -୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଲକ୍ଷେ ୫୧ ହଜାର ୫୩୦ ଟଙ୍କା -୨୨ କ୍ୟାରେଟ୍ ସୁନା ୮ ହଜାର ୩୦୦ ଟଙ୍କା ହ୍ରାସ -୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନା ଲକ୍ଷେ ୩୮ ହଜାର ୯୦୦ ଟଙ୍କା -ରୁପା କେଜି ପିଛା ୨୦ ହଜାର ଟଙ୍କା ହ୍ରାସ ପାଇ ହେଲା ୩ ଲକ୍ଷ

JEE MAIN EXAM
JEE MAIN EXAM

ପ୍ରମେୟ_ମାଟ୍ରିକ_ଗାଇଡ୍_02_02_26.pdf

ଶିକ୍ଷା ସମ୍ବାଦ_02-02-26.pdf