CAREER STUDY CLASSES 📘📚📝
前往频道在 Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
显示更多680
订阅者
+124 小时
-67 天
-3830 天
帖子存档
"ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫- ୨୬" ଅଧୀନରେ ବିଭିନ୍ନ ପୁରସ୍କାର ପାଇଁ ଆବେଦନ ସମୟସୀମା ପୁଣି ବୃଦ୍ଧି ହୋଇଛି। ଯୋଗ୍ୟ ଆବେଦନକାରୀ ଆସନ୍ତା ୧୮ ଫେବ୍ରୁଆରୀ ୨୦୨୬ ଯାଏଁ "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର"ର Website https://msp.odisha.gov.in କୁ ଯାଇ ଆବେଦନ କରିପାରିବେ।
🟥 UPSC ପରୀକ୍ଷା ନିୟମରେ ବଡ଼ ପରିବର୍ତ୍ତନ
-ଥରେ ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀ ଆଉ ପରୀକ୍ଷା ଦେଇପାରିବେନି
-୨୦୨୬ ବର୍ଷରେ ୯୭୯ ପଦ ପାଇଁ ବାହାରିଲା ନୋଟିଫିକେସନ୍
-IAS ଓ IFS ଅଧିକାରୀଙ୍କ ପରୀକ୍ଷା ଦେବା ଉପରେ ଲାଗିଲା କଟକଣା
-ପ୍ରିଲିମ୍ସ ଦେଇ IAS, IFS ନିଯୁକ୍ତି ହୋଇଥିଲେ ବି MAINSରେ ବସିପାରିବେନି
-CSE-2026 ଫଳାଫଳ ଆଧାରରେ କୌଣସି ସେବା କିମ୍ବା ନିଯୁକ୍ତି ମିଳିବନି
-ବାରମ୍ବାର ସମାନ ପଦ ପାଇଁ ପରୀକ୍ଷା ଦେଉଥିବା ପ୍ରାର୍ଥୀଙ୍କ ସଂଖ୍ୟା କମିବ
-ପରିବର୍ତ୍ତିତ ନିୟମରେ ନୂଆ ପ୍ରାର୍ଥୀଙ୍କୁ ଅଧିକ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି
🟥 ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ସରକାର
-ମୋଟ୍ ୧୧ ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମ ମଧ୍ୟ ସଂଶୋଧନ ହେବ
-ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି
-ଏଣିକି ଓଡ଼ିଆ ନାମ ଅନୁସାରେ ରହିବ ଇଂରାଜୀ ସ୍ପେଲିଙ୍ଗ
-ଖୋର୍ଦ୍ଧା ଜିଲ୍ଲାକୁ ଓଡ଼ିଆ ନାମ ଅନୁସାରେ ଖୋରଧା ଲେଖାଯିବ
-ଦେବଗଡ଼ ଜିଲ୍ଲାକୁ ଆଉ ଇଂରାଜୀରେ ଦେଓଗଡ଼ ଲେଖାଯିବ ନାହିଁ
-କେନ୍ଦ୍ରାପଡ଼ାକୁ କେନ୍ଦ୍ରାପରା ଓ ନୟାଗଡ଼କୁ ନୟାଗର ଲେଖାଯାଉଛି
-ମହାକାଳପଡ଼ାକୁ ଆଉ ମହାକାଳପରା ଲେଖାଯିବ ନାହିଁ
-୧୫ ଦିନ ଭିତରେ ଅଭିଯୋଗ କିମ୍ୱା ଆପତ୍ତି ଥିଲେ ଜଣାଇବାକୁ ନିର୍ଦ୍ଦେଶ
UPSC has officially released the Civil Services Examination notification!
Total Vacancy - 933 (approximately)
LAST DATE FOR RECEIPT OF ONLINE APPLICATIONS : 24.02.2026 till 6 PM
🟨 ୨୪ କ୍ୟାରେଟ୍ ସୁନା ଦର ୯ ହଜାର ୫୦ ଟଙ୍କା ଖସିଲା
-୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଲକ୍ଷେ ୫୧ ହଜାର ୫୩୦ ଟଙ୍କା
-୨୨ କ୍ୟାରେଟ୍ ସୁନା ୮ ହଜାର ୩୦୦ ଟଙ୍କା ହ୍ରାସ
-୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନା ଲକ୍ଷେ ୩୮ ହଜାର ୯୦୦ ଟଙ୍କା
-ରୁପା କେଜି ପିଛା ୨୦ ହଜାର ଟଙ୍କା ହ୍ରାସ ପାଇ ହେଲା ୩ ଲକ୍ଷ
