ROYAL EDUCATION
Відкрити в Telegram
𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪
Показати більше1 895
Підписники
Немає даних24 години
-177 днів
-9230 днів
Архів дописів
1 895
-ସୁଶିଷ୍ୟ ଉପମନ୍ୟୁଃ-
1-ଖ,ଗ,ଘ,କ
-ସିଂହ ଶୁଗାଳ ଶିଶୁ କଥା-
1-ଘ,ଡ,ଞ,ଠ
-ବିବେକାନନ୍ଦ-
1-ଘ,ଙ,ଖ
ଭୌତିକ ପର୍ଯ୍ୟାବରଂ
1-ଘ,ଜ,ଙ,ଗ
ସୀତା
1-ଛ,ଗ,କ,ଘ,ଙ,ଜ
ଯୁଧିଷ୍ଠିର
1-କ,ଖ,ଗ,ଚ
Guys if u want get 95+mark in Sanskrit kindly request read this long que...✅️✅️
1 895
ଯୋଉ ମାନେ କହୁଛ ROYAL EDUCATION QUESTION ଦଉନି ଠକଟା ବୋଲି ଟା ହେଲେ ଯାଇ ଜିଆ QUESTION ଦଉଛି ତାକୁ MESSAGE କର ଆଉ SCAM ହୁଅ , ଆମେ ତମ ଭଲ ପାଇଁ ଚିନ୍ତା କଲେ ଓଲଟା ଆମେ ଖରାପ ହେବୁ ନା କଣ ?
1 895
Real question real question କଣ ହଉଛ question ତ ଦିଆଗଲା ପଢ଼ିବ, only real question ହେଲେ ଖାଲି ପଢ଼ିବ ନା କଣ ?
1 895
Good night ସମସ୍ତଙ୍କୁ, ଆଶା କରୁଛି କାଲି ର exam ତୁମର ଭଲ ହେବ , ସବୁ ଲେଖିକି ଆସିବ କିଛି ଛାଡ଼ିବାନି ସବୁ ଲେଖିକି ଆସିବ ।
All the best 👍🫶
1 895
👉Important subjective questions for your board exam 👇
👉ସମ୍ବଳ ର ପ୍ରକାର ଭେଦ
👉ସମ୍ବଳ ସରଂକ୍ଷଣ ଓ ଧାରଣୀୟ ବିକାଶ
👉ଭାରତ ରେ କୃଷି ଭୂମି ର ବିତରଣ
👉ମାନବ ସମ୍ବଳ କଣ
👉ବିଭିନ୍ନ ମୃତ୍ତିକା ସମ୍ପର୍କ ରେ
👉ଲାଲ ପୁସ୍ତକ, ସୁନ୍ଦରବନ
👉ବିଲୁପ୍ତ ଓ ବିପଦ ସଂକୁଳ ଜାତି
👉ଚିରହରୀତ ଓ ପର୍ଣ୍ଣମୋଚି
👉ବହୁମୁଖୀ ନଦୀ ଯୋଜନା, ନଦୀବନ୍ଧ ଯୋଜନା
👉ଜଳାଭାବ ର କାରଣ
👉ବୃଷ୍ଟି ଜଳ ଅମଳ
👉ମଗ୍ନାଟାଇଟ ଓ ହେମଟାଇଟ
👉କୋଇଲା ରା ପ୍ରକାର ଭେଦ, କୃଷ୍ଣହୀରକ
👉ରବି ଓ ଖରିପ
👉ପ୍ରୟୋଜନ କୃଷି
👉କୁଟୀର ଶିଳ୍ପ, ବିନିର୍ମାଣ ଉଦ୍ୟୋଗ
👉ବନ୍ୟା ର ପ୍ରକାରଭେଦ
👉ପରିବହନ କାହିଁକି ଜୀବନରେଖା, ସଡ଼କ ରା ଶ୍ରେଣୀ ବିଭାଗ
👉ଉଦାରୀକରଣ, ଜଗତିକରଣ, ନୀତି
👉ବିକଶିତ ଓ ବିଖସନମୁଖୀ
👉ଖାଉଟି ସଚେତନତା
👉ଉଦ୍ୟୋଗୀକରଣ କଣ
1 895
selective Important SSC question for AHSC Examination 2025
ଭାରତୀୟ ଜାତୀୟ ଆନ୍ଦୋଳନ
1.ଚମ୍ପାରନ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଭୂମିକା ବର୍ଣ୍ଣନା କର l
2.ଜାଲିୱାନାବାଗ ହତ୍ୟାକାଣ୍ଡ କଣ ଥିଲା ବର୍ଣ୍ଣନା କର l
3."ପ୍ଲେଗ ବୋନସ" କଣ ଥିଲା ?
4.ରାଓଲାତ ଆଇନ କଣ ଥିଲା ?
5.ଖେଡ଼ା ଆନ୍ଦୋଳନର ଫଳାଫଳ ଲେଖ l
6.ତିନି କାଠିଆ ବ୍ୟବସ୍ଥା କଣ ଥିଲା ?
7.ଗାନ୍ଧିଜୀ ଓ ବିଶ୍ୱକବି କେଉଁ ଦୁଇ ଉପାଧି ଫେରସ୍ତ କରିଥିଲେ ?
8.ଗାନ୍ଧିଜୀ କେଉଁ ଆନ୍ଦୋଳନରେ ଜୀବନରେ ପ୍ରଥମ ସତ୍ୟାଗ୍ରହର ପ୍ରୟୋଗ କରିଥିଲେ ?
ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ତାହାର ପ୍ରଭାବ
1.ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ଗୁଡ଼ିକ କଣ ଥିଲା ?
2.ଖିଲାଫତ କମିଟିରେ କେଉଁମାନେ ସଦସ୍ୟ ଥିଲେ ?
3.ହଣ୍ଟରକମିଟି କଣ ଥିଲା ?
4.ଭାରତ ଶାସନ ଆଇନ 1919 ର ତ୍ରୁଟି ଗୁଡ଼ିକ କଣ ଥିଲା ?
5.ଚୌରାଚୋୖରି ଅଭାବନୀୟ ଘଟଣା କେବେ କେବେ ହୋଇଥିଲା ଓ କେତେଜଣ ମୃତ୍ୟୁବରଣ କରିଥିଲେ ?
6.ଅସହଯୋଗ ଆନ୍ଦୋଳନ କେବେ ଓ କିପରି ଆରମ୍ଭ ହୋଇଥିଲା ?
7. ଅଳକା ଆଶ୍ରମ ଓ ସ୍ୱରାଜ ଆଶ୍ରମ କେଉଁଠାରେ ପ୍ରତିଷ୍ଠା କରାଯାଇଥିଲା ?
8. କେଉଁ ଦୁଇ ପତ୍ରିକା କନିକା ଅତ୍ୟାଚାର ଲୋକଲୋଚନକୁ ଆଣିଥିଲା ?
ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଓଡିଶାର ଭୂମିକା
1.ଗାନ୍ଧୀ ଇରଉଇନ ଚୁକ୍ତି କେବେ ହେଲା ଓ କଣ ସର୍ତ୍ତ ଥିଲା ?
2.ଦ୍ଵିତୀୟଗୋଲ ଟେବୁଲ ବୈଠକରେ କିପରି ଗାନ୍ଧିଜୀଙ୍କୁ ଅପମାନିତ ହେବାକୁ ପଡିଥିଲା ?
3.ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସମ୍ପର୍କରେ ଲେଖ l
4.ବାନର ସେନାଙ୍କ କଣ କାର୍ଯ୍ୟ ଥିଲା ?
5."ଦାଣ୍ଡି ଯାତ୍ରା " କଣ ଥିଲା ସଂକ୍ଷେପରେ ଲେଖ l
6.ତୃତୀୟ ଗୋଲଟେବୁଲ ବୈଠକ କିପରି ଭାରତୀୟଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ଥିଲା ?
7.ଗାନ୍ଧୀଜି କେବେ ଓଡିଶା ଆସିଥିଲେ ଏବଂ ସେ ଓଡିଶା ଲ ଆସି କେଉଁ ସ୍ଥାନରେ ଉଦବୋଧନ ଦେଇଥିଲେ ?
ଭାରତଛାଡ଼ ଆନ୍ଦୋଳନ ଏବଂ ଏଠିରେ ଓଡିଶାର ଭୂମିକା
1.ଭାରତଛାଡ଼ ଆନ୍ଦୋଳନକୁ କେଉଁ ଦୁଇ ମହାନ ବିପ୍ଳବ ସହ ତୁଳନା କରାଯାଏ ଓ କାହିଁକି ?
2."ଅଗଷ୍ଟ ଦାନ" କଣ ଥିଲା ? ଏଥିରେ ଭାରତୀୟ ମାନଙ୍କ ପାଇଁ କଣ ସୁବିଧା ଥିଲା ?
3.କ୍ରିପସ ମିଶନ କଣ ଥିଲା ?
4.ଭାରତଛାଡ଼ ଆନ୍ଦୋଳନର କାର୍ଯ୍ୟକ୍ରମ କଣ ଥିଲା ?
5.ପୋଲିସର ମୁକାବିଲା ପାଇଁ ଛାତ୍ରମାନେ ଭାରତଛାଡ଼ ଆନ୍ଦୋଳନ ସମୟରେ କେଉଁ ତିନୋଟି ବାହିନୀ ଗଠନ କରିଥିଲେ ?
6. ଇରମକୁ କାହିଁକି "ରକ୍ତତୀର୍ଥ"କୁହାଯାଏ ?
7. ଭାରତଛାଡ଼ ଆନ୍ଦୋଳନରେ ଲକ୍ଷ୍ମଣ ନାୟକ ଭୂମିକା କଣ ଥିଲା ?
8. କାଇଁପଡ଼ା ରେ ଭାରତଛାଡ଼ ଆନ୍ଦୋଳନ ସମୟରେ କେଉଁ ଘଟଣା ଘଟିଥିଲା ?
ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା
1.ଆଜାଦହିନ୍ଦ ସରକାର କିଏ ଓ କାହିଁକି ଗଠନ କରିଥିଲେ ତାହାର ମୂଳ ଉଦ୍ଦେଶ୍ୟ କଣ ଥିଲା ?
2.ଭାରତ ପରିତ୍ୟାଗ ପଛରେ ସୁଭାଷଙ୍କ ଉଦ୍ଦେଶ୍ୟ ଓ ଚିନ୍ତାଧାରା କଣ ଥିଲା ?
3.ଆଜାଦହିନ୍ଦ ଫୌଜର ଭାରତ ଅଭିଯାନ ବର୍ଣ୍ଣନା କର l
4.ସୁଭାଷ କେଉଁ ଦୁଇଟି ସ୍ଲୋଗାନ ଦେଇ ଭାରତୀୟ ମନରେ ଉନ୍ମାଦନା ସୃଷ୍ଟି କରିପାରିଥିଲେ ?
5.ଆଜାଦହିନ୍ଦ ଫୌଜର ଚାରିଟି ବ୍ରିଗେଡ ନାମ କଣ ଥିଲା ? ଲକ୍ଷ୍ମୀ ସେହଗଲ କାହାର ନେତୃତ୍ୱ ନେଇଥିଲେ ?
6.କେଉଁ ଦୁଇଟି ସ୍ଥାନରେ ସୁଭାଷ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ହୋଇଥିଲେ ?
7.ସୁଭାଷ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର କେଉଁ ଦୁଇ ନୂତନ ନାମ ଦେଇଥିଲେ ?
8.ଆଜାଦହିନ୍ଦ ଫୌଜର ବିଚାର କେବେ ହୋଇଥିଲା ଓ କେଉଁମାନେ ମକଦ୍ଦମା ପରିଚାଳନା କରିଥିଲେ ?
9.କିଏ କେଉଁଠାରେ ଭାରତୀୟ ସ୍ୱାଧୀନତା ସଂଘ ଓ ଆଜାଦହିନ୍ଦ ଫୌଜ ଗଠନ କରିଥିଲେ ?
ଭାରତ ସ୍ୱାଧୀନତା ଆଇନ ଓ ଭାରତ ବିଭାଜନ
1.କ୍ୟାବିନେଟର ପ୍ରସ୍ତାବ ଗୁଡ଼ିକ କଣ ଥିଲା ?
2.ଭାରତ ସ୍ୱାଧୀନତା ଆଇନର ବ୍ୟବସ୍ଥା ଗୁଡ଼ିକ କଣ ଥିଲା ?
3.ବିରାଟ କଲିକତା ହତ୍ୟାକାଣ୍ଡ କଣ ଥିଲା ?
4.ସ୍ୱାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଓ ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ?
5.ସ୍ୱାଧୀନ ପାକିସ୍ଥାନର ପ୍ରଥମ ପ୍ରଧାନମନ୍ତ୍ରୀ ଓ ପ୍ରଥମ ଗଭର୍ଣ୍ଣର ଜେନେରାଲ କିଏ ଥିଲେ ?
6.ଭାରତ ପ୍ରଥମ ସ୍ୱାଧୀନତା ଦିବସରେ କିଏ ଓ କେଉଁଠାରେ ପତାକା ଉତ୍ତୋଳନ କରିଥିଲେ ?
7.କ୍ୟାବିନେଟ ମିଶନ କାହିଁକି ଭାରତ ଆସିଥିଲା ତାହାର କେଉଁମାନେ ସଦସ୍ୟ ଥିଲେ ?
1 895
... important long Question ...
..... Unit :- 1.....(4 mark)
1. 'ଚମ୍ପାରନ୍ ଆନ୍ଦୋଳନ' ରେ ମହାତ୍ମା ଗାନ୍ଧୀ ଙ୍କ ଭୂମିକା ସମ୍ପର୍କରେ ଆଲୋଚନା କର ।
2.ଖିଲାଫତ୍ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଭୂମିକା ଆଲୋଚନା କର ।
3. ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ କଣ ଥିଲା ?
4. ଅସହଯୋଗ ଆନ୍ଦୋଳନ ର ଫଳାଫଳ କଣ ଥିଲା?
5. ମହାତ୍ମାଗାନ୍ଧୀଙ୍କ ଦଣ୍ଡିଯାତ୍ର ସମ୍ପର୍କରେ ବର୍ଣ୍ଣନା କର ।
6. ଗାନ୍ଧି ଇରଉଇନ୍ ଚୁକ୍ତି କେବେ ସମ୍ପାଦିତ ହୋଇଥିଲା ଏବଂ ଏହାର ଫଳାଫଳ କଣ ଥିଲା ?
7. ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସମ୍ପର୍କରେ ବର୍ଣ୍ଣନା କର ।
8. ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଓଡ଼ିଶାର ଶ୍ରୀ ଜଙ୍ଗ ଗ୍ରାମରେ ସଂଘଟିତ କର ବିରୋଧି ଆନ୍ଦୋଳନ ସମ୍ପର୍କରେ ଆଲୋଚନା କର ।
9. ଆଇନ ଅମାନ୍ୟ ଆନ୍ଦୋଳନ ର କାର୍ଯ୍ୟକ୍ରମ କଣ ଥିଲା ।
10. 'କ୍ରିପସ ମିଶନ' ର ପ୍ରସ୍ତାବଗୁଡିକ ଆଲୋଚନା କର ।
11. ଭାରତ ଛାଡ଼ ପ୍ରସ୍ତାବ କିପରି ଗୃହୀତ ହୋଇଥିଲା ?
12. ଭାରତଛାଡ ଆନ୍ଦୋଳନରେ ଲକ୍ଷ୍ମଣ ନାୟକଙ୍କ ଅବଦାନ ସମ୍ପର୍କରେ ଆଲୋଚନା କର।
13. ଭାରତଛାଡ ଆନ୍ଦୋଳନର କାର୍ଯ୍ୟକ୍ରମ କଣ ଥିଲା ?
14. ଭାରତ ପରିତ୍ୟାଗ ପଛରେ ସୁବାଷ ବୋଷ ଙ୍କ ଉଦ୍ଦେଶ୍ୟ ଓ ଚିନ୍ତାଧାରା କଣ ଥିଲା ?
15. କ୍ୟାବିନେଟ ମିଶନ ର ମୁଖ୍ୟ ପ୍ରସ୍ତାବ ଗୁଡ଼ିକ କଣ ଥିଲା ?
16. ମାଉଣ୍ଟଵ୍ୟାଟେନ୍ ଙ୍କ ଯୋଜନାରେ ଭାରତ ବିଭାଜନ ସମ୍ପର୍କରେ କଣ ପ୍ରସ୍ତାବ ଥିଲା ?
17. ଭାରତ ସ୍ୱାଧନତା ଆଇନ୍ ର ମୁଖ୍ୟ ବ୍ୟବସ୍ଥା ଗୁଡ଼ିକ କଣ ଥିଲା ?
1 895
ଆଜି ରାତି ଭିତରେ 3k members କରିଦିଅ ଆଉ ମାତ୍ର 150 members ଦରକାର୍ ଯାହାକି ତୁମେ ମାନେ ଆରାମ ରେ add କରିପାରିବ। ତା ପରେ surprise ଅଛି।
1 895
ଦୟାକରି ସମସ୍ତେ members add କରନ୍ତୁ ନହେଲେ next exam ପାଇଁ TOP SELECTIVE ଦିଆଯିବନି ଯାହାକି EXAM ରେ ନିଶ୍ଚୟ ଆସିବ, link କୁ ତମ ସାଙ୍ଗ ମାନଙ୍କୁ WhatsApp , instagram , telegram ସବୁ ଠାରେ share କରିଦିଅ ନହେଲେ ଦିଆଯିବନି। link ତଳେ ଦେଇଛି ତାକୁ copy କରିକି ପଠେଇଦିଆ।
https://t.me/ROYALEDUCATIONS10
