fa
Feedback
ROYAL EDUCATION

ROYAL EDUCATION

رفتن به کانال در Telegram

𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪

نمایش بیشتر
1 895
مشترکین
اطلاعاتی وجود ندارد24 ساعت
-177 روز
-9230 روز
آرشیو پست ها
photo content

-ସୁଶିଷ୍ୟ ଉପମନ୍ୟୁଃ- 1-ଖ,ଗ,ଘ,କ -ସିଂହ ଶୁଗାଳ ଶିଶୁ କଥା- 1-ଘ,ଡ,ଞ,ଠ -ବିବେକାନନ୍ଦ- 1-ଘ,ଙ,ଖ ଭୌତିକ ପର୍ଯ୍ୟାବରଂ 1-ଘ,ଜ,ଙ,ଗ ସୀତା 1-ଛ,ଗ,କ,ଘ,ଙ,ଜ ଯୁଧିଷ୍ଠିର 1-କ,ଖ,ଗ,ଚ Guys if u want get 95+mark in Sanskrit kindly request read this long que...✅️✅️

ଯୋଉ ମାନେ କହୁଛ ROYAL EDUCATION QUESTION ଦଉନି ଠକଟା ବୋଲି ଟା ହେଲେ ଯାଇ ଜିଆ QUESTION ଦଉଛି ତାକୁ MESSAGE କର ଆଉ SCAM ହୁଅ , ଆମେ ତମ ଭଲ ପାଇଁ ଚିନ୍ତା କଲେ ଓଲଟା ଆମେ ଖରାପ ହେବୁ ନା କଣ ?

Sanskrit important 👆
Sanskrit important 👆

3000 MEMBER କରିଦିଅ ତା ପରେ Selective ଆସିବ। ଶୀଘ୍ର ସମସ୍ତେ କରିଦିଅ ।
3000 MEMBER କରିଦିଅ ତା ପରେ Selective ଆସିବ। ଶୀଘ୍ର ସମସ୍ତେ କରିଦିଅ ।

Exam kemiti hela?
Anonymous voting

Real question real question କଣ ହଉଛ question ତ ଦିଆଗଲା ପଢ଼ିବ, only real question ହେଲେ ଖାଲି ପଢ଼ିବ ନା କଣ ?

Good night ସମସ୍ତଙ୍କୁ, ଆଶା କରୁଛି କାଲି ର exam ତୁମର ଭଲ ହେବ , ସବୁ ଲେଖିକି ଆସିବ କିଛି ଛାଡ଼ିବାନି ସବୁ ଲେଖିକି ଆସିବ । All the best 👍🫶

ADD MEMBERS @ROYALEDUCATIONS10
ADD MEMBERS @ROYALEDUCATIONS10

photo content

👉Important subjective questions for your board exam 👇 👉ସମ୍ବଳ ର ପ୍ରକାର ଭେଦ 👉ସମ୍ବଳ ସରଂକ୍ଷଣ ଓ ଧାରଣୀୟ ବିକାଶ 👉ଭାରତ ରେ କୃଷି ଭୂମି ର ବିତରଣ 👉ମାନବ ସମ୍ବଳ କଣ 👉ବିଭିନ୍ନ ମୃତ୍ତିକା ସମ୍ପର୍କ ରେ 👉ଲାଲ ପୁସ୍ତକ, ସୁନ୍ଦରବନ 👉ବିଲୁପ୍ତ ଓ ବିପଦ ସଂକୁଳ ଜାତି 👉ଚିରହରୀତ ଓ ପର୍ଣ୍ଣମୋଚି 👉ବହୁମୁଖୀ ନଦୀ ଯୋଜନା, ନଦୀବନ୍ଧ ଯୋଜନା 👉ଜଳାଭାବ ର କାରଣ 👉ବୃଷ୍ଟି ଜଳ ଅମଳ 👉ମଗ୍ନାଟାଇଟ ଓ ହେମଟାଇଟ 👉କୋଇଲା ରା ପ୍ରକାର ଭେଦ, କୃଷ୍ଣହୀରକ 👉ରବି ଓ ଖରିପ 👉ପ୍ରୟୋଜନ କୃଷି 👉କୁଟୀର ଶିଳ୍ପ, ବିନିର୍ମାଣ ଉଦ୍ୟୋଗ 👉ବନ୍ୟା ର ପ୍ରକାରଭେଦ 👉ପରିବହନ କାହିଁକି ଜୀବନରେଖା, ସଡ଼କ ରା ଶ୍ରେଣୀ ବିଭାଗ 👉ଉଦାରୀକରଣ, ଜଗତିକରଣ, ନୀତି 👉ବିକଶିତ ଓ ବିଖସନମୁଖୀ 👉ଖାଉଟି ସଚେତନତା 👉ଉଦ୍ୟୋଗୀକରଣ କଣ

selective Important SSC question for AHSC Examination 2025 ଭାରତୀୟ ଜାତୀୟ ଆନ୍ଦୋଳନ 1.ଚମ୍ପାରନ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଭୂମିକା ବର୍ଣ୍ଣନା କର l 2.ଜାଲିୱାନାବାଗ ହତ୍ୟାକାଣ୍ଡ କଣ ଥିଲା ବର୍ଣ୍ଣନା କର l 3."ପ୍ଲେଗ ବୋନସ" କଣ ଥିଲା ? 4.ରାଓଲାତ ଆଇନ କଣ ଥିଲା ? 5.ଖେଡ଼ା ଆନ୍ଦୋଳନର ଫଳାଫଳ ଲେଖ l 6.ତିନି କାଠିଆ ବ୍ୟବସ୍ଥା କଣ ଥିଲା ? 7.ଗାନ୍ଧିଜୀ ଓ ବିଶ୍ୱକବି କେଉଁ ଦୁଇ ଉପାଧି ଫେରସ୍ତ କରିଥିଲେ ? 8.ଗାନ୍ଧିଜୀ କେଉଁ ଆନ୍ଦୋଳନରେ ଜୀବନରେ ପ୍ରଥମ ସତ୍ୟାଗ୍ରହର ପ୍ରୟୋଗ କରିଥିଲେ ? ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ତାହାର ପ୍ରଭାବ 1.ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ଗୁଡ଼ିକ କଣ ଥିଲା ? 2.ଖିଲାଫତ କମିଟିରେ କେଉଁମାନେ ସଦସ୍ୟ ଥିଲେ ? 3.ହଣ୍ଟରକମିଟି କଣ ଥିଲା ? 4.ଭାରତ ଶାସନ ଆଇନ 1919 ର ତ୍ରୁଟି ଗୁଡ଼ିକ କଣ ଥିଲା ? 5.ଚୌରାଚୋୖରି ଅଭାବନୀୟ ଘଟଣା କେବେ କେବେ ହୋଇଥିଲା ଓ କେତେଜଣ ମୃତ୍ୟୁବରଣ କରିଥିଲେ ? 6.ଅସହଯୋଗ ଆନ୍ଦୋଳନ କେବେ ଓ କିପରି ଆରମ୍ଭ ହୋଇଥିଲା ? 7. ଅଳକା ଆଶ୍ରମ ଓ ସ୍ୱରାଜ ଆଶ୍ରମ କେଉଁଠାରେ ପ୍ରତିଷ୍ଠା କରାଯାଇଥିଲା ? 8. କେଉଁ ଦୁଇ ପତ୍ରିକା କନିକା ଅତ୍ୟାଚାର ଲୋକଲୋଚନକୁ ଆଣିଥିଲା ? ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଓଡିଶାର ଭୂମିକା 1.ଗାନ୍ଧୀ ଇରଉଇନ ଚୁକ୍ତି କେବେ ହେଲା ଓ କଣ ସର୍ତ୍ତ ଥିଲା ? 2.ଦ୍ଵିତୀୟଗୋଲ ଟେବୁଲ ବୈଠକରେ କିପରି ଗାନ୍ଧିଜୀଙ୍କୁ ଅପମାନିତ ହେବାକୁ ପଡିଥିଲା ? 3.ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସମ୍ପର୍କରେ ଲେଖ l 4.ବାନର ସେନାଙ୍କ କଣ କାର୍ଯ୍ୟ ଥିଲା ? 5."ଦାଣ୍ଡି ଯାତ୍ରା " କଣ ଥିଲା ସଂକ୍ଷେପରେ ଲେଖ l 6.ତୃତୀୟ ଗୋଲଟେବୁଲ ବୈଠକ କିପରି ଭାରତୀୟଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ଥିଲା ? 7.ଗାନ୍ଧୀଜି କେବେ ଓଡିଶା ଆସିଥିଲେ ଏବଂ ସେ ଓଡିଶା ଲ ଆସି କେଉଁ ସ୍ଥାନରେ ଉଦବୋଧନ ଦେଇଥିଲେ ? ଭାରତଛାଡ଼ ଆନ୍ଦୋଳନ ଏବଂ ଏଠିରେ ଓଡିଶାର ଭୂମିକା 1.ଭାରତଛାଡ଼ ଆନ୍ଦୋଳନକୁ କେଉଁ ଦୁଇ ମହାନ ବିପ୍ଳବ ସହ ତୁଳନା କରାଯାଏ ଓ କାହିଁକି ? 2."ଅଗଷ୍ଟ ଦାନ" କଣ ଥିଲା ? ଏଥିରେ ଭାରତୀୟ ମାନଙ୍କ ପାଇଁ କଣ ସୁବିଧା ଥିଲା ? 3.କ୍ରିପସ ମିଶନ କଣ ଥିଲା ? 4.ଭାରତଛାଡ଼ ଆନ୍ଦୋଳନର କାର୍ଯ୍ୟକ୍ରମ କଣ ଥିଲା ? 5.ପୋଲିସର ମୁକାବିଲା ପାଇଁ ଛାତ୍ରମାନେ ଭାରତଛାଡ଼ ଆନ୍ଦୋଳନ ସମୟରେ କେଉଁ ତିନୋଟି ବାହିନୀ ଗଠନ କରିଥିଲେ ? 6. ଇରମକୁ କାହିଁକି "ରକ୍ତତୀର୍ଥ"କୁହାଯାଏ ? 7. ଭାରତଛାଡ଼ ଆନ୍ଦୋଳନରେ ଲକ୍ଷ୍ମଣ ନାୟକ ଭୂମିକା କଣ ଥିଲା ? 8. କାଇଁପଡ଼ା ରେ ଭାରତଛାଡ଼ ଆନ୍ଦୋଳନ ସମୟରେ କେଉଁ ଘଟଣା ଘଟିଥିଲା ? ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା 1.ଆଜାଦହିନ୍ଦ ସରକାର କିଏ ଓ କାହିଁକି ଗଠନ କରିଥିଲେ ତାହାର ମୂଳ ଉଦ୍ଦେଶ୍ୟ କଣ ଥିଲା ? 2.ଭାରତ ପରିତ୍ୟାଗ ପଛରେ ସୁଭାଷଙ୍କ ଉଦ୍ଦେଶ୍ୟ ଓ ଚିନ୍ତାଧାରା କଣ ଥିଲା ? 3.ଆଜାଦହିନ୍ଦ ଫୌଜର ଭାରତ ଅଭିଯାନ ବର୍ଣ୍ଣନା କର l 4.ସୁଭାଷ କେଉଁ ଦୁଇଟି ସ୍ଲୋଗାନ ଦେଇ ଭାରତୀୟ ମନରେ ଉନ୍ମାଦନା ସୃଷ୍ଟି କରିପାରିଥିଲେ ? 5.ଆଜାଦହିନ୍ଦ ଫୌଜର ଚାରିଟି ବ୍ରିଗେଡ ନାମ କଣ ଥିଲା ? ଲକ୍ଷ୍ମୀ ସେହଗଲ କାହାର ନେତୃତ୍ୱ ନେଇଥିଲେ ? 6.କେଉଁ ଦୁଇଟି ସ୍ଥାନରେ ସୁଭାଷ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ହୋଇଥିଲେ ? 7.ସୁଭାଷ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର କେଉଁ ଦୁଇ ନୂତନ ନାମ ଦେଇଥିଲେ ? 8.ଆଜାଦହିନ୍ଦ ଫୌଜର ବିଚାର କେବେ ହୋଇଥିଲା ଓ କେଉଁମାନେ ମକଦ୍ଦମା ପରିଚାଳନା କରିଥିଲେ ? 9.କିଏ କେଉଁଠାରେ ଭାରତୀୟ ସ୍ୱାଧୀନତା ସଂଘ ଓ ଆଜାଦହିନ୍ଦ ଫୌଜ ଗଠନ କରିଥିଲେ ? ଭାରତ ସ୍ୱାଧୀନତା ଆଇନ ଓ ଭାରତ ବିଭାଜନ 1.କ୍ୟାବିନେଟର ପ୍ରସ୍ତାବ ଗୁଡ଼ିକ କଣ ଥିଲା ? 2.ଭାରତ ସ୍ୱାଧୀନତା ଆଇନର ବ୍ୟବସ୍ଥା ଗୁଡ଼ିକ କଣ ଥିଲା ? 3.ବିରାଟ କଲିକତା ହତ୍ୟାକାଣ୍ଡ କଣ ଥିଲା ? 4.ସ୍ୱାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଓ ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ? 5.ସ୍ୱାଧୀନ ପାକିସ୍ଥାନର ପ୍ରଥମ ପ୍ରଧାନମନ୍ତ୍ରୀ ଓ ପ୍ରଥମ ଗଭର୍ଣ୍ଣର ଜେନେରାଲ କିଏ ଥିଲେ ? 6.ଭାରତ ପ୍ରଥମ ସ୍ୱାଧୀନତା ଦିବସରେ କିଏ ଓ କେଉଁଠାରେ ପତାକା ଉତ୍ତୋଳନ କରିଥିଲେ ? 7.କ୍ୟାବିନେଟ ମିଶନ କାହିଁକି ଭାରତ ଆସିଥିଲା ତାହାର କେଉଁମାନେ ସଦସ୍ୟ ଥିଲେ ?

... important long Question ... ..... Unit :- 1.....(4 mark) 1. 'ଚମ୍ପାରନ୍ ଆନ୍ଦୋଳନ' ରେ ମହାତ୍ମା ଗାନ୍ଧୀ ଙ୍କ ଭୂମିକା ସମ୍ପର୍କରେ ଆଲୋଚନା କର । 2.ଖିଲାଫତ୍ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଭୂମିକା ଆଲୋଚନା କର । 3. ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ କଣ ଥିଲା ? 4. ଅସହଯୋଗ ଆନ୍ଦୋଳନ ର ଫଳାଫଳ କଣ ଥିଲା? 5. ମହାତ୍ମାଗାନ୍ଧୀଙ୍କ ଦଣ୍ଡିଯାତ୍ର ସମ୍ପର୍କରେ ବର୍ଣ୍ଣନା କର । 6. ଗାନ୍ଧି ଇରଉଇନ୍ ଚୁକ୍ତି କେବେ ସମ୍ପାଦିତ ହୋଇଥିଲା ଏବଂ ଏହାର ଫଳାଫଳ କଣ ଥିଲା ? 7. ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସମ୍ପର୍କରେ ବର୍ଣ୍ଣନା କର । 8. ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଓଡ଼ିଶାର ଶ୍ରୀ ଜଙ୍ଗ ଗ୍ରାମରେ ସଂଘଟିତ କର ବିରୋଧି ଆନ୍ଦୋଳନ ସମ୍ପର୍କରେ ଆଲୋଚନା କର । 9. ଆଇନ ଅମାନ୍ୟ ଆନ୍ଦୋଳନ ର କାର୍ଯ୍ୟକ୍ରମ କଣ ଥିଲା । 10. 'କ୍ରିପସ ମିଶନ' ର ପ୍ରସ୍ତାବଗୁଡିକ ଆଲୋଚନା କର । 11. ଭାରତ ଛାଡ଼ ପ୍ରସ୍ତାବ କିପରି ଗୃହୀତ ହୋଇଥିଲା ? 12. ଭାରତଛାଡ ଆନ୍ଦୋଳନରେ ଲକ୍ଷ୍ମଣ ନାୟକଙ୍କ ଅବଦାନ ସମ୍ପର୍କରେ ଆଲୋଚନା କର। 13. ଭାରତଛାଡ ଆନ୍ଦୋଳନର କାର୍ଯ୍ୟକ୍ରମ କଣ ଥିଲା ? 14. ଭାରତ ପରିତ୍ୟାଗ ପଛରେ ସୁବାଷ ବୋଷ ଙ୍କ ଉଦ୍ଦେଶ୍ୟ ଓ ଚିନ୍ତାଧାରା କଣ ଥିଲା ? 15. କ୍ୟାବିନେଟ ମିଶନ ର ମୁଖ୍ୟ ପ୍ରସ୍ତାବ ଗୁଡ଼ିକ କଣ ଥିଲା ? 16. ମାଉଣ୍ଟଵ୍ୟାଟେନ୍ ଙ୍କ ଯୋଜନାରେ ଭାରତ ବିଭାଜନ ସମ୍ପର୍କରେ କଣ ପ୍ରସ୍ତାବ ଥିଲା ? 17. ଭାରତ ସ୍ୱାଧନତା ଆଇନ୍ ର ମୁଖ୍ୟ ବ୍ୟବସ୍ଥା ଗୁଡ଼ିକ କଣ ଥିଲା ?

ଆଜି ରାତି ଭିତରେ 3k members କରିଦିଅ ଆଉ ମାତ୍ର 150 members ଦରକାର୍ ଯାହାକି ତୁମେ ମାନେ ଆରାମ ରେ add କରିପାରିବ। ତା ପରେ surprise ଅଛି।

ଏଥିରୁ SURE ଆସିବ ☺️। MEMBER'S ADD କରିଦେବ ।

5_6206331255726806412.pdf8.21 KB

photo content

ଦୟାକରି ସମସ୍ତେ members add କରନ୍ତୁ ନହେଲେ next exam ପାଇଁ TOP SELECTIVE ଦିଆଯିବନି ଯାହାକି EXAM ରେ ନିଶ୍ଚୟ ଆସିବ, link କୁ ତମ ସାଙ୍ଗ ମାନଙ୍କୁ WhatsApp , instagram , telegram ସବୁ ଠାରେ share କରିଦିଅ ନହେଲେ ଦିଆଯିବନି। link ତଳେ ଦେଇଛି ତାକୁ copy କରିକି ପଠେଇଦିଆ। https://t.me/ROYALEDUCATIONS10

Exam kemiti hela ?
Anonymous voting