ROYAL EDUCATION
Відкрити в Telegram
𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪
Показати більше1 895
Підписники
Немає даних24 години
-177 днів
-9230 днів
Архів дописів
1 895
ଯୋଉ ଯୋଉ selective ଦିଆ ହେଇଛି ଯାଇକି ପଢ଼ ନିଶ୍ଚୟ exam re asiba , ଆଉ chats bakchodi ନ କରି exam pai ପଢନ୍ତୁ ।
1 895
+1
Cbse board ରେ ମଧ୍ୟ scammers ଆସିଲେନି, ତ ପ୍ରତି ସାବଧାନ ରୁହ । Practice questions ଦେଇକି ରିଅଲ question କହି ଥାକୁଛନ୍ତି ।
1 895
🟪 ୧୦ମ ବୋର୍ଡ ପରୀକ୍ଷା ପୂର୍ବରୁ ଆସନ୍ତାକାଲି ହେବ ଡ୍ରାଏ ରନ୍
-ଡ୍ରାଏ ରନ୍ ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା
-‘୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ୍ ଦେଖିପାରିବ ବୋର୍ଡ’
-‘ସବୁ ଷ୍ଟ୍ରଙ୍ଗ ରୁମ୍ରୁ ଲାଇଭ୍ ଫୁଟେଜ ଉପରେ ବୋର୍ଡ ନଜର ରଖିବ’
-ବର୍ଷା ପୂର୍ବାନୁମାନ ନେଇ ମଧ ଆମେ ପ୍ରସ୍ତୁତ ଅଛୁ- ଶ୍ରୀକାନ୍ତ ତରାଇ
-ଆଜି ଅପରାହ୍ନ ସୁଦ୍ଧା ନୋଡାଲ ସେଣ୍ଟରରେ ପହଞ୍ଚିବ ପ୍ରଶ୍ନପତ୍ର
1 895
**Practice Test :- 2025( FLO)*
ଆଜି ଗୋଟିଏ ଅଭ୍ୟାସ ପ୍ରଶ୍ନ କରିବା l
ଅନୁଚ୍ଛେଦ ଅଭ୍ୟାସ ପାଇଁ ଦିଆଯାଇନାହିଁ l
କେବଳ 40 ମାର୍କ ଦିଆଯାଇଛି l
1.(କ)ଭୀମଙ୍କ ଦୁଇଥର ସିଂଘନାଦ ରଡ଼ିର ପ୍ରଭାବରେ କଣ ସବୁ ଘଟିଥିଲା ପଠିତ କବିତା ଅନୁସରଣରେ ଆଲୋଚନା କର l(5)
ଖ) ବିବେକାନନ୍ଦଙ୍କ ଭାରତ ଭ୍ରମଣର ଲକ୍ଷ୍ୟ ଓ ଫଳାଫଳ ଆଲୋଚନା କର l (5)
2. ସରଳାର୍ଥ ଲେଖ l ( 5×2=10)
କ) ମରଣ ଦୁଆରେ ଅରପି ଗାଅ ଅମର ଗାନ
ଖ ) ଛୋଟକୁ ରକ୍ଷା କରିବାକୁ ହେଲେ ବଡ଼କୁ ବାରଣ କରିବାକୁ ହେବ l
3.ପ୍ରବନ୍ଧ ଲେଖ ( ଗୋଟିଏ ) l ( 10)
କ ) ଛାତ୍ର ଜୀବନରେ ଶୃଙ୍ଖଳା
ଖ )ସ୍ୱଚ୍ଛ ଭାରତ
ଗ ) ଆତ୍ମନିର୍ଭରଶୀଳ ଭାରତ
ଘ ) ଗ୍ରୀଷ୍ମ ଋତୁ
4) ଦରଖାସ୍ତ / ପତ୍ରଲିଖନ l (5×2=10 )
କ )ତୁମ ଗ୍ରାମରେ ଗୋଟିଏ ପାଠାଗାର ପ୍ରତିଷ୍ଠା ପାଇଁ ପାଇଁ ବିଭାଗୀୟ ମୁଖ୍ୟଙ୍କୁ ଦରଖାସ୍ତ ଲେଖ l
କିମ୍ବା
ପୁସ୍ତକାଗାରରୁ ପୁସ୍ତକ ପାଇବା ପାଇଁ ପ୍ରଧାନଶିକ୍ଷକଙ୍କୁ ଏକ ଦରଖାସ୍ତ ଲେଖ l
ଖ ) ଦୂରଦର୍ଶନରେ ଦେଖିବାରେ ଅଧିକ ସମୟ ବ୍ୟୟ କରୁଥିବା ଜାଣି ସାନ ଭଉଣୀ ନିକଟକୁ ଏକ ଉପଦେଶାତ୍ମକ ପତ୍ର ଲେଖ l
କିମ୍ବା
ସାନ ଭାଇଙ୍କୁ ରାସ୍ତାର ନିୟମ ସମ୍ପର୍କ ରେ ସୂଚନା ଦେଇ ଏକ ପତ୍ର ଲେଖ l
