ar
Feedback
ROYAL EDUCATION

ROYAL EDUCATION

الذهاب إلى القناة على Telegram

𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪

إظهار المزيد
1 895
المشتركون
لا توجد بيانات24 ساعات
-177 أيام
-9230 أيام
أرشيف المشاركات
ଯୋଉ ଯୋଉ selective ଦିଆ ହେଇଛି ଯାଇକି ପଢ଼ ନିଶ୍ଚୟ exam re asiba , ଆଉ chats bakchodi ନ କରି exam pai ପଢନ୍ତୁ ।

କାଲି ତମ ସେଣ୍ଟର୍ ଯିବାର କେତେ ବେଳେ timing achi ?

Odia exam ପାଇଁ ready ତ ?
Anonymous voting

photo content
+2

photo content

https://t.me/ROYALEDUCATIONS10 3k COMPLETE କରିଦିଅ।😩🙏😭

ଏ ରଚନା ଆସିବ ବୋଲି ଲାଗୁଚି କି 😂😂😂
ଏ ରଚନା ଆସିବ ବୋଲି ଲାଗୁଚି କି 😂😂😂

ରଚନା(ସାହିତ୍ୟ)
ରଚନା(ସାହିତ୍ୟ)

Cbse board ରେ ମଧ୍ୟ scammers ଆସିଲେନି, ତ ପ୍ରତି ସାବଧାନ ରୁହ । Practice questions ଦେଇକି ରିଅଲ question କହି ଥାକୁଛନ୍ତି ।
+1
Cbse board ରେ ମଧ୍ୟ scammers ଆସିଲେନି, ତ ପ୍ରତି ସାବଧାନ ରୁହ । Practice questions ଦେଇକି ରିଅଲ question କହି ଥାକୁଛନ୍ତି ।

🟪 ୧୦ମ ବୋର୍ଡ ପରୀକ୍ଷା ପୂର୍ବରୁ ଆସନ୍ତାକାଲି ହେବ ଡ୍ରାଏ ରନ୍‌ -ଡ୍ରାଏ ରନ୍‌ ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା -‘୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ୍‌ ଦେଖିପାରିବ ବୋର୍ଡ’ -‘ସବୁ ଷ୍ଟ୍ରଙ୍ଗ ରୁମ୍‌ରୁ ଲାଇଭ୍‌ ଫୁଟେଜ ଉପରେ ବୋର୍ଡ ନଜର ରଖିବ’ -ବର୍ଷା ପୂର୍ବାନୁମାନ ନେଇ ମଧ ଆମେ ପ୍ରସ୍ତୁତ ଅଛୁ- ଶ୍ରୀକାନ୍ତ ତରାଇ -ଆଜି ଅପରାହ୍ନ ସୁଦ୍ଧା ନୋଡାଲ ସେଣ୍ଟରରେ ପହଞ୍ଚିବ ପ୍ରଶ୍ନପତ୍ର

ଦଶମ_ଶ୍ରେଣୀ_ମ୍ୟାଟ୍ରିକ_ପରୀକ୍ଷା_ନିମନ୍ତେ_ସାହିତ୍ୟ_ପଦ୍ୟ_ବିଭାଗ_ର_ସମସ୍ତ.pdf26.89 MB

+2
ପଦ୍ୟ Long question class X.pdf8.10 MB

**Practice Test :- 2025( FLO)* ଆଜି ଗୋଟିଏ ଅଭ୍ୟାସ ପ୍ରଶ୍ନ କରିବା l ଅନୁଚ୍ଛେଦ ଅଭ୍ୟାସ ପାଇଁ ଦିଆଯାଇନାହିଁ l କେବଳ 40 ମାର୍କ ଦିଆଯାଇଛି l 1.(କ)ଭୀମଙ୍କ ଦୁଇଥର ସିଂଘନାଦ ରଡ଼ିର ପ୍ରଭାବରେ କଣ ସବୁ ଘଟିଥିଲା ପଠିତ କବିତା ଅନୁସରଣରେ ଆଲୋଚନା କର l(5) ଖ) ବିବେକାନନ୍ଦଙ୍କ ଭାରତ ଭ୍ରମଣର ଲକ୍ଷ୍ୟ ଓ ଫଳାଫଳ ଆଲୋଚନା କର l (5) 2. ସରଳାର୍ଥ ଲେଖ l ( 5×2=10) କ) ମରଣ ଦୁଆରେ ଅରପି ଗାଅ ଅମର ଗାନ ଖ ) ଛୋଟକୁ ରକ୍ଷା କରିବାକୁ ହେଲେ ବଡ଼କୁ ବାରଣ କରିବାକୁ ହେବ l 3.ପ୍ରବନ୍ଧ ଲେଖ ( ଗୋଟିଏ ) l ( 10) କ ) ଛାତ୍ର ଜୀବନରେ ଶୃଙ୍ଖଳା ଖ )ସ୍ୱଚ୍ଛ ଭାରତ ଗ ) ଆତ୍ମନିର୍ଭରଶୀଳ ଭାରତ ଘ ) ଗ୍ରୀଷ୍ମ ଋତୁ 4) ଦରଖାସ୍ତ / ପତ୍ରଲିଖନ l (5×2=10 ) କ )ତୁମ ଗ୍ରାମରେ ଗୋଟିଏ ପାଠାଗାର ପ୍ରତିଷ୍ଠା ପାଇଁ ପାଇଁ ବିଭାଗୀୟ ମୁଖ୍ୟଙ୍କୁ ଦରଖାସ୍ତ ଲେଖ l କିମ୍ବା ପୁସ୍ତକାଗାରରୁ ପୁସ୍ତକ ପାଇବା ପାଇଁ ପ୍ରଧାନଶିକ୍ଷକଙ୍କୁ ଏକ ଦରଖାସ୍ତ ଲେଖ l ଖ ) ଦୂରଦର୍ଶନରେ ଦେଖିବାରେ ଅଧିକ ସମୟ ବ୍ୟୟ କରୁଥିବା ଜାଣି ସାନ ଭଉଣୀ ନିକଟକୁ ଏକ ଉପଦେଶାତ୍ମକ ପତ୍ର ଲେଖ l କିମ୍ବା ସାନ ଭାଇଙ୍କୁ ରାସ୍ତାର ନିୟମ ସମ୍ପର୍କ ରେ ସୂଚନା ଦେଇ ଏକ ପତ୍ର ଲେଖ l

ଏହି question ରୁ ନିଶ୍ଚିତ ପଡ଼ିପାରେ 🥲.. 🫢

ଏତିକି ପଢିଦିଅ ଆଖି ବୁଜିକି 🥲🫠

photo content
+1

Rest question of top paper 👆
+2
Rest question of top paper 👆

Most important 👆👆
+1
Most important 👆👆

Odisha BSC Board Exam Time & Date ❤️
Odisha BSC Board Exam Time & Date ❤️

ଯାହାକୁ ବି exam ବିଷବସ୍ତୁରେ doubt ଅଛି ତା ହେଲେ ମୋ id re personal message କରନ୍ତୁ। @rocky7147