ROYAL EDUCATION
Відкрити в Telegram
𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪
Показати більше1 895
Підписники
Немає даних24 години
-177 днів
-9230 днів
Архів дописів
1 895
All the best to all my dear students for your math examination 🫶🫀. Don't be worry, attend the all MCQ and subjective part. If u write only few steps you will get 1 or 2 mark with out answer, so don't blank any questions.
All the best 👍
1 895
For some problem, time can be change . I will start the voice chat as soon as possible.
1 895
All students we create a voice chat at correct 8.20pm . Come and ask all your doubt.
1 895
ଅଙ୍କନ ପାଇଁ 5ଟି Exercise ମଧ୍ୟରୁ ଯେକୌଣସି ଗୋଟେ କୁ ବାଦ୍ ଦେଇ ବାକି 4ଟା ଭଲରେ ସବୁ ପ୍ରଶ୍ନ ପଢିଦିଅ | Specially 6(C) କୁ ପୂରା ଭଲରେ ପଢିଦିଅ | ଆଉ ଯେଉଁମାନେ 5ଟା ରୁ 4ଟା ବି ପଢ଼ିପାରିବେନି ତୁମେ First 3ଟା ମାନେ 6-a,b, c କୁ ଭଲରେ ଦେଖିଦିଅ |
1 895
ସମାନ୍ତର ପ୍ରଗତିର important question ଓ କିଛି ଟିପ୍ସ
ସମାନ୍ତର ପ୍ରଗତିରେ :- ଓଲଟେଇ ମିଶେଇବା ପଦ୍ଧତିରେ ସମାଧାନ କର l ପରୀକ୍ଷାରେ ନିଶ୍ଚିତ ଆସିବ l ( ସୂତ୍ର ପୃଷ୍ଠା 46)
A. P ର tn ସୂତ୍ର tn= a+(n-1)d
2.n ସଂଖ୍ୟାକ ପଦର ସମଷ୍ଟି ନିର୍ଣ୍ଣୟ କରିବାକୁ କହିବ l tn ଦେଇଥିବ sn ବାହାର କରିବ l
( ସୂତ୍ର ଓ ଉଦାହରଣ 45,46,47 ବହିର ପୃଷ୍ଠା )
3.ଅନ୍ତର ସୂତ୍ର ( ବହିର ପୃଷ୍ଠା 54,55,56 )
a. ପ୍ରଥମ n ସଂଖ୍ୟକ ଗଣନ ସଂଖ୍ୟାର ଯୋଗଫଳ ନିର୍ଣ୍ଣୟ
b. ପ୍ରଥମ n ସଂଖ୍ୟକ ଅଯୁଗ୍ମ ସଂଖ୍ୟାର ଯୋଗଫଳ ନିର୍ଣ୍ଣୟ
C. ପ୍ରଥମ n ସଂଖ୍ୟକ ଯୁଗ୍ମ ଗଣନ ସଂଖ୍ୟା ମାନଙ୍କର ଯୋଗଫଳ
d. ପ୍ରଥମ n ସଂଖ୍ୟକ ଗଣନ ସଂଖ୍ୟାର ବର୍ଗର ଯୋଗଫଳ ନିର୍ଣ୍ଣୟ
3. ସମାନ୍ତର ମଧ୍ୟକ ନିର୍ଣ୍ଣୟ କର l ( ବହି ପୃଷ୍ଠା 59 ଓ ଉଦାହରଣ 60)
Important question
**ଅନୁଶୀଳନୀ 3(a)*
ପ୍ରଥମେ ଉଦାହରଣ : 2,3 ଆଉ 6 ଅଭ୍ୟାସ କର ଏହା ନିଶ୍ଚିତ OMR ରେ ବି ସଂଖ୍ୟା ବଦଳେଇ ଆସିବ l
"ଖ " ବିଭାଗ
No.8 :- d, e, f, g
No. 9 :- d, g, i, j
No. 10
"ଗ " ବିଭାଗ
No.12,13,15,18,19,21,25,26,27
ଅନୁଶୀଳନୀ 3(b)
ଉଦାହରଣ :- 10,11,12,15,16
No. 3 - c, d
No. 4 :- c, d, f, g ( ଏଥିରୁ ଗୋଟିଏ ନିଶ୍ଚିତ ଆସିବ ହୋଇପାରେ OMR ଆସିବ )
No. 5,10,11
ଉଦାହରଣ :-16
ଦୁଇଟି ସଂଖ୍ୟା ମଧ୍ୟରେ ସମାନ୍ତର ମଧ୍ୟକ ସ୍ଥାପନ କର l
1 895
ନମସ୍କାର ସମସ୍ତଙ୍କୁ 🙏
ମୁଁ ତୁମର ପ୍ରିୟ SIR,
ଏ ବର୍ଷ ଆମେ ମାନେ ନୂଆ ଗୋଟେ ଜିନିଷ ବାହାର କରୁଛୁ ଆମ CHANNEL ରେ , ଯାହାକି ଆଉ କୋଉ GROUP କରିନାହାନ୍ତି। ସ୍କୁଲ ମାନଙ୍କରେ ଯେମିତି ତାଙ୍କ STUDENT TOP କରିଲା ପରେ ସ୍କଲରେ BILLBOARD ଲାଗିଥାଏ, ସେପରି ଆମେ ମଧ୍ୟ ତାର ସୁବିଧା କରିଛୁ । ତା ପାଇଁ ଆପଣ ମାନଙ୍କର ସହଯୋଗ ଦରକାର , ଆପଣ ଯେତେ 10TH STUDENT ଅଛ ସମସ୍ତେ @Bishnu147 ଏଇ ID କୁ ଆପଣଙ୍କର ROLL NO ଆମକୁ ପଠେଇଦେଲେ ଆମେ ଆପଣ ସମସ୍ତଙ୍କର RESULT ସମୟ ରେ ଆପଣଙ୍କର ମାର୍କ ଅନୁସାରେ RANKING କରାଯିବ ଓ BILLBOARD ତିଆରି ହେବ । ଆପଣ TENTION ନିଆନ୍ତୁନି, ଅପଙ୍କ ROLL NO ର ଦୁର୍ବ୍ୟବହାର ହେବନି , ଆମ ହାତରେ ସୁରକ୍ଷା ରେ ରହିବ । ଆପଣଙ୍କ ସହଯୋଗରେ ଆ ନୂଆ ଜିନିଷ ତେ ଆମ GROUP ରେ ଆରମ୍ଭ କରିବା ।
ଯଦି ତୁମେ ମାନେ ROLL NO ଦେବାକୁ ଚାହୁଁନ ତା ହେଲେ ତୁମେ ମାନେ ଯେତେବେଳେ ତୁମର RESULT ଆସିବ ସେତେବେଳେ ତୁମେ ମାନେ ଗୋଟେ କଷ୍ଟ କରିବ କି ତୁମର ନାମ ,ତମର ଗୋଟିଏ ଫଟୋ , ରେଜଲ୍ଟ ମାର୍କ ଟା ଆମ ID କୁ ପଠେଇଦେବେ। ଆପଣଙ୍କ ଫଟୋ COMPULSORY ନୁହେଁ, କିନ୍ତୁ ଆପଣ ଯଦି ଦେଇ ପାରିବେ ତା ହେଲେ ଦେବେ । ସମସ୍ତେ ମନେ ପକାଇ RESULT TIME ରେ ଆମକୁ MESSAGE କରିବେ ନଚେତ୍ ଆମର ଏହି PLAN ଟା ସଫଳ ହେବନି ।
ଆପଣଙ୍କ ପ୍ରିୟ,
ROYAL EDUCATION
