fa
Feedback
ROYAL EDUCATION

ROYAL EDUCATION

رفتن به کانال در Telegram

𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪

نمایش بیشتر
1 895
مشترکین
اطلاعاتی وجود ندارد24 ساعت
-177 روز
-9230 روز
آرشیو پست ها
Top selective ଦରକାର କି?
Anonymous voting

photo content
+4

photo content
+7

Math kemiti hela?
Anonymous voting

All the best to all my dear students for your math examination 🫶🫀. Don't be worry, attend the all MCQ and subjective part. If u write only few steps you will get 1 or 2 mark with out answer, so don't blank any questions. All the best 👍

For some problem, time can be change . I will start the voice chat as soon as possible.

All students we create a voice chat at correct 8.20pm . Come and ask all your doubt.

VOICE CHAT TIME ?
Anonymous voting

ଆଜି ରାତି ରେ voice chat କରିବା କି ?
Anonymous voting

Odisha ra no1 Fruad..😡😡😡 BE CAREFUL ALL ❗️❗️❗️
+1
Odisha ra no1 Fruad..😡😡😡 BE CAREFUL ALL ❗️❗️❗️

Math exam ପାଇଁ ready ତ ?
Anonymous voting

ଅଙ୍କନ ପାଇଁ 5ଟି Exercise ମଧ୍ୟରୁ ଯେକୌଣସି ଗୋଟେ କୁ ବାଦ୍ ଦେଇ ବାକି 4ଟା ଭଲରେ ସବୁ ପ୍ରଶ୍ନ ପଢିଦିଅ | Specially 6(C) କୁ ପୂରା ଭଲରେ ପଢିଦିଅ | ଆଉ ଯେଉଁମାନେ 5ଟା ରୁ 4ଟା ବି ପଢ଼ିପାରିବେନି ତୁମେ First 3ଟା ମାନେ 6-a,b, c କୁ ଭଲରେ ଦେଖିଦିଅ |

ସମାନ୍ତର ପ୍ରଗତିର important question ଓ କିଛି ଟିପ୍ସ ସମାନ୍ତର ପ୍ରଗତିରେ :- ଓଲଟେଇ ମିଶେଇବା ପଦ୍ଧତିରେ ସମାଧାନ କର l ପରୀକ୍ଷାରେ ନିଶ୍ଚିତ ଆସିବ l ( ସୂତ୍ର ପୃଷ୍ଠା 46) A. P ର tn ସୂତ୍ର tn= a+(n-1)d 2.n ସଂଖ୍ୟାକ ପଦର ସମଷ୍ଟି ନିର୍ଣ୍ଣୟ କରିବାକୁ କହିବ l tn ଦେଇଥିବ sn ବାହାର କରିବ l ( ସୂତ୍ର ଓ ଉଦାହରଣ 45,46,47 ବହିର ପୃଷ୍ଠା ) 3.ଅନ୍ତର ସୂତ୍ର ( ବହିର ପୃଷ୍ଠା 54,55,56 ) a. ପ୍ରଥମ n ସଂଖ୍ୟକ ଗଣନ ସଂଖ୍ୟାର ଯୋଗଫଳ ନିର୍ଣ୍ଣୟ b. ପ୍ରଥମ n ସଂଖ୍ୟକ ଅଯୁଗ୍ମ ସଂଖ୍ୟାର ଯୋଗଫଳ ନିର୍ଣ୍ଣୟ C. ପ୍ରଥମ n ସଂଖ୍ୟକ ଯୁଗ୍ମ ଗଣନ ସଂଖ୍ୟା ମାନଙ୍କର ଯୋଗଫଳ d. ପ୍ରଥମ n ସଂଖ୍ୟକ ଗଣନ ସଂଖ୍ୟାର ବର୍ଗର ଯୋଗଫଳ ନିର୍ଣ୍ଣୟ 3. ସମାନ୍ତର ମଧ୍ୟକ ନିର୍ଣ୍ଣୟ କର l ( ବହି ପୃଷ୍ଠା 59 ଓ ଉଦାହରଣ 60) Important question **ଅନୁଶୀଳନୀ 3(a)* ପ୍ରଥମେ ଉଦାହରଣ : 2,3 ଆଉ 6 ଅଭ୍ୟାସ କର ଏହା ନିଶ୍ଚିତ OMR ରେ ବି ସଂଖ୍ୟା ବଦଳେଇ ଆସିବ l "ଖ " ବିଭାଗ No.8 :- d, e, f, g No. 9 :- d, g, i, j No. 10 "ଗ " ବିଭାଗ No.12,13,15,18,19,21,25,26,27 ଅନୁଶୀଳନୀ 3(b) ଉଦାହରଣ :- 10,11,12,15,16 No. 3 - c, d No. 4 :- c, d, f, g ( ଏଥିରୁ ଗୋଟିଏ ନିଶ୍ଚିତ ଆସିବ ହୋଇପାରେ OMR ଆସିବ ) No. 5,10,11 ଉଦାହରଣ :-16 ଦୁଇଟି ସଂଖ୍ୟା ମଧ୍ୟରେ ସମାନ୍ତର ମଧ୍ୟକ ସ୍ଥାପନ କର l

Math exam ready ?
Anonymous voting

photo content
+1

All follow us on Instagram

ନମସ୍କାର ସମସ୍ତଙ୍କୁ 🙏 ମୁଁ ତୁମର ପ୍ରିୟ SIR, ଏ ବର୍ଷ ଆମେ ମାନେ ନୂଆ ଗୋଟେ ଜିନିଷ ବାହାର କରୁଛୁ ଆମ CHANNEL ରେ , ଯାହାକି ଆଉ କୋଉ GROUP କରିନାହାନ୍ତି। ସ୍କୁଲ ମାନଙ୍କରେ ଯେମିତି ତାଙ୍କ STUDENT TOP କରିଲା ପରେ ସ୍କଲରେ BILLBOARD ଲାଗିଥାଏ, ସେପରି ଆମେ ମଧ୍ୟ ତାର ସୁବିଧା କରିଛୁ । ତା ପାଇଁ ଆପଣ ମାନଙ୍କର ସହଯୋଗ ଦରକାର , ଆପଣ ଯେତେ 10TH STUDENT ଅଛ ସମସ୍ତେ @Bishnu147 ଏଇ ID କୁ ଆପଣଙ୍କର ROLL NO ଆମକୁ ପଠେଇଦେଲେ ଆମେ ଆପଣ ସମସ୍ତଙ୍କର RESULT ସମୟ ରେ ଆପଣଙ୍କର ମାର୍କ ଅନୁସାରେ RANKING କରାଯିବ ଓ BILLBOARD ତିଆରି ହେବ । ଆପଣ TENTION ନିଆନ୍ତୁନି, ଅପଙ୍କ ROLL NO ର ଦୁର୍ବ୍ୟବହାର ହେବନି , ଆମ ହାତରେ ସୁରକ୍ଷା ରେ ରହିବ । ଆପଣଙ୍କ ସହଯୋଗରେ ଆ ନୂଆ ଜିନିଷ ତେ ଆମ GROUP ରେ ଆରମ୍ଭ କରିବା । ଯଦି ତୁମେ ମାନେ ROLL NO ଦେବାକୁ ଚାହୁଁନ ତା ହେଲେ ତୁମେ ମାନେ ଯେତେବେଳେ ତୁମର RESULT ଆସିବ ସେତେବେଳେ ତୁମେ ମାନେ ଗୋଟେ କଷ୍ଟ କରିବ କି ତୁମର ନାମ ,ତମର ଗୋଟିଏ ଫଟୋ , ରେଜଲ୍ଟ ମାର୍କ ଟା ଆମ ID କୁ ପଠେଇଦେବେ। ଆପଣଙ୍କ ଫଟୋ COMPULSORY ନୁହେଁ, କିନ୍ତୁ ଆପଣ ଯଦି ଦେଇ ପାରିବେ ତା ହେଲେ ଦେବେ । ସମସ୍ତେ ମନେ ପକାଇ RESULT TIME ରେ ଆମକୁ MESSAGE କରିବେ ନଚେତ୍ ଆମର ଏହି PLAN ଟା ସଫଳ ହେବନି । ଆପଣଙ୍କ ପ୍ରିୟ, ROYAL EDUCATION

Important diagram
+6
Important diagram

https://t.me/ROYALEDUCATIONS10 ସମସ୍ତେ ଏଇ link କୁ Share କର ଆଉ members add କର 🙏!