STUDY WITH KRISHNA SIR ( OSOU)
Відкрити в Telegram
ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ
Показати більше2 135
Підписники
-224 години
-67 днів
-1230 день
Архів дописів
Folk Lore of Orissa କାହା ଦ୍ଵାରା ଓ କେବେ ପ୍ରକାଶନ ହୋଇଥଲା
Folk tales of Orissa ପୁସ୍ତକ କାହା ଦ୍ଵାରା କଲିକତା ରେ ପ୍ରକାଶନ ହେଇଥିଲା
ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଙ୍କ ଉତ୍କଳ କାହାଣୀ କେତେ ଭାଗ ରେ ବିଭକ୍ତ
ଅପର୍ଣା ପଣ୍ଡା ଙ୍କ "ଢଗ ମାଳିକା ତତ୍ତ୍ଵ ବୋଧିନି" କେବେ ପ୍ରକାଶିତ ହେଇଥିଲା
"ଯାହା ପଲ୍ଲୀ ମଧ୍ୟରେ ବଞ୍ଚି ରହି ପଲ୍ଲୀ ବାସୀଙ୍କ ହୃଦୟର ଅତି କୋମଳ ସୂକ୍ଷ୍ମ ତନ୍ତ୍ରିକା ସ୍ୱର୍ଷ କରେ ତାହା ହିଁ ପଲ୍ଲୀ ପ୍ରାଣତା" ଏହି ଉକ୍ତି କାହାର
ଡଃ ନଟବର ସାମନ୍ତରାୟ ଲୋକ ସାହିତ୍ୟ କୁ କେଉଁ ସାହିତ୍ୟ ବୋଲି କହିଛନ୍ତି
Вже доступно! Дослідження Telegram за 2025 — головні інсайти року 
