fa
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

رفتن به کانال در Telegram

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

نمایش بیشتر
2 137
مشترکین
-224 ساعت
-37 روز
-1130 روز
آرشیو پست ها
ଲୋକ କଥା ର ଅଙ୍ଗ କୁ କଣ ବୋଲି କୁହା ଯାଏ
Anonymous voting

ଲୋକ କଥା ର ଆତ୍ମା କୁ କଣ ବୋଲି କୁହା ଯାଏ
Anonymous voting

କଥା ଲହରୀ ବା ଉତ୍କଳ କାହାଣୀ ସଂଗ୍ରହ ର ଲେଖକ କିଏ
Anonymous voting

ଉତ୍କଳ କାହାଣୀ ଦର୍ପଣ ର ଲେଖକ କିଏ
Anonymous voting

Folk Lore of Orissa କାହା ଦ୍ଵାରା ଓ କେବେ ପ୍ରକାଶନ ହୋଇଥଲା
Anonymous voting

Folk Lore of Orissa ର ଲେଖକ କିଏ
Anonymous voting

Folk tales of Orissa ପୁସ୍ତକ କାହା ଦ୍ଵାରା କଲିକତା ରେ ପ୍ରକାଶନ ହେଇଥିଲା
Anonymous voting

ଭାରତର ପ୍ରଥମ ଲୋକ ସଂଗ୍ରହ କାରୀ କିଏ ଥିଲେ
Anonymous voting

ଓଡ଼ିଶା ର ପ୍ରଥମ ଲୋକ କାହାଣୀ ସଂଗ୍ରହ କାରି କିଏ
Anonymous voting

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଙ୍କ ଉତ୍କଳ କାହାଣୀ କେତେ ଭାଗ ରେ ବିଭକ୍ତ
Anonymous voting

ଭଗବାନ ହୋତା ଙ୍କ ପ୍ରବାଦ ମାଳା କେବେ ପ୍ରକାଶିତ ହେଇଥିଲା
Anonymous voting

ଅପର୍ଣା ପଣ୍ଡା ଙ୍କ "ଢଗ ମାଳିକା ତତ୍ତ୍ଵ ବୋଧିନି" କେବେ ପ୍ରକାଶିତ ହେଇଥିଲା
Anonymous voting

"ଯାହା ପଲ୍ଲୀ ମଧ୍ୟରେ ବଞ୍ଚି ରହି ପଲ୍ଲୀ ବାସୀଙ୍କ ହୃଦୟର ଅତି କୋମଳ ସୂକ୍ଷ୍ମ ତନ୍ତ୍ରିକା ସ୍ୱର୍ଷ କରେ ତାହା ହିଁ ପଲ୍ଲୀ ପ୍ରାଣତା" ଏହି ଉକ୍ତି କାହାର
Anonymous voting

ଡଃ ନଟବର ସାମନ୍ତରାୟ ଲୋକ ସାହିତ୍ୟ କୁ କେଉଁ ସାହିତ୍ୟ ବୋଲି କହିଛନ୍ତି
Anonymous voting

ଶେଫାଳୀ ପ୍ରତୀ ଏକ କି ପ୍ରକାର ରଚନା
Anonymous voting

ତପସ୍ଵିନୀ ଏକ କି ପ୍ରକାର ସାହିତ୍ୟ
Anonymous voting

ବାଜି ରାଉତ ଏକ କି ପ୍ରକାର ସାହିତ୍ୟ
Anonymous voting

ଏମିଲୀ କି ପ୍ରକାର ସାହିତ୍ୟ
Anonymous voting

ଏମିଲି ପୁସ୍ତକ ର ଲେଖକ କିଏ
Anonymous voting

ଭାଗବତ ଏକ କି ପ୍ରକାର ରଚନା
Anonymous voting