uk
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

Відкрити в Telegram

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

Показати більше
2 121
Підписники
-524 години
-97 днів
-2330 день
Архів дописів
1800
1800

photo content

ଆଜି ଟିକେ ପ୍ରତିଭା ରାୟ ଙ୍କ ଉପନ୍ୟାସ ଉପରେ quiz Kariba...? Ready ତ ସବୁ

SPECIAL QUESTIONS...2 ଗୋଦାବରୀଶ ମହାପାତ୍ର ଙ୍କ କେଉଁ ଗଳ୍ପ ରେ ଫକୀର ମୋହନ ସେନାପତି ଙ୍କ "ପେଟେଣ୍ଟ ମେଡିସିନ" ର କଥା ବସ୍ତୁ ଅବିକଳ ଦେଖିବାକୁ ମିଳେ

💥ଆଜିର SPECIAL' QUESTIONS💥 1. ."ଓଡ଼ିଶା ରେ ଚାକିରି ଶସ୍ତା" ଏହା କହାଙ୍କ ଦ୍ଵାରା ରଚିତ....? 2.ଏହା ଏକ କେଉଁ ପ୍ରକାର ର ରଚନା..? 3.ଏହା କେଉଁ ସଙ୍କଳନ ରେ ପ୍ରକାଶିତ...? 4.ଏହାର ଲେଖକ କିଏ...? 5. ଏହା କେବେ ରଚିତ ହେଇଥିଲା..? ଗୋଟାଏ ମାତ୍ର ପ୍ରଶ୍ନ କିନ୍ତୁ 5ଟି ଉତ୍ତର ସେଠାରେ ଲୁଚି ରହିଛି ସମସ୍ତ ଙ୍କୁ ଉତ୍ତର ଦେବାକୁ ଅନୁରୋଧ ରହିଲା

Follow the STUDY WITH KRISHNA SIR channel on WhatsApp: https://whatsapp.com/channel/0029VaAh7EiGpLHKXZ95Ka0S

Bahut ସୁନ୍ଦର ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍

Kehi ଜଣେ ବି ans dela nai ଯେ

ଫକୀର ମୋହନ ସେନାପତି ଙ୍କ 4 ଗୋଟି ଉପନ୍ୟାସ ଯଥା 1 ଛ ମାଣ ଆଠଗୁଣ୍ଠ 2 ମାମୁଁ 3 ଲଛମା 4 ପ୍ରାୟଶ୍ଚିତ ଏହି 4 ଗୋଟି ଉପନ୍ୟାସ ର ରଚନା କଳା କେବେ ଏବଂ କେଉଁ ସବୁ ପତ୍ରିକା ରେ ପ୍ରକାଶନ ହେଇଥିଲା ଏବଂ ପୁସ୍ତକ ଆକାରରେ କେବେ ପ୍ରକାଶିତ ହେଇଥିଲା ..? ସମସ୍ତେ CMT କରି କୁହ

ଓଡ଼ିଶା ର ପ୍ରଥମେ କେଉଁ ମହିଳା ଜ୍ଞାନପୀଠ ପୁରସ୍କାର ପାଇଛନ୍ତି

ପ୍ରତିଭା ରାୟ କେଉଁ ଉପନ୍ୟାସ ପାଇଁ ଜ୍ଞାନପୀଠ ପୁରସ୍କାର ପାଇଛନ୍ତି

ଶାନ୍ତନୁ କୁମାର ଆଚାର୍ଯ୍ୟ କେଉଁ ଉପନ୍ୟାସ ପାଇଁ ସାରଳା ପୁରସ୍କାର ପାଇଛନ୍ତି

କେଉଁ ଉପନ୍ୟାସ ପାଇଁ ବିଭୂତି ପଟ୍ଟନାୟକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି

ସମସ୍ତ ଙ୍କ ans ଠିକ୍ ଅଛି ବହୁତ୍ ସୁନ୍ଦର keep it up

ଓଡ଼ିଆ ସାହିତ୍ୟ ସବୁଠାରୁ ଅଧିକ ଉପନ୍ୟାସ କିଏ ରଚନା କରିଛନ୍ତି ଏବଂ କେତୋଟି....?

photo content

ଖୁସି ଖବର ଯେଉଁ ମାନଙ୍କ SSB APPLY ବେଳେ ଯଦି କିଛି ଭୁଲ ହେଇ ଯାଇଛି ଆପଣ ମାନେ CORRECTION କରି ପାରିବେ

ଆଜି ପାଇଁ ଏତିକି ଥାଉ

ବନ୍ଧୁକ ଏକ କି ପ୍ରକାର ଶବ୍ଦ
Anonymous voting