STUDY WITH KRISHNA SIR ( OSOU)
رفتن به کانال در Telegram
ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ
نمایش بیشتر2 141
مشترکین
اطلاعاتی وجود ندارد24 ساعت
-17 روز
-1430 روز
آرشیو پست ها
ଆଜି ଟିକେ ପ୍ରତିଭା ରାୟ ଙ୍କ ଉପନ୍ୟାସ ଉପରେ quiz Kariba...? Ready ତ ସବୁ
SPECIAL QUESTIONS...2
ଗୋଦାବରୀଶ ମହାପାତ୍ର ଙ୍କ କେଉଁ ଗଳ୍ପ ରେ ଫକୀର ମୋହନ ସେନାପତି ଙ୍କ "ପେଟେଣ୍ଟ ମେଡିସିନ" ର କଥା ବସ୍ତୁ ଅବିକଳ ଦେଖିବାକୁ ମିଳେ
💥ଆଜିର SPECIAL' QUESTIONS💥
1. ."ଓଡ଼ିଶା ରେ ଚାକିରି ଶସ୍ତା" ଏହା କହାଙ୍କ ଦ୍ଵାରା ରଚିତ....?
2.ଏହା ଏକ କେଉଁ ପ୍ରକାର ର ରଚନା..?
3.ଏହା କେଉଁ ସଙ୍କଳନ ରେ ପ୍ରକାଶିତ...?
4.ଏହାର ଲେଖକ କିଏ...?
5. ଏହା କେବେ ରଚିତ ହେଇଥିଲା..?
ଗୋଟାଏ ମାତ୍ର ପ୍ରଶ୍ନ କିନ୍ତୁ 5ଟି ଉତ୍ତର ସେଠାରେ ଲୁଚି ରହିଛି
ସମସ୍ତ ଙ୍କୁ ଉତ୍ତର ଦେବାକୁ ଅନୁରୋଧ ରହିଲା
Follow the STUDY WITH KRISHNA SIR channel on WhatsApp: https://whatsapp.com/channel/0029VaAh7EiGpLHKXZ95Ka0S
ଫକୀର ମୋହନ ସେନାପତି ଙ୍କ 4 ଗୋଟି ଉପନ୍ୟାସ ଯଥା
1 ଛ ମାଣ ଆଠଗୁଣ୍ଠ
2 ମାମୁଁ
3 ଲଛମା
4 ପ୍ରାୟଶ୍ଚିତ
ଏହି 4 ଗୋଟି ଉପନ୍ୟାସ ର ରଚନା କଳା କେବେ ଏବଂ କେଉଁ ସବୁ ପତ୍ରିକା ରେ ପ୍ରକାଶନ ହେଇଥିଲା ଏବଂ ପୁସ୍ତକ ଆକାରରେ କେବେ ପ୍ରକାଶିତ ହେଇଥିଲା ..?
ସମସ୍ତେ CMT କରି କୁହ
କେଉଁ ଉପନ୍ୟାସ ପାଇଁ ବିଭୂତି ପଟ୍ଟନାୟକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି
ଓଡ଼ିଆ ସାହିତ୍ୟ ସବୁଠାରୁ ଅଧିକ ଉପନ୍ୟାସ କିଏ ରଚନା କରିଛନ୍ତି
ଏବଂ କେତୋଟି....?
ଖୁସି ଖବର ଯେଉଁ ମାନଙ୍କ SSB APPLY ବେଳେ ଯଦି କିଛି ଭୁଲ ହେଇ ଯାଇଛି ଆପଣ ମାନେ CORRECTION କରି ପାରିବେ
اکنون در دسترس! پژوهش تلگرام ۲۰۲۵ — مهمترین بینشهای سال 
