STUDY WITH KRISHNA SIR ( OSOU)
Відкрити в Telegram
ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ
Показати більше2 139
Підписники
-224 години
-37 днів
-1130 день
Архів дописів
ମନବୋଧ ଚଉତିଶା ରେ କବି କାହାକୁ ଉପଦେଶ ଦେଇ ବର୍ଣ୍ଣନା କରିଛନ୍ତି
"ଦରିଦ୍ର ହିନ ବୁଢ଼ା କୁ ଯେବେ ମୋତେ ଦେବୁ ବାହା
ଦୁଇ ନୟନ ରେ ମୋର ମରଣ ଦେଖିବୁ" ଏହି ପଦ ରେ କେଉଁ ରସ ଦେଖିବାକୁ ମିଳେ..?
"ଦରିଦ୍ର ହିନ ବୁଢ଼ା କୁ ଯେବେ ମୋତେ ଦେବୁ ବାହା
ଦୁଇ ନୟନ ରେ ମୋର ମରଣ ଦେଖିବୁ" ଏହା କେଉଁ ଚଉତିଶା ରୁ ଆନିତ..?
"ଘଟ ଘଟ ହୋଇ ଲାଳ ବହୁଛି ତୁଣ୍ଡର
ଘନ ଜଟା ଲୋଚା ଏକ ବାନ୍ଧିଚି ମୁଣ୍ଡର
ନ ଚିହ୍ନି ଇ ମନୁଷ୍ୟ ସେ ନ ଦେଖେ ନୟନ ନିକଟେ ଡାକିଲେ ନ ଶୁଣେ ତା ବେନି କର୍ଣ୍ଣ ନଖ ମୁଖ ଚକ୍ଷୁ ସ୍ଥାନ ପଶିଲା ଭିତର ନୂଆ ଖଣି ଖଣା ପ୍ରାୟେ ଦିଶୁଛି ଉଦର" ଏହା କେଉଁ ଚଉତିଶା ରୁ ଆନିତ
କଳସା ଚଉତିଶା କୁ ସାରଳା ଙ୍କ ପରବର୍ତ୍ତୀ ରଚନା ବୋଲି କିଏ କହିଛନ୍ତି
କଳସା ଚଉତିଶା କୁ ସାରଳା ଦାସ ଙ୍କ ପୂର୍ବ ବର୍ତ୍ତି ରଚନା ବୋଲି କିଏ କହିଛନ୍ତି
କ ଠାରୁ କ୍ଷ ପର୍ଯ୍ୟନ୍ତ ବ୍ୟଞ୍ଜନ ବର୍ଣ୍ଣ କୁ ନେଇ ରଚିତ ଗୀତି କବିତା କୁ କଣ ବୋଲି କୁହା ଯାଏ
ପାର୍ବତୀ ଙ୍କୁ ବିବାହ କରିବାକୁ ଆସିଥିବା ସମୟ ରେ ଈଶ୍ୱର କେଉଁ ବେଶ ଧରି ଆସିଥିଲେ
କଳସା ଚଉତିଶା ଗୀତ ଟି ରେ କେତେ ପାଦ ରେ ଗୋଟିଏ ପଦ ହୋଇ ରଚନା ହୋଇ ଅଛି
ଶିବ କେଉଁ ବେଶ ରେ ଆସି ପାର୍ବତୀ ଙ୍କୁ ବିବାହ କରିଥିଲେ ବୋଲି" କଳସା ଚଉତିଶା" ରେ ବର୍ଣ୍ଣିତ
Вже доступно! Дослідження Telegram за 2025 — головні інсайти року 
