fa
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

رفتن به کانال در Telegram

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

نمایش بیشتر
2 139
مشترکین
-224 ساعت
-37 روز
-1130 روز
آرشیو پست ها
ମନବୋଧ ଚଉତିଶା ରେ କବି କାହାକୁ ଉପଦେଶ ଦେଇ ବର୍ଣ୍ଣନା କରିଛନ୍ତି
Anonymous voting

ମନବୋଧ ଚଉତିଶା ଏକ କେଉଁ ପ୍ରକାର ର ବିଷୟ କୁ ନେଇ ରଚିତ
Anonymous voting

ମନୋବଧ ଚଉତିଶା ପାଇଁ କିଏ ଘରେ ଘରେ ପରିଚିତ
Anonymous voting

"ଦରିଦ୍ର ହିନ ବୁଢ଼ା କୁ ଯେବେ ମୋତେ ଦେବୁ ବାହା ଦୁଇ ନୟନ ରେ ମୋର ମରଣ ଦେଖିବୁ" ଏହି ପଦ ରେ କେଉଁ ରସ ଦେଖିବାକୁ ମିଳେ..?
Anonymous voting

"ଦରିଦ୍ର ହିନ ବୁଢ଼ା କୁ ଯେବେ ମୋତେ ଦେବୁ ବାହା ଦୁଇ ନୟନ ରେ ମୋର ମରଣ ଦେଖିବୁ" ଏହା କେଉଁ ଚଉତିଶା ରୁ ଆନିତ..?
Anonymous voting

"ଘଟ ଘଟ ହୋଇ ଲାଳ ବହୁଛି ତୁଣ୍ଡର ଘନ ଜଟା ଲୋଚା ଏକ ବାନ୍ଧିଚି ମୁଣ୍ଡର ନ ଚିହ୍ନି ଇ ମନୁଷ୍ୟ ସେ ନ ଦେଖେ ନୟନ ନିକଟେ ଡାକିଲେ ନ ଶୁଣେ ତା ବେନି କର୍ଣ୍ଣ ନଖ ମୁଖ ଚକ୍ଷୁ ସ୍ଥାନ ପଶିଲା ଭିତର ନୂଆ ଖଣି ଖଣା ପ୍ରାୟେ ଦିଶୁଛି ଉଦର" ଏହା କେଉଁ ଚଉତିଶା ରୁ ଆନିତ
Anonymous voting

କଳସା ଚଉତିଶା କୁ ସାରଳା ଙ୍କ ପରବର୍ତ୍ତୀ ରଚନା ବୋଲି କିଏ କହିଛନ୍ତି
Anonymous voting

କଳସା ଚଉତିଶା କୁ ସାରଳା ଦାସ ଙ୍କ ପୂର୍ବ ବର୍ତ୍ତି ରଚନା ବୋଲି କିଏ କହିଛନ୍ତି
Anonymous voting

ମାଳବି ବା ବରାଢି ରାଗ ରେ କେଉଁ ଚଉତିଶା ରଚିତ
Anonymous voting

ଓଡ଼ିଶା ର ପ୍ରଥମ ଚଉତିଶା କାହାକୁ କୁହା ଯାଏ
Anonymous voting

କ ଠାରୁ କ୍ଷ ପର୍ଯ୍ୟନ୍ତ ବ୍ୟଞ୍ଜନ ବର୍ଣ୍ଣ କୁ ନେଇ ରଚିତ ଗୀତି କବିତା କୁ କଣ ବୋଲି କୁହା ଯାଏ
Anonymous voting

କଳସା ଚଉତିଶା ରେ ସର୍ବମୋଟ କେତେଟା ପଦ ରହି ଅଛି
Anonymous voting

ପାର୍ବତୀ ଙ୍କୁ ବିବାହ କରିବାକୁ ଆସିଥିବା ସମୟ ରେ ଈଶ୍ୱର କେଉଁ ବେଶ ଧରି ଆସିଥିଲେ
Anonymous voting

କଳସା ଚଉତିଶା ଗୀତ ଟି ରେ କେତେ ପାଦ ରେ ଗୋଟିଏ ପଦ ହୋଇ ରଚନା ହୋଇ ଅଛି
Anonymous voting

ଶିବ କେଉଁ ବେଶ ରେ ଆସି ପାର୍ବତୀ ଙ୍କୁ ବିବାହ କରିଥିଲେ ବୋଲି" କଳସା ଚଉତିଶା" ରେ ବର୍ଣ୍ଣିତ
Anonymous voting

ଶିବ ଙ୍କ ଶଶୁର ଙ୍କ ନାମ କଣ
Anonymous voting

ଶିବ ଙ୍କ ଶାଶୁ ଙ୍କ ନାମ କଣ
Anonymous voting

କଳସା ଚଉତିଶା କେବେ ରଚିତ ହୋଇଥିଲା
Anonymous voting

କଳସା ଚଉତିଶା ରେ କେତୋଟି ବ୍ୟଞ୍ଜନ ବର୍ଣ୍ଣ ରହିଅଛି
Anonymous voting

କଳସା ଚଉତିଶା କେଉଁ ନିୟମ କୁ ନେଇ ବର୍ଣ୍ଣିତ
Anonymous voting