STUDY WITH KRISHNA SIR ( OSOU)
Відкрити в Telegram
ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ
Показати більше2 142
Підписники
Немає даних24 години
-47 днів
-1830 день
Архів дописів
Repost from N/a
ଏହା କେବଳ ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ VALID ରହିବ ଯେଉଁ ମାନେ ଇଚ୍ଛୁକ ଅଛନ୍ତି ଏବେ ହିଁ JOIN କରି ନିଅନ୍ତୁ
କେବଳ 549
9078507424 NO ରେ PAID କରି JOIN କରି ପାରିବେ
PAID କରିବା ପରେ SCREEN SHOT ପଠେଇବାକୁ ଭୁଲିବେ ନାହିଁ
WebPortal | Odisha State Open University (OSOU), Sambalpur, Odisha
https://webportal.osou.ac.in/search-result.php
PROJECT ସମସ୍ତଙ୍କ APPROVAL ଆସି ଯାଇଛି ଯେଉଁ ମାନଙ୍କ BACK ଅଛି ସେମାନେ ଏବେ PORJECT MAIL କରି ପାରିବେ
WITH PROPER WAY RE କରିବେ
ଯେଉଁ ମାନଙ୍କ back ଲାଗିଥିଲା ( 2020,2021,2022 batch)ସେମାନଙ୍କ ଶେଷ ସୁଯୋଗ project submit କରିବା ପାଇଁ
ଆପଣଙ୍କୁ ଆଉ କୌଣସି study center ରେ ଦେବାକୁ ପଡ଼ିବ ନାହିଁ pdf ku ଆପଣ mail ମାଧ୍ୟମରେ send କରି ଦେବେ ଆପଣ ଙ୍କ mark ଆସିଯିବ
Last date last chance 27/05/2026
ତା ପୂର୍ବରୁ synopsis କୁ ଅପଲୋଡ଼ କରିବାକୁ ହବ ଶେଷ ତାରିଖ 15/05/2026
ଯାହାକୁ ପ୍ରୋଜେକ୍ଟ ଦରକାର ସେମାନେ mote 9078507424 ରେ msg କରି ପାରିବେ
କେବଳ ଓଡ଼ିଆ ପିଲା ଙ୍କୁ ମୁ ପ୍ରୋଜେକ୍ଟ ଦେଇ ପାରିବି
ସମସ୍ତଙ୍କୁ ଦ୍ୱିତୀୟ ଦିନ ପରୀକ୍ଷା ରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ସବୁ ଲେଖିକି ଆସିବ କୌଣସି questions chhadiba ନାହିଁ
Form fillup last date jeun mane 2024-2025 ମସିହାରେ admission କରିଥିଲେ ସେମାନେ ଯଦି କୌଣସି କାରଣ ବଶତଃ 1ST କିମ୍ବା 2ND SEM ଦେଇ ପାରି ନଥିଲେ ସେମାନେ ଏବେ ହିଁ FORM FILLUP କରି ନିଅନ୍ତୁ କାରଣ ଆଜି ହେଉଛି ଶେଷ ଦିନ
Admit card ଆସିଗଲା
ଆଉ ଯେଉଁ ମାନେ form fillup କରି ପାରି ନଥିଲେ ସେମାନେ ଏବେ ହିଁ ଫର୍ମ ପୂରଣ କରି ନିଅନ୍ତୁ
ଏମିତି ସୁଯୋଗ ଆଉ ମିଳିବ ନାହିଁ
Form fillup option ଆସିଚି ଯେଉଁ ମାନେ କରି ପାରି ନଥିଲେ କରି ନେବେ ଶେଷ chance
Вже доступно! Дослідження Telegram за 2025 — головні інсайти року 
