ch
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

前往频道在 Telegram

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

显示更多
2 144
订阅者
无数据24 小时
+77 天
+530 天
帖子存档
ORDER HEIGALA ସବୁ RECIEVE କରି ନେବେ ଯେଉଁ ଦିନ ବି ଆସିବ ମୋ ତରଫରୁ ଗୋଟିଏ ଛୋଟିଆ ଉପହାର ଭାବିନେବେ କମ୍ ଦାମ୍ ଅଧିକ ଦାମ୍ ଭାବିବେ ନାହିଁ ଯେତିକ
+1
ORDER HEIGALA ସବୁ RECIEVE କରି ନେବେ ଯେଉଁ ଦିନ ବି ଆସିବ ମୋ ତରଫରୁ ଗୋଟିଏ ଛୋଟିଆ ଉପହାର ଭାବିନେବେ କମ୍ ଦାମ୍ ଅଧିକ ଦାମ୍ ଭାବିବେ ନାହିଁ ଯେତିକି ସାମର୍ଥ୍ୟ ସେଇ ହିସାବରେ କରିଛି ତେଣୁ ବାଛ ବିଚାର କରିବେ ନାହି 🙏

WINNER (1).pdf1.56 KB

ଯେଉଁ ମାନେ ସବୁ WINNER ହେଇଥିଲ ସେମାନେ ନିଜ ନିଜ ADDRESS କୁ ମୋତେ ପଠେଇବାକୁ ଅନୁରୋଧ ସମ୍ପୂର୍ଣ୍ଣ ଠିକଣା ଦେବେ FLIPKART ଏବଂ POSTAL ADDRESS 2ଟି ଦେବାକୁ ଅନୁରୋଧ ନିଜ ନାମ ଠିକଣା ମୋବାଇଲ NO

photo content

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (OSOU), ସମ୍ବଲପୁରସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନାସମସ୍ତ ଶିକ୍ଷାର୍ଥୀଙ୍କୁ ଏତଦ୍ୱାରା ଅବଗତ କରାଯାଉଛି ଯେ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (OSOU)ର ଯେକୌଣସି ଅଫିସିଆଲ୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ କରାଯାଇଥିବା କୌଣସି ବି ଅନୁପଯୁକ୍ତ, ମାନହାନିକର, ଅପଶବ୍ଦପୂର୍ଣ୍ଣ, ବିଭ୍ରାନ୍ତିକର କିମ୍ବା ବେଆଇନ କାର୍ଯ୍ୟକଳାପ (ଯେପରିକି କମେଣ୍ଟ, ପୋଷ୍ଟ, ମେସେଜ୍ କିମ୍ବା ଅନ୍ୟ କୌଣସି ଡିଜିଟାଲ୍ ଯୋଗାଯୋଗ)କୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯିବ।ଶିକ୍ଷାର୍ଥୀମାନଙ୍କୁ କଠୋର ଭାବେ ପରାମର୍ଶ ଦିଆଯାଉଛି ଯେ:ସମସ୍ତ ଅଫିସିଆଲ୍ OSOU ସୋସିଆଲ ମିଡିଆ ପ୍ଲାଟଫର୍ମରେ କଥାବାର୍ତ୍ତା ବା ଆଲୋଚନା କରିବା ସମୟରେ ଶାଳୀନତା, ଶୃଙ୍ଖଳା ଏବଂ ସମ୍ମାନ ବଜାୟ ରଖନ୍ତୁ।ବିଶ୍ୱବିଦ୍ୟାଳୟ, ଏହାର ଅଧିକାରୀ, ଅଧ୍ୟାପକ, କର୍ମଚାରୀ କିମ୍ବା ସହପାଠୀ ଶିକ୍ଷାର୍ଥୀମାନଙ୍କ ବିରୁଦ୍ଧରେ କୌଣସି ମିଥ୍ୟା, ବିଭ୍ରାନ୍ତିକର, ମାନହାନିକର, ଅପମାନଜନକ କିମ୍ବା ଆପତ୍ତିଜନକ ବିଷୟବସ୍ତୁ ପୋଷ୍ଟ କିମ୍ବା ସେୟାର କରିବାରୁ ବିରତ ରୁହନ୍ତୁ।ଗୁଜବ ପ୍ରଚାର କରିବା, ଗପସପରେ ଲିପ୍ତ ରହିବା, ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କୁ ଉତ୍ତର ଖାତା ସେୟାର କରିବା କିମ୍ବା ଆସାଇନମେଣ୍ଟ ଉତ୍ତର ବିକ୍ରି କରିବା ଭଳି ବେଆଇନ କିମ୍ବା ଶୃଙ୍ଖଳାହୀନ କାର୍ଯ୍ୟରେ ଅନ୍ୟମାନଙ୍କୁ ପ୍ରଭାବିତ କିମ୍ବା ଉତ୍ସାହିତ କରିବାରୁ ଦୂରେଇ ରୁହନ୍ତୁ।ବିଶ୍ୱବିଦ୍ୟାଳୟରୁ ଆନୁଷ୍ଠାନିକ ଅନୁମତି ନନେଇ କୌଣସି ଅନଧିକୃତ ଉଦ୍ଦେଶ୍ୟରେ ବିଶ୍ୱବିଦ୍ୟାଳୟର ନାମ, ଲୋଗୋ, ପରିଚୟ କିମ୍ବା ଅଫିସିଆଲ୍ ପ୍ଲାଟଫର୍ମର ଅପବ୍ୟବହାର କରନ୍ତୁ ନାହିଁ।ସମସ୍ତ ଅନଲାଇନ୍ କାର୍ଯ୍ୟକଳାପ ଯେପରି ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ (ସଂଶୋଧିତ) ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନଗତ ବ୍ୟବସ୍ଥା ସହିତ ଭାରତର ସମସ୍ତ ଆଇନ ଅନୁସାରେ ହେଉ, ତାହା ନିଶ୍ଚିତ କରନ୍ତୁ।ଏହି ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଥିବା କିମ୍ବା ବିଶ୍ୱବିଦ୍ୟାଳୟର ସୁନାମ, କାର୍ଯ୍ୟକଳାପ କିମ୍ବା ଆଇନଗତ କାର୍ଯ୍ୟକାରିତା ପାଇଁ କ୍ଷତିକାରକ କୌଣସି କାର୍ଯ୍ୟରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ବିଶ୍ୱବିଦ୍ୟାଳୟ ଦ୍ୱାରା କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଆବଶ୍ୟକ ସ୍ଥଳେ, ପ୍ରଚଳିତ ଆଇନ ଅନୁଯାୟୀ ତଦନ୍ତ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ମାମଲା ସାଇବର କ୍ରାଇମ ସେଲ୍ ଏବଂ ଅନ୍ୟାନ୍ୟ ସକ୍ଷମ ଆଇନ ପ୍ରଣୟନକାରୀ କର୍ତ୍ତୃପକ୍ଷଙ୍କୁ ମଧ୍ୟ ରିପୋର୍ଟ କରାଯାଇପାରେ।ତେଣୁ, ସମସ୍ତ ଶିକ୍ଷାର୍ଥୀଙ୍କୁ ଦାୟିତ୍ୱବାନ ଭାବେ କାର୍ଯ୍ୟ କରିବାକୁ, ସୋସିଆଲ ମିଡିଆର ନୈତିକ ବ୍ୟବହାର କରିବାକୁ ଏବଂ କୌଣସି ବେଆଇନ, ଅପମାନଜନକ କିମ୍ବା ଶୃଙ୍ଖଳାହୀନ ଅନଲାଇନ୍ କାର୍ଯ୍ୟକଳାପରେ ଭାଗ ନେବା କିମ୍ବା ସେଥିପାଇଁ ଉତ୍ସାହିତ କରିବାରୁ ବିରତ ରହିବାକୁ ପରାମର୍ଶ ଦିଆଯାଉଛି।

ODISHA STATE OPEN UNIVERSITY (OSOU), SAMBALPUR IMPORTANT NOTICE TO ALL LEARNERS All learners are hereby informed that any inappropriate, defamatory, abusive, misleading, or unlawful activity on any official social media platform of Odisha State Open University (OSOU), including comments, posts, messages, or any other digital communication, will be viewed very seriously. Learners are strictly advised to: Maintain decorum, discipline, and respect while interacting on all official OSOU social media platforms. Refrain from posting or sharing false, misleading, defamatory, offensive, or objectionable content against the University, its officials, faculty, staff, or fellow learners. Avoid spreading rumours, engaging in gossip, provoking or encouraging others to participate in unlawful or disruptive activities like sharing answer paper or selling assignment answers to learners through social media platforms. Not misuse the University's name, logo, identity, or official platforms for any unauthorised purpose without taking official permission from the University. Ensure that all online activities comply with the laws of India, including the provisions of the Information Technology Act, 2000 (as amended) and other relevant legal provisions. Any individual found violating these instructions or involved in any activity that is detrimental to the reputation, functioning, or lawful operations of the University may face strict disciplinary action by the University. In appropriate cases, the matter may also be reported to the Cyber Crime Cell and other competent law enforcement authorities for investigation and legal action, wherever warranted under applicable law. All learners are therefore advised to act responsibly, use social media ethically, and refrain from participating in or encouraging any unlawful, offensive, or disruptive online activities. WELL-DONE OSOU ASSIGNMENT ବିକ୍ରି କୁ ରୋକିବାକୁ ହେବ

ASSIGNMENT UPLOAD ର ଆଉ ଗୋଟିଏ ଦିନ ରହିଲା ଯେଉଁ ମାନେ କରି ନାହାନ୍ତି କରି ନେବେ WITHOUT FINE ରେ

WINNER (1).pdf1.56 KB

ADMISSION DATE EXTENSION UPTO 15TH SEPTEMBER 2026
ADMISSION DATE EXTENSION UPTO 15TH SEPTEMBER 2026

06.09.2026 ରେ ଯେଉଁ EXAM ହେବାର ଥିଲା ତାହା 07.09.2026 କୁ EXTEND ହେଇଚି କାରଣ ସେଇଦିନ CTET EXAM ଅଛି
06.09.2026 ରେ ଯେଉଁ EXAM ହେବାର ଥିଲା ତାହା 07.09.2026 କୁ EXTEND ହେଇଚି କାରଣ ସେଇଦିନ CTET EXAM ଅଛି

ଖୁସି ଖବର ଯେଉଁ ମାନଙ୍କ 2022 ରେ back ଥିଲା osou pg ସେମାନେ form fillup again କରି ପାରିବେ Exam september ମାସରେ ହେବ ତେଣୁ ଏମିତି chance
ଖୁସି ଖବର ଯେଉଁ ମାନଙ୍କ 2022 ରେ back ଥିଲା osou pg ସେମାନେ form fillup again କରି ପାରିବେ Exam september ମାସରେ ହେବ ତେଣୁ ଏମିତି chance ଆଉ ମିଳିବ ନାହିଁ ଶୀଘ୍ର ଶୀଘ୍ର ଯାହାର back ଅଛି ସେମାନେ form fillup କରି ନେବେ

Happy independence day to all of u ଯେଉଁ ମାନେ ଦେଶ ରେ ରହି ଦେଶ ବିରୋଧୀ କାମ ,ଯେଉଁ ମାନେ ଦେଶ ର ଖାଇ ଦେଶ ଦ୍ରୋହୀ କାମ,ଯେଉଁ ମାନେ ଏହି ଦେଶ ରେ ରହି ଦେଶ କୁ ଘୃଣା କରୁଥିବା ସମସ୍ତ ଭାଇ ଭଉଣୀ, ସାଙ୍ଗ ସାଥୀ ,ବନ୍ଧୁ ବାନ୍ଧବ ଙ୍କୁ ମଧ୍ୟ ସ୍ୱାଧୀନତା ଦିବସ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

LATE FINE 500 EXTRAA ଦେବାକୁ ପଡିବ ଯେଉଁ ମାନେ କରି ନାହୋ କରିନେବ
LATE FINE 500 EXTRAA ଦେବାକୁ ପଡିବ ଯେଉଁ ମାନେ କରି ନାହୋ କରିନେବ

record.ogg14.54 MB