uk
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

Відкрити в Telegram

Показати більше
1 643
Підписники
Немає даних24 години
-37 днів
-3130 день
Архів дописів
Pg,+3 ଏବଂ pg diploma program ର ସବୁ exam date change hei nuare ଆସିବ
Pg,+3 ଏବଂ pg diploma program ର ସବୁ exam date change hei nuare ଆସିବ

(OSOU ALL SEMESTER FORM FILLUP ) 29 JAN 2024 ରାତି 11.30 pm ଅର୍ଥାତ୍ ଆଜି Form fillup ର ଶେଷ ଦିନ ଯେଉଁମାନେ କରି ନାହାନ୍ତି ଏବେ ହିଁ କରି ନିଅନ୍ତୁ..... ଯଦି ନିଜେ କରି ପାରୁ ନାହାନ୍ତି NET CAFE କୁ ଯାଇ କରନ୍ତୁ । ଯିଏ ବି form fillup କରୁଚ payment କରିବା ସମୟରେ back କରିବନି କି refresh ବି କରିବନି ନ ହେଲେ ସେ payment failed ହେଇଯିବ ।ଆଉ ସେ ପଇସା କେବେ ଫେରିବ ଜଣା ନାଇଁ ।

ପୁଣି form fillup  ପାଈଁ 1 week time ଦିଆ ଯାଇଛି । ଯିଏ କରିନ କରିନେବ ।

(OSOU ALL SEMESTER FORM FILLUP ) 13 JAN 2024 11.30 pm ଅର୍ଥାତ୍ ଆସନ୍ତାକାଲି Form fillup ର ଶେଷ ଦିନ ଯେଉଁମାନେ କରି ନାହାନ୍ତି ଏବେ ହିଁ କରି ନିଅନ୍ତୁ..... ଯଦି ନିଜେ କରି ପାରୁ ନାହାନ୍ତି NET CAFE କୁ ଯାଇ କରନ୍ତୁ । ଯିଏ ବି form fillup କରୁଚ payment କରିବା ସମୟରେ back କରିବନି କି refresh ବି କରିବନି ନ ହେଲେ ସେ payment failed ହେଇଯିବ ।ଆଉ ସେ ପଇସା କେବେ ଫେରିବ ଜଣା ନାଇଁ ।

(OSOU ALL SEMESTER FORM FILLUP ) 06 JAN 2024 11.30 pm ଅର୍ଥାତ୍ ଆଜି Form fillup ର ଶେଷ ଦିନ ଯେଉଁମାନେ କରି ନାହାନ୍ତି ଏବେ ହିଁ କରି ନିଅନ୍ତୁ..... ଯଦି ନିଜେ କରି ପାରୁ ନାହାନ୍ତି NET CAFE କୁ ଯାଇ କରନ୍ତୁ । ଯିଏ ବି form fillup କରୁଚ payment କରିବା ସମୟରେ back କରିବନି କି refresh ବି କରିବନି ନ ହେଲେ ସେ payment failed ହେଇଯିବ ।ଆଉ ସେ ପଇସା କେବେ ଫେରିବ ଜଣା ନାଇଁ ।