1 643
Subscribers
No data24 hours
-37 days
-3130 days
Posts Archive
Pg,+3 ଏବଂ pg diploma program ର ସବୁ exam date change hei nuare ଆସିବ
(OSOU ALL SEMESTER FORM FILLUP )
29 JAN 2024 ରାତି 11.30 pm ଅର୍ଥାତ୍ ଆଜି Form fillup ର ଶେଷ ଦିନ
ଯେଉଁମାନେ କରି ନାହାନ୍ତି ଏବେ ହିଁ କରି ନିଅନ୍ତୁ.....
ଯଦି ନିଜେ କରି ପାରୁ ନାହାନ୍ତି NET CAFE କୁ ଯାଇ କରନ୍ତୁ ।
ଯିଏ ବି form fillup କରୁଚ payment କରିବା ସମୟରେ back କରିବନି କି refresh ବି କରିବନି ନ ହେଲେ ସେ payment failed ହେଇଯିବ ।ଆଉ ସେ ପଇସା କେବେ ଫେରିବ ଜଣା ନାଇଁ ।
ପୁଣି form fillup ପାଈଁ 1 week time ଦିଆ ଯାଇଛି । ଯିଏ କରିନ କରିନେବ ।
(OSOU ALL SEMESTER FORM FILLUP )
13 JAN 2024 11.30 pm ଅର୍ଥାତ୍ ଆସନ୍ତାକାଲି Form fillup ର ଶେଷ ଦିନ
ଯେଉଁମାନେ କରି ନାହାନ୍ତି ଏବେ ହିଁ କରି ନିଅନ୍ତୁ.....
ଯଦି ନିଜେ କରି ପାରୁ ନାହାନ୍ତି NET CAFE କୁ ଯାଇ କରନ୍ତୁ ।
ଯିଏ ବି form fillup କରୁଚ payment କରିବା ସମୟରେ back କରିବନି କି refresh ବି କରିବନି ନ ହେଲେ ସେ payment failed ହେଇଯିବ ।ଆଉ ସେ ପଇସା କେବେ ଫେରିବ ଜଣା ନାଇଁ ।
(OSOU ALL SEMESTER FORM FILLUP )
06 JAN 2024 11.30 pm ଅର୍ଥାତ୍ ଆଜି Form fillup ର ଶେଷ ଦିନ
ଯେଉଁମାନେ କରି ନାହାନ୍ତି ଏବେ ହିଁ କରି ନିଅନ୍ତୁ.....
ଯଦି ନିଜେ କରି ପାରୁ ନାହାନ୍ତି NET CAFE କୁ ଯାଇ କରନ୍ତୁ ।
ଯିଏ ବି form fillup କରୁଚ payment କରିବା ସମୟରେ back କରିବନି କି refresh ବି କରିବନି ନ ହେଲେ ସେ payment failed ହେଇଯିବ ।ଆଉ ସେ ପଇସା କେବେ ଫେରିବ ଜଣା ନାଇଁ ।
Available now! Telegram Research 2025 — the year's key insights 