ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)
Відкрити в Telegram
Показати більше
1 639
Підписники
+124 години
-27 днів
-2430 день
Архів дописів
ଶିଶୁଦିବସ ଅବସରରେ ସମସ୍ତ ଙ୍କୁ ମୋର ଶୁଭେଚ୍ଛା 🙏ଏବଂ ଶ୍ରଦ୍ଧା ......
😊 ମୁଁ ଶିଶୁଟିଏ 😊
ମୁଁ ଶିଶୁ ଟିଏ,..... ମୁଁ ଶିଶୁ ଟିଏ................
କୋମଳ ଅଟେ.... ମୋର ମନ ଟିଏ........(2)
ଭଲ, ମନ୍ଦ............ ଛନ୍ଦ,କପଟ.,
ମୋତେ ଏ ସମାଜ ଶିଖାଏ..............l
ମୁଁ ଶିଶୁଟିଏ..... ମୁଁ ଶିଶୁଟିଏ..............,
ମାରନା.. ମୋତେ... ମାରନା............... 🙏
ଚକଟା ମାଟିରୁ ..... ସୃଷ୍ଟି ହୁଏ ମୁଁ ....
ଯେମିତି ଦେଖିବି, .... ଆଉ ଯେମିତି ଶିଖିବି
ସେମିତି......... ହୋଇବି........... I
ମାରନା.. ମାରନା... ମୋତେ.. ମାରନା.. 🙏
ଶିଶୁ ଭୃଣହତ୍ୟା ପରି....... ପାପ କାର୍ଯ୍ୟ ପରି
ଭୁଲ ଜମା କର ନା................. 🙏
ମୁଁ ଝିଅ ହୁଏ,.......... ଅଥବା ପୁଅ ଟିଏ.........
ବଡ଼ ହୋଇ ନିଶ୍ଚେ ସମାଜ ସେବିବୀ......
ମାରନା...... ମୋତେ.. ମାରନା........ 🙏
ମୁଁ ଶିଶୁଟିଏ... ମୁଁ ଶିଶୁଟିଏ.... ମୁଁ ଶିଶୁଟିଏ....
ଏଇ ଶିଶୁଥିଲେ ଦିନେ.... ଗପବନ୍ଧୁ ଦାସ., ଜବାହର ଲାଲ ନେହେରୁ,.. ଓ
ମୀରା ବାଇ,ଙ୍କପରି......ଦେଶସେବୀ ଗଣ..🙏
ସେଇ ଶିଶୁ ରୁ........ ହୋଇ ଦିନେ ବଡ଼.......
ଆଜି ଆମ ଦେଶ ର......ଯଶ ରଖିଯାଇଛନ୍ତି..
ମୁଁ ଶିଶୁଆଜି... ମୋତେ ବଞ୍ଚିବାକୁ ଦିଅ
ମୋତେ ବଞ୍ଚିବାକୁ ଦିଅ..... 🙏
ମୁଁ ଶିଶୁଟିଏ.... ମୁଁ ଶିଶୁଟିଏ.. ମୁଁ ଶିଶୁଟିଏ...
* END *
NEW ADMISSION DATE HAS BEEN EXTENDED UPTO 15.11.2022
New admission +୩ & PG ର ଆଜି last date ଆପଣ ମାନଙ୍କ ସାଙ୍ଗସାଥୀ ବନ୍ଧୁ ପରିଜନ ଯେଉଁ ମାନେ ବି join କରିବା ପାଇଁ ଚାହୁଁଛନ୍ତି ଆଜି admission କରିଦିଅନ୍ତୁ
ଯଦି କିଛି ଅସୁବିଧା ହେଉଛି ତେବେ ମେସେଜ କରିବେ @KUNASIRKJR
Вже доступно! Дослідження Telegram за 2025 — головні інсайти року 
