ar
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

الذهاب إلى القناة على Telegram
1 639
المشتركون
-224 ساعات
-47 أيام
-2630 أيام
أرشيف المشاركات
ଶିଶୁଦିବସ ଅବସରରେ ସମସ୍ତ ଙ୍କୁ ମୋର ଶୁଭେଚ୍ଛା 🙏ଏବଂ ଶ୍ରଦ୍ଧା ...... 😊 ମୁଁ ଶିଶୁଟିଏ 😊 ମୁଁ ଶିଶୁ ଟିଏ,..... ମୁଁ ଶିଶୁ ଟିଏ................ କୋମଳ ଅଟେ.... ମୋର ମନ ଟିଏ........(2) ଭଲ, ମନ୍ଦ............ ଛନ୍ଦ,କପଟ., ମୋତେ ଏ ସମାଜ ଶିଖାଏ..............l ମୁଁ ଶିଶୁଟିଏ..... ମୁଁ ଶିଶୁଟିଏ.............., ମାରନା.. ମୋତେ... ମାରନା............... 🙏 ଚକଟା ମାଟିରୁ ..... ସୃଷ୍ଟି ହୁଏ ମୁଁ .... ଯେମିତି ଦେଖିବି, .... ଆଉ ଯେମିତି ଶିଖିବି ସେମିତି......... ହୋଇବି........... I ମାରନା.. ମାରନା... ମୋତେ.. ମାରନା.. 🙏 ଶିଶୁ ଭୃଣହତ୍ୟା ପରି....... ପାପ କାର୍ଯ୍ୟ ପରି ଭୁଲ ଜମା କର ନା................. 🙏 ମୁଁ ଝିଅ ହୁଏ,.......... ଅଥବା ପୁଅ ଟିଏ......... ବଡ଼ ହୋଇ ନିଶ୍ଚେ ସମାଜ ସେବିବୀ...... ମାରନା...... ମୋତେ.. ମାରନା........ 🙏 ମୁଁ ଶିଶୁଟିଏ... ମୁଁ ଶିଶୁଟିଏ.... ମୁଁ ଶିଶୁଟିଏ.... ଏଇ ଶିଶୁଥିଲେ ଦିନେ.... ଗପବନ୍ଧୁ ଦାସ., ଜବାହର ଲାଲ ନେହେରୁ,.. ଓ ମୀରା ବାଇ,ଙ୍କପରି......ଦେଶସେବୀ ଗଣ..🙏 ସେଇ ଶିଶୁ ରୁ........ ହୋଇ ଦିନେ ବଡ଼....... ଆଜି ଆମ ଦେଶ ର......ଯଶ ରଖିଯାଇଛନ୍ତି.. ମୁଁ ଶିଶୁଆଜି... ମୋତେ ବଞ୍ଚିବାକୁ ଦିଅ ମୋତେ ବଞ୍ଚିବାକୁ ଦିଅ..... 🙏 ମୁଁ ଶିଶୁଟିଏ.... ମୁଁ ଶିଶୁଟିଏ.. ମୁଁ ଶିଶୁଟିଏ... * END *

NEW ADMISSION DATE HAS BEEN EXTENDED UPTO 15.11.2022

New admission +୩ & PG ର ଆଜି last date ଆପଣ ମାନଙ୍କ ସାଙ୍ଗସାଥୀ ବନ୍ଧୁ ପରିଜନ ଯେଉଁ ମାନେ ବି join କରିବା ପାଇଁ ଚାହୁଁଛନ୍ତି ଆଜି admission କରିଦିଅନ୍ତୁ ଯଦି କିଛି ଅସୁବିଧା ହେଉଛି ତେବେ ମେସେଜ କରିବେ @KUNASIRKJR

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର) - إحصائيات وتحليلات قناة تيليجرام @osou4thsem