uk
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

Відкрити в Telegram

Показати більше
1 641
Підписники
-324 години
-47 днів
-2630 день
Архів дописів
ପୁଣି ଥରେ କହୁଚି ଯେଉଁ ମାନେ ନିଜ ନିଜ profile ରେ କୌଣସି dp ରଖୁ ନାହାନ୍ତି ସେମାନେ ଏହି ଆମ ଠାକୁର ଙ୍କ dp କୁ ରଖିବାକୁ ଅନୁରୋଧ ଯଦି କୌଣସି ଅନ୍ୟ ଧର୍ମ ର ପିଲା ଥାଆନ୍ତି ତେବେ ସେମାନଙ୍କୁ ରଖିବାକୁ ବାଧ୍ୟ ନାହି କିନ୍ତୁ ଯେଉଁ ମାନେ ହିନ୍ଦୁ ଧର୍ମ ର ପିଲା ମାନେ ଏବଂ ସେମାନେ ଆମ ଜଗନ୍ନାଥ ଠାକୁର ଙ୍କୁ ଭଲ ପାଆନ୍ତି ତେବେ ସେମାନେ ରଖିବେ

daily quiz ପାଇଁ ଏହି ଗୃପରେ join ହେଇ ଯାଆନ୍ତୁ ସମସ୍ତେ ସେଥିରେ ସମସ୍ତଙ୍କ ପାଇଁ message allow ଅଛି https://t.me/+sPPNXEhDkPVhNDc1

ଏମିତି ସବୁବେଳେ ଗ୍ରୁପ ପ୍ରତି ଭଲ ପାଇବା ଦିଅ ଗ୍ରୁପ ତୁମ ମାନଙ୍କୁ ବହୁତ୍ ବହୁତ help କରିବ ।

କଣ ପିଲାମାନେ ଖୁସି ଖବର ପାଇଁ ଗୋଟେ ଗୋଟେ like ହେଇଯାଉ ...

GOOD NEWS FOR ALL.... STATE SCHOLARSHIP APPLY DATE EXTENDED UPTO 15 FEBRUARY 2023👆👆👆 U CAN APPLY NOW....
GOOD NEWS FOR ALL.... STATE SCHOLARSHIP APPLY DATE EXTENDED UPTO 15 FEBRUARY 2023👆👆👆 U CAN APPLY NOW....

quiz ପ୍ରସ୍ତୁତ କେମିତି କରନ୍ତି ଯେଉଁମାନେ ଜାଣିନ ଦେଖି ଦେଖି ଶିଖିଯାଅ କାଲି ଆମେ unit devide କରିକି quiz କରିବା .... ଆଉ ସମସ୍ତେ ଆମ youtube channel କୁ subscribe କରିବାକୁ ଭୁଲିବନି .... କାରଣ ଆଗକୁ ବହୁତ କିଛି ସୁଚନା ଓ କ୍ଲାସ ସହଜରେ ପାଇ ପାରିବ... 👇👇 https://youtu.be/CxGVKkLHB00

କାଲି MAOD 1 ପାଇଁ quiz ପ୍ରସ୍ତୁତ କରିବା ସମସ୍ତେ ସନ୍ଧ୍ୟା 5ଟା ବେଳେ ready ଥିବ ।

+3
MAOD 1 BLOCK 1,2,3,4 MCQ.pdf4.95 KB

ସମସ୍ତେ ଏହି ଫଟୋ କୁ ନିଜ ନିଜ dp ରେ ରଖନ୍ତୁ

Join Kara cls haba ନୂଆ ପିଲା ମାନେ

4 pm ରେ ବି cls haba jadi mu online ନଥିବି tike cal କରିବ

ଆଜି ବି ଦିନ 2 pm and 4 pm ରେ cls ହବ ସବୁ ରହିବ

ଯେଉଁ ମାନଙ୍କର ବି scholarship ବିଷୟରେ ଜାଣିବାର ଅଛି ଅଥବା ଆବେଦନ କରିବାର ଅଛି ସେମାନେ ଆମ ସହ ଯୋଗାଯୋଗ କରିବେ ଆମେ ଆବେଦନ କରିବାରେ ମଧ୍ୟ ସହଯୋଗ କରିଦେବୁ । LAST DATE -31 DECEMBER 2022 ଆବଶ୍ଯକୀୟ Documents 1) ଆଧାର କାର୍ଡ ( ମୋବାଇଲ ନମ୍ବର ଲିଙ୍କ ଥିବା ଆବଶ୍ଯକ) 2)ପାସବୁକର ପ୍ରଥମ ପୃଷ୍ଠା 3) ମୋବାଇଲ୍ ନମ୍ବର 4) mail id 5) 10th certificate & marksheet 6) +2 certificate & mark sheet 7)+3 certificate & marksheet 8) income certificate (recent 2022) 9) caste certificate 10) admission Date/readmission date 11)passport photo-(one) 12)Residential Address with pin code 13)grade card required( if 1st year completed) (General category ପିଲାମାନେ EBC certificate ବାହାର୍ କଲେ ଆବେଦନ କରି ପାରିବେ )