ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)
Kanalga Telegram’da o‘tish
Ko'proq ko'rsatish
1 641
Obunachilar
-324 soatlar
-47 kunlar
-2630 kunlar
Postlar arxiv
ପୁଣି ଥରେ କହୁଚି ଯେଉଁ ମାନେ ନିଜ ନିଜ profile ରେ କୌଣସି dp ରଖୁ ନାହାନ୍ତି ସେମାନେ ଏହି ଆମ ଠାକୁର ଙ୍କ dp କୁ ରଖିବାକୁ ଅନୁରୋଧ
ଯଦି କୌଣସି ଅନ୍ୟ ଧର୍ମ ର ପିଲା ଥାଆନ୍ତି ତେବେ ସେମାନଙ୍କୁ ରଖିବାକୁ ବାଧ୍ୟ ନାହି କିନ୍ତୁ ଯେଉଁ ମାନେ ହିନ୍ଦୁ ଧର୍ମ ର ପିଲା ମାନେ ଏବଂ ସେମାନେ ଆମ ଜଗନ୍ନାଥ ଠାକୁର ଙ୍କୁ ଭଲ ପାଆନ୍ତି ତେବେ ସେମାନେ ରଖିବେ
daily quiz ପାଇଁ ଏହି ଗୃପରେ join ହେଇ ଯାଆନ୍ତୁ ସମସ୍ତେ ସେଥିରେ ସମସ୍ତଙ୍କ ପାଇଁ message allow ଅଛି
https://t.me/+sPPNXEhDkPVhNDc1
ଏମିତି ସବୁବେଳେ ଗ୍ରୁପ ପ୍ରତି ଭଲ ପାଇବା ଦିଅ ଗ୍ରୁପ ତୁମ ମାନଙ୍କୁ ବହୁତ୍ ବହୁତ help କରିବ ।
GOOD NEWS FOR ALL....
STATE SCHOLARSHIP APPLY DATE EXTENDED UPTO 15 FEBRUARY 2023👆👆👆
U CAN APPLY NOW....
quiz ପ୍ରସ୍ତୁତ କେମିତି କରନ୍ତି ଯେଉଁମାନେ ଜାଣିନ ଦେଖି ଦେଖି ଶିଖିଯାଅ କାଲି ଆମେ unit devide କରିକି quiz କରିବା ....
ଆଉ ସମସ୍ତେ ଆମ youtube channel କୁ subscribe କରିବାକୁ ଭୁଲିବନି .... କାରଣ ଆଗକୁ ବହୁତ କିଛି ସୁଚନା ଓ କ୍ଲାସ ସହଜରେ ପାଇ ପାରିବ... 👇👇
https://youtu.be/CxGVKkLHB00
କାଲି MAOD 1 ପାଇଁ quiz ପ୍ରସ୍ତୁତ କରିବା ସମସ୍ତେ ସନ୍ଧ୍ୟା 5ଟା ବେଳେ ready ଥିବ ।
4 pm ରେ ବି cls haba jadi mu online ନଥିବି tike cal କରିବ
ଯେଉଁ ମାନଙ୍କର ବି scholarship ବିଷୟରେ ଜାଣିବାର ଅଛି ଅଥବା ଆବେଦନ କରିବାର ଅଛି ସେମାନେ ଆମ ସହ ଯୋଗାଯୋଗ କରିବେ ଆମେ ଆବେଦନ କରିବାରେ ମଧ୍ୟ ସହଯୋଗ କରିଦେବୁ ।
LAST DATE -31 DECEMBER 2022
ଆବଶ୍ଯକୀୟ Documents
1) ଆଧାର କାର୍ଡ ( ମୋବାଇଲ ନମ୍ବର ଲିଙ୍କ ଥିବା ଆବଶ୍ଯକ)
2)ପାସବୁକର ପ୍ରଥମ ପୃଷ୍ଠା
3) ମୋବାଇଲ୍ ନମ୍ବର
4) mail id
5) 10th certificate & marksheet
6) +2 certificate & mark sheet
7)+3 certificate & marksheet
8) income certificate (recent 2022)
9) caste certificate
10) admission Date/readmission date
11)passport photo-(one)
12)Residential Address with pin code
13)grade card required( if 1st year completed)
(General category ପିଲାମାନେ EBC certificate ବାହାର୍ କଲେ ଆବେଦନ କରି ପାରିବେ )
Endi mavjud! Telegram Tadqiqoti 2025 — yilning asosiy insaytlari 
