uk
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

Відкрити в Telegram

Показати більше
1 641
Підписники
-324 години
-47 днів
-2630 день
Архів дописів
ଏହି ପିଲା ଯଦି ଅନ୍ୟ ଆଉ କେଉଁ ମାନଙ୍କୁ personal msg kari GROUP ରେ join ହେବା ପାଇଁ କହୁଚି ତାହେଲେ ସଙ୍ଗେ ସଙ୍ଗେ ବ୍ଲକ କର ଯଦି କେହି ଗ୍ରୁପ୍
ଏହି ପିଲା ଯଦି ଅନ୍ୟ ଆଉ କେଉଁ ମାନଙ୍କୁ personal msg kari GROUP ରେ join ହେବା ପାଇଁ କହୁଚି ତାହେଲେ ସଙ୍ଗେ ସଙ୍ଗେ ବ୍ଲକ କର ଯଦି କେହି ଗ୍ରୁପ୍ ରେ join କରିବ ମୁ ଦେଖିଲି ତାହେଲେ ଆମ ଏ ଗ୍ରୁପ୍ ସବୁ ଦିନ ପାଇଁ ତାକୁ ବିଦାୟ ଦେବ ମନେ ରଖ

Paid group re join kara aji free group re cls haba nahi

ଯେଉଁମାନେ ହଁ ସାର ମୁଁ QUIZ କରିବି ବୋଲି reply କରିଥିଲ ସେମାନଙ୍କୁ ପ୍ରଶ୍ନ ଉତ୍ତର ସହିତ ଗୋଟେ instruction & guideline ମେସେଜ ଦେଇଛି ତାକୁ ପ୍ରଥମେ ପଢ ତା ପରେ କୁଇଜ୍ ପ୍ରସ୍ତୁତ କରିବ ... ଯାହା doubt ଆସିବ ମୋତେ call କରିକି ବୁଝିନେବ ତଥାପି ଭୁଲ ଯେମିତି କରିବନି ।। ସମସ୍ତେ ରବିବାର ସନ୍ଧ୍ୟା ସୁଦ୍ଧା quiz ପ୍ରସ୍ତୁତ କରିକି ମୋତେ ପଠେଇଦେବ । My telegram id @KUNASIRKJR

ମାତ୍ର 3 ଜଣ ବାକି ସମସ୍ତେ କଣ ତମାସା ଦେଖିବ

ଆଉ କିଏ ପ୍ରସ୍ତୁତ କରିବ ଜଲଦି reply କର

MAOD 1 ର Quiz କୋଉମାନେ କରିବ reply କର ମୁଁ ଏବେ ଲେଖା ପଠେଇ ଦେବି

ଥାଉ ଆଉ quiz ବନେଇବା ନାଇଁ .... quiz ଖେଳିବା ପାଇଁ ସମସ୍ତେ ଆଗ କିନ୍ତୁ ତିଆରି କରିବା ପାଇଁ କେହି ବି reply ଦେଉନ ... ହୋଉ ଠିକ ଅଛି.... କ୍ଲାସରେ ଯଦି ସବୁ ପାଣି ଭଳି ମନେ ରହି ଯାଉଛି ତେବେ ଆଉ quiz କରିବାନି ... ମୁଁ କଣ ପାଇଁ ଏତେ ଆଉ ଦାୟୀତ୍ବ ନେବି ମୁଁ ବି ସେଇ ସମୟରେ JT group ରେ ମୋର quiz ଖେଳିଦେବି ।

MAOD 1 ର Quiz କୋଉମାନେ କରିବ reply କର ମୁଁ ଲେଖା ପଠେଇ ଦେବି ଦେଖି ଦେଖି quiz କରିବ

Cls sarile sir nku nahele mote msg Kariba mu cls re thibi