ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)
Відкрити в Telegram
Показати більше
1 645
Підписники
-124 години
-137 днів
-3930 день
Архів дописів
Repost from STUDY WITH KRISHNA SIR ( OSOU)
+1
ସମସ୍ତେ ସତର୍କତା ରୁହନ୍ତୁ ମୋ ନା ନେଇ କେହି ଜଣେ ଏମିତି କରୁଚି
ମୋର କେବଳ ଗୋଟିଏ no
9078507424
ଯିଏ ବି ମୋ ନା ନେଇ ଏମିତି କାମ କରୁଛି
କି କୌଣସି ପଇସା ମାଗୁଚି ତାହେଲେ ଦେବେ ନାହିଁ
କାରଣ ଲୋକ ଯଦି successful ହେଇଥାନ୍ତି ତାଙ୍କରି ପଛରେ ଏମିତି ବଦନାମ କରିବାକୁ ଜଣେ ଜଣେ ଥାଆନ୍ତି
Repost from STUDY WITH KRISHNA SIR ( OSOU)
Project ଯେଉଁ ମାନଙ୍କ back ରହିଛି ସେମାନଙ୍କୁ ପୁଣି ଥରେ chance ଦେଇଚି ତେଣୁ ଏଥର ଯେମିତି synopsis upload karibaku bhulibe nahi ki project submit ku bhulibe ନାହିଁ
ବିଶେଷ କରି 2021 batch ପିଲା ମାନେ କାରଣ registration cancel hei ଯିବ
Repost from STUDY WITH KRISHNA SIR ( OSOU)
Again admission date has been extended up to 8th October
Assignments in Archieve | Odisha State Open University, Sambalpur
http://www.osou.ac.in/assignments-archieve.php
Repost from STUDY WITH KRISHNA SIR ( OSOU)
This is the last & final chance (only back ପିଲା)
ଯେଉଁ ମାନେ 2020 ଠାରୁ 2023 ଯାଏଁ admission କରିଥିଲେ ଯାହାର ବି assignment back ରହି ଯାଇଥିଲା ସେମାନେ again before 20 September osou site କୁ ଯାଇ assignments ର archiv file କୁ ଯାଇ question download କରି lekhiki direct patheibe ଏହି address ରେ ଏମିତି ସୁଯୋଗ ଆଉ ମିଳିବ ନାହିଁ
ଶୀଘ୍ର ଶୀଘ୍ର ଲେଖି ପଠେଇ ଦିଅନ୍ତୁ
ଏହି msg କୁ ଆପଣ। ମାନଙ୍କ ସାଙ୍ଗ ସାଥୀ ଯେଉଁ ମାନଙ୍କ back ରହି ଯାଇଚି ସେମାନଙ୍କୁ send କରି ଦିଅନ୍ତୁ
Repost from STUDY WITH KRISHNA SIR ( OSOU)
ALL THE BEST TO ALL MY DEAR STUDENTS ( BACK+ NEW ADMISSION 2024)
EXAM ସବୁଠୁ ଭଲ ହବ ଯାହା ଆସିବ LEKHIKI ଆସିବ ଛାଡିବିନି କିଛି ବି
ଦେଖିବ EXAM ଭଲ ହବ
Repost from STUDY WITH KRISHNA SIR ( OSOU)
ALL THE BEST TO ALL DEAR STUDENTS ( BACK+ NEW ADMISSION 2024)
EXAM ସବୁଠୁ ଭଲ ହବ ଯାହା ଆସିବ LEKHIKI ଆସିବ ଛାଡିବିନି କିଛି ବି
ଦେଖିବ EXAM ଭଲ ହବ
Repost from STUDY WITH KRISHNA SIR ( OSOU)
September 15 ଯାଏଁ extension ହେଇଚି ନୂଆ admission ର ଯେଉଁ ମାନେ join କରିବାକୁ ଚାହୁଁଛନ୍ତି join ହେଇ ପାରିବେ
Вже доступно! Дослідження Telegram за 2025 — головні інсайти року 