es
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

Ir al canal en Telegram
1 645
Suscriptores
-124 horas
-137 días
-3930 días
Archivo de publicaciones
ସମସ୍ତେ ସତର୍କତା ରୁହନ୍ତୁ ମୋ ନା ନେଇ କେହି ଜଣେ ଏମିତି କରୁଚି ମୋର କେବଳ ଗୋଟିଏ no 9078507424 ଯିଏ ବି ମୋ ନା ନେଇ ଏମିତି କାମ କରୁଛି କି କୌଣସି
+1
ସମସ୍ତେ ସତର୍କତା ରୁହନ୍ତୁ ମୋ ନା ନେଇ କେହି ଜଣେ ଏମିତି କରୁଚି ମୋର କେବଳ ଗୋଟିଏ no 9078507424 ଯିଏ ବି ମୋ ନା ନେଇ ଏମିତି କାମ କରୁଛି କି କୌଣସି ପଇସା ମାଗୁଚି ତାହେଲେ ଦେବେ ନାହିଁ କାରଣ ଲୋକ ଯଦି successful ହେଇଥାନ୍ତି ତାଙ୍କରି ପଛରେ ଏମିତି ବଦନାମ କରିବାକୁ ଜଣେ ଜଣେ ଥାଆନ୍ତି

Project ଯେଉଁ ମାନଙ୍କ back ରହିଛି ସେମାନଙ୍କୁ ପୁଣି ଥରେ chance ଦେଇଚି ତେଣୁ ଏଥର ଯେମିତି synopsis upload karibaku bhulibe nahi ki proje
Project ଯେଉଁ ମାନଙ୍କ back ରହିଛି ସେମାନଙ୍କୁ ପୁଣି ଥରେ chance ଦେଇଚି ତେଣୁ ଏଥର ଯେମିତି synopsis upload karibaku bhulibe nahi ki project submit ku bhulibe ନାହିଁ ବିଶେଷ କରି 2021 batch ପିଲା ମାନେ କାରଣ registration cancel hei ଯିବ

This is the last & final chance (only back ପିଲା) ଯେଉଁ ମାନେ 2020 ଠାରୁ 2023 ଯାଏଁ admission କରିଥିଲେ ଯାହାର ବି assignment back ରହି
This is the last & final chance (only back ପିଲା) ଯେଉଁ ମାନେ 2020 ଠାରୁ 2023 ଯାଏଁ admission କରିଥିଲେ ଯାହାର ବି assignment back ରହି ଯାଇଥିଲା ସେମାନେ again before 20 September osou site କୁ ଯାଇ assignments ର archiv file କୁ ଯାଇ question download କରି lekhiki direct patheibe ଏହି address ରେ ଏମିତି ସୁଯୋଗ ଆଉ ମିଳିବ ନାହିଁ ଶୀଘ୍ର ଶୀଘ୍ର ଲେଖି ପଠେଇ ଦିଅନ୍ତୁ ଏହି msg କୁ ଆପଣ। ମାନଙ୍କ ସାଙ୍ଗ ସାଥୀ ଯେଉଁ ମାନଙ୍କ back ରହି ଯାଇଚି ସେମାନଙ୍କୁ send କରି ଦିଅନ୍ତୁ

ALL THE BEST TO ALL MY DEAR STUDENTS ( BACK+ NEW ADMISSION 2024) EXAM ସବୁଠୁ ଭଲ ହବ ଯାହା ଆସିବ LEKHIKI ଆସିବ ଛାଡିବିନି କିଛି ବି ଦେଖିବ EXAM ଭଲ ହବ

ALL THE BEST TO ALL DEAR STUDENTS ( BACK+ NEW ADMISSION 2024) EXAM ସବୁଠୁ ଭଲ ହବ ଯାହା ଆସିବ LEKHIKI ଆସିବ ଛାଡିବିନି କିଛି ବି ଦେଖିବ EXAM ଭଲ ହବ

September 15 ଯାଏଁ extension ହେଇଚି ନୂଆ admission ର ଯେଉଁ ମାନେ join କରିବାକୁ ଚାହୁଁଛନ୍ତି join ହେଇ ପାରିବେ
September 15 ଯାଏଁ extension ହେଇଚି ନୂଆ admission ର ଯେଉଁ ମାନେ join କରିବାକୁ ଚାହୁଁଛନ୍ତି join ହେଇ ପାରିବେ