OD CLASSES ️
Відкрити в Telegram
Board of secondary education Odisha, Tips__ 1. Educational Update 2. All Education Odisha News 3. Daily Update 👇👇👇 || SUBSCRIBE || https://youtube.com/@OD_Classes1 TELEGRAM GROUP LINK 👇 JOIN:- https://t.me/odclassesdiscution ,
Показати більше1 860
Підписники
-124 години
-207 днів
-6330 день
Архів дописів
1 860
ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପାର କୃପା ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦେଉ।
ଜୟ ଶ୍ରୀ ଜଗନ୍ନାଥ
1 860
🟨 ମେ ୨୬ରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା
ସାମ୍ସ ୱେବସାଇଟରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ
ଜୁଲାଇ ୮ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା
ଜୁଲାଇ ୯ରୁ ୧୫ ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା
ଅଗଷ୍ଟ ୧୨ ସୁଦ୍ଧା ସମସ୍ତ ପର୍ଯ୍ୟାୟ ନାମଲେଖା ଶେଷ ହେବ
ଜୁଲାଇ ୨୩ରୁ ଆରମ୍ଭ ହେବ ଏକାଦଶ ଶ୍ରେଣୀ ପାଠପଢ଼ା
1 860
🟥 ପ୍ରକାଶ ପାଇଲା +2 ପରୀକ୍ଷା ଫଳ
-ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶିତ
-ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ପ୍ରକାଶିତ
-CHSE ଅଫିସ୍ରେ ରେଜଲ୍ଟ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ
-କଳାରେ ପାସ୍ ହାର ୮୪.୫୦%
-କଳାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ
-ଛାତ୍ରଙ୍କ ପାସ୍ ହାର ୭୭.୯୭%, ଛାତ୍ରୀଙ୍କ ପାସ୍ ହାର ୮୯.୪୫%
-ବାଣିଜ୍ୟରେ ପାସ୍ ହାର ୮୮.୦୭%
-ବାଣିଜ୍ୟରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ
-ବାଣିଜ୍ୟରେ ଛାତ୍ରଙ୍କ ପାସ୍ ହାର ୮୬.୬୭%
-ବାଣିଜ୍ୟରେ ଛାତ୍ରୀଙ୍କ ପାସ୍ ହାର ୯୦.୪୩%
-ବିଜ୍ଞାନରେ ପାସ୍ ହାର ୮୮.୮୦ ପ୍ରତିଶତ
-ବିଜ୍ଞାନରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ
-ବିଜ୍ଞାନରେ ଛାତ୍ରଙ୍କ ପାସ୍ ହାର ୮୭.୪୧%
-ବିଜ୍ଞାନରେ ଛାତ୍ରୀଙ୍କ ପାସ୍ ହାର ୯୦.୨୪%
-ଚଳିତବର୍ଷ ଧନ୍ଦାମୂଳକ ଶିକ୍ଷା ପାସ୍ ହାର ୭୭.୮୨%
-ଧନ୍ଦାମୂଳକ ଶିକ୍ଷାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ
-ଧନ୍ଦାମୂଳକ ଶିକ୍ଷାରେ ଛାତ୍ରଙ୍କ ପାସ୍ ହାର ୭୧.୪୯%
-ଧନ୍ଦାମୂଳକ ଶିକ୍ଷାରେ ଛାତ୍ରୀଙ୍କ ପାସ୍ ହାର ୮୩.୪୫ %
1 860
+୨ ବାଣିଜ୍ୟ ପାସ୍ହାର ୮୮.୦୭% ଚଳିତ ଥର +୨ ବାଣିଜ୍ୟ ପାସ୍ହାର ୯୦.୪୩% +୨ ବାଣିଜ୍ୟ ଛାତ୍ରଙ୍କ ପାସ୍ହାର ୮୬.୬୭% +୨ ବାଣିଜ୍ୟ ଛାତ୍ରୀଙ୍କ ପାସ୍ହାର ୯୦.୪୩% +୨ ବାଣିଜ୍ୟରେ ମୋଟ ପାସ୍ହାର ୮୮.୦୭% +୨ କଳା ପାସ୍ହାର ୮୪.୫୦% ଚଳିତ ଥର +୨ କଳା ପାସ୍ହାର ୮୪.୫୦% +୨ କଳାରେ ଛାତ୍ରଙ୍କ ପାସ୍ହାର ୭୭.୯୭% +୨ କଳାରେ ଛାତ୍ରୀଙ୍କ ପାସ୍ହାର ୮୯.୪୫% +୨ କଳାରେ ମୋଟ ପାସ୍ହାର ୮୪.୫୦% +୨ ବିଜ୍ଞାନ ପାସ୍ହାର ୮୮.୮୦% ଚଳିତ ଥର +୨ ବିଜ୍ଞାନ ପାସ୍ହାର ୮୮.୮୦% +୨ ବିଜ୍ଞାନରେ ଛାତ୍ରଙ୍କ ପାସ୍ହାର ୮୭.୪୧% +୨ ବିଜ୍ଞାନରେ ଛାତ୍ରୀଙ୍କ ପାସ୍ହାର ୯୦.୨୪% ଧନ୍ଦାମୂଳକ ଶିକ୍ଷାରେ ମୋଟ୍ ପାସ୍ହାର ୭୭.୮୨% ଧନ୍ଦାମୂଳକ ଶିକ୍ଷାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ହାର ଅଧିକ ଧନ୍ଦାମୂଳକ ଶିକ୍ଷାରେ ଛାତ୍ରଙ୍କ ପାସ୍ହାର ୭୧.୪୯% ଧନ୍ଦାମୂଳକ ଶିକ୍ଷାରେ ଛାତ୍ରୀଙ୍କ ପାସ୍ହାର ୮୩.୪୩% +୨ ବିଜ୍ଞାନରେ ମୋଟ ପାସ୍ହାର ୮୮.୮୦%
1 860
*🎡ଆଜି ପ୍ରକାଶ ପାଇବ +2 ପରୀକ୍ଷା ଫଳ*
- *ଦିନ ସାଢେ ୧୨ଟାରେ ଆସିବ ରେଜଲ୍ଟ*
- *ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ*
- *orissaresults.nic.in ଓ୍ୱେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ*
- *chseodisha.nic.in ଓ୍ୱେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ*
- *ଡିଜିଲକର୍ ଆକାଉଣ୍ଟରୁ ମାର୍କସିଟ୍ ଡାଉନଲୋଡ୍ କରିପାରିବେ*
ରେଜଲ୍ଟ ଚେକ୍ କରିନିଅ 😎
1 860
🟥 ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ
-ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା
-ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ବାହାରିବ
1 860
🟨 ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ
ଆସନ୍ତା ୨ ଦିନରେ ଘୋଷଣା ହେବ ତାରିଖ
ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ପ୍ରକାଶ ପାଇବ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
ରେଜଲ୍ଟ ଅପେକ୍ଷାରେ ୪ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ
ଗତ ଫେବୃୟାରୀ ୧୮ରୁ ମାର୍ଚ୍ଚ ୨୮ ଯାଏ ହୋଇଥିଲା ପରୀକ୍ଷା
Вже доступно! Дослідження Telegram за 2025 — головні інсайти року 
