ru
Feedback
OD CLASSES ️

OD CLASSES ️

Открыть в Telegram

Board of secondary education Odisha, Tips__ 1. Educational Update 2. All Education Odisha News 3. Daily Update 👇👇👇 || SUBSCRIBE || https://youtube.com/@OD_Classes1 TELEGRAM GROUP LINK 👇 JOIN:- https://t.me/odclassesdiscution ,

Больше
1 633
Подписчики
-424 часа
-427 дней
-11630 дней
Архив постов
✅ ପ୍ରବଳ ବର୍ଷା ପାଇଁ ବଢ଼ିପାରେ ସ୍କୁଲ୍‌ ଛୁଟି: ଗଣଶିକ୍ଷା ମନ୍ତ୍ରୀ -'ବାରମ୍ବାର ଅତ୍ୟଧିକ ବର୍ଷା ପାଇଁ ସ୍କୁଲ ବନ୍ଦ ରହୁଛି' -'ଶିକ୍ଷା ବର୍ଷରେ ପାଠପଢ଼ା ପ୍ରଭାବିତ ହୋଇଛି' -'ଆବଶ୍ୟକ ପଡିଲେ ଏକ୍ସ୍ରା କ୍ଲାସ୍ କରି ପଢା ଭରଣା କରାଯିବ'

🌾✨ ନୂଆଖାଇ ଜୁହାର ✨🌾 ନୂଆ ଧାନର ସୁଗନ୍ଧରେ ଭରିଯାଉ ଜୀବନ, ନୂଆ ଆଶା ଓ ନୂଆ ଖୁସିରେ ହସିଉଠୁ ପରିବାର। ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦରେ ସମସ୍ତଙ୍କ
🌾✨ ନୂଆଖାଇ ଜୁହାର ✨🌾 ନୂଆ ଧାନର ସୁଗନ୍ଧରେ ଭରିଯାଉ ଜୀବନ, ନୂଆ ଆଶା ଓ ନୂଆ ଖୁସିରେ ହସିଉଠୁ ପରିବାର। ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ। 🌾 ଆପଣ ଓ ଆପଣଙ୍କ ପରିବାରକୁ ନୂଆଖାଇର ହାର୍ଦ୍ଦିକ ଶୁଭେଚ୍ଛା। 🙏✨ #odclasses

Happy Ganesh Chaturthi
Happy Ganesh Chaturthi

Happy Teacher's day
Happy Teacher's day

Happy independence day 🇮🇳
Happy independence day 🇮🇳

BREAKING NEWS: Dharmendra Pradhan Resigns.. BIG POLITICAL SHAKE-UP. Education Minister Steps Down .. A Major Turning Point! S
BREAKING NEWS: Dharmendra Pradhan Resigns.. BIG POLITICAL SHAKE-UP. Education Minister Steps Down .. A Major Turning Point! Students' Voices Finally Heard. .. A biggest victory for STUDENTS OF INDIA 🤍

Join +3 Students https://t.me/ugdegree

କେ ଜି ରୁ ପି ଜି ମାଗଣା ଶିକ୍ଷାର ଲାଭାର୍ଥୀ ହେବାପାଇଁ ଯୋଗ୍ୟତାର ମାପଦଣ୍ଡ କଣ ଦେଖନ୍ତୁ ଜ୍ଞାନଦ୍ୱୟ: ଶିକ୍ଷାରୁ ସମୃଦ୍ଧି ଯୋଜନା – ✅ ଶ୍ରେଣୀରେ ସର୍ବନିମ୍ନ ୭୫% ଉପସ୍ଥାନ ରହିବା ଆବଶ୍ୟକ ✅ ବିଶେଷ ପରିସ୍ଥିତିରେ ମଧ୍ୟ ଉପସ୍ଥାନ ୬୫% ରୁ କମ୍ ହେଲେ ଯୋଜନାରୁ ବାଦ ପଡ଼ିବେ ✅ SAMS ମାଧ୍ୟମରେ ନିୟମିତ UG/PG କୋର୍ସରେ ନାମଲେଖା ହୋଇଥିବା ଛାତ୍ରଛାତ୍ରୀ ଯୋଗ୍ୟ ✅ ପ୍ରଥମ ନାମଲେଖା ଓ ପୁନଃ ନାମଲେଖା (Re-admission) ଉଭୟ ଯୋଜନାରେ ଅନ୍ତର୍ଭୁକ୍ତ ✅ ନାମଲେଖା, ପୁନଃ ନାମଲେଖା ଓ ଅନ୍ୟାନ୍ୟ କଲେଜ ଫି ସରକାର ବହନ କରିବେ ❌ ପରୀକ୍ଷା ଫି ଛାତ୍ରଛାତ୍ରୀଙ୍କୁ ନିଜେ ଦେବାକୁ ପଡ଼ିବ ❌ ହଷ୍ଟେଲ ଫି ଯୋଜନାରେ ଅନ୍ତର୍ଭୁକ୍ତ ନୁହେଁ; ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବ ✅ କଲେଜଗୁଡ଼ିକୁ ଟଙ୍କା କିସ୍ତିରେ ମିଳିବ ନାମଲେଖା ପରେ – 10% ଦ୍ୱିତୀୟ କିସ୍ତି – 15% ପରବର୍ତ୍ତୀ କିସ୍ତି – 25% + 25% + 25% ✅ ଯୋଜନା ଅନ୍ତର୍ଗତ କୋର୍ସର ଫି କଲେଜ ଇଚ୍ଛାମତେ ବଢ଼ାଇ ପାରିବେ ନାହିଁ। ଆବଶ୍ୟକ ହେଲେ ଫି ନିୟନ୍ତ୍ରଣ କମିଟିର ଅନୁମତି ନେବାକୁ ପଡ଼ିବ।

🟥 କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଥମ ପର୍ଯ୍ୟାୟ ନାମେଲଖା ସରିଲେ ଟଙ୍କା ଫେରସ୍ତ ହେବ ଯେଉଁ ଆକାଉଣ୍ଟରେ ଆଡମିଶନ କରିଥିବେ ସେହି ଆକାଉଣ୍ଟକୁ ଯିବ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ପିଲାଙ୍କୁ ପଚରା ଯିବ ଅନଲାଇନ ଜରିଆରେ ସମସ୍ତ ପେମେଣ୍ଟ ହୋଇଛି ଟଙ୍କା ଦେଇଥିବା ପିଲାଙ୍କ ଡିଜିଟାଲ ଡାଟାବେସ୍‌ ଅଛି ଉଚ୍ଚ ଶିକ୍ଷାରେ ୮୦ ହଜାର ପିଲା ଆଡ଼ମିଶନ କରିଥିଲେ ସେଥିରୁ ୬୫ ହଜାର ପିଲା ଚଏସ ଚେଞ୍ଜ କରିଛନ୍ତି 🟨 ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରେସମିଟ୍ -କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥା SOPକୁ ନେଇ ମନ୍ତ୍ରୀଙ୍କ ସୂଚନା -ଆର୍ଥିକ ଅନଗ୍ରସର ଯେପରି ଉଚ୍ଚଶିକ୍ଷାରକୁ ବଞ୍ଚିତ ନହେବେ ସେଥିପ୍ରତି ଗୁରୁତ୍ୱ -ଗୁଣାତ୍ମକ ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ -ପ୍ରଫେସନାଲ କୋର୍ସକୁ ଏଥିରୁ ବାଦ୍‌ ଦିଆଯାଇଛି -ଏବର୍ଷ ରିଆଡମିଶନ SAMS  ମାଧ୍ୟମରେ ହେବ -ଯେଉଁ ପିଲା ଆଡମିଶନ ବେଳେ ଟଙ୍କା ଦେଇଛନ୍ତି ଫେରସ୍ତ ପାଇବେ -କୌଣସି ଶିକ୍ଷାନୁଷ୍ଠାନ ମନଇଚ୍ଛା ଫି' ବୃଦ୍ଧି କରିପାରିବେନି 🟥 କେଜିରୁ ପିଜି ମାଗଣା ପାଠପଢ଼ା ପ୍ରସଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଯୋଗ୍ୟତା ସର୍ତ୍ତ ଜାରି ଶ୍ରେଣୀଗୃହରେ ୭୫% ଉପସ୍ଥାନ ବାଧ୍ୟତାମୂଳକ ସର୍ବନିମ୍ନ ଉପସ୍ଥାନ ୬୫% ରୁ କମ୍‌ ହେଲେ ମିଳିବନି ସୁବିଧା SAMSରେ ଯୋଗ୍ୟ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ଆବଶ୍ୟକ UG ଓ PG ପ୍ରଥମ ନାମଲେଖା ସହ ପୁନଃ-ନାମଲେଖାରେ ମଧ୍ୟ ଲାଗୁ ଯୋଗ୍ୟତା ପୂରଣ କଲେ ହିଁ ମିଳିବ ଯୋଜନାର ଲାଭ

✅ କେଜି ରୁ ପିଜି ଶିକ୍ଷା ସମ୍ପୂର୍ଣ୍ଣ ମାଗଣା ନୁହେଁ ମ ଦେଖନ୍ତୁ କଣ ରହିଛି ନିୟମ.... ⭐ ଛାତ୍ରଛାତ୍ରୀଙ୍କ ପାଇଁ ଯୋଗ୍ୟତା ସର୍ତ୍ତାବଳୀ ⭐ ଶ୍ରେଣୀଗୃହରେ ସର୍ବନିମ୍ନ ୭୫% ଉପସ୍ଥାନ ରହିବା ଆବଶ୍ୟକ ⭐ କୋହଳ ହେବା ପରେ ମଧ୍ୟ ସର୍ବନିମ୍ନ ଉପସ୍ଥାନ କୌଣସି ପରିସ୍ଥିତିରେ ୬୫% ରୁ କମ୍ ହେବା ଉଚିତ୍ ନୁହେଁ ⭐ ସେ କେବଳ ଷ୍ଟୁଡେଣ୍ଟ, ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ (SAMS) ମାଧ୍ୟମରେ ଏକ ଯୋଗ୍ୟ ଶିକ୍ଷାନୁଷ୍ଠାନରେ ନିୟମିତ ସ୍ନାତକ ବା ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇଥିବେ ⭐ ସ୍ନାତକ (U.G.) କିମ୍ବା ସ୍ନାତକୋତ୍ତର (P.G.) ପାଠ୍ୟକ୍ରମରେ ପ୍ରଥମ ଥର ପାଇଁ ନାମଲେଖା ଏବଂ ପରବର୍ତ୍ତୀ ପୁନଃ-ନାମଲେଖା (re-admission) ପାଇଁ ଉପଲବ୍ଧ ହେବ ⭐ ପରୀକ୍ଷା ଶୁଳ୍କ ଯୋଜନା ଅନ୍ତର୍ଭୁକ୍ତ ହେବନି ⭐ ନାମଲେଖା, ପୁନଃ ନାମଲେଖା, ନାମଲେଖା ସମୟରେ ଶିକ୍ଷାନୁଷ୍ଠାନ ଦ୍ୱାରା ଆଦାୟ କରାଯାଉଥିବା ଅନ୍ୟ ଯେକୌଣସି ଶୁଳ୍କ ଅନ୍ତର୍ଭୁକ୍ତ ହେବ ତାହା ପିଲାମାନେ ଦେବେ ନାହିଁ। ⭐ ପରୀକ୍ଷା ଫି ପିଲାଙ୍କୁ ଦେବାକୁ ପଡିବ। ⭐ ହଷ୍ଟେଲ ଫି ଯୋଜନାର ଅନ୍ତର୍ଭୁକ୍ତ ନୁହେ

ଆଗକୁ କେଉଁ ଭିଡିଓ ଆଣିବା କୁହ ?

Happy Rath Yatra
Happy Rath Yatra

🟡 କେଜିରୁ ପିଜି ନାମଲେଖା ପାଇଁ ଦ୍ୱନ୍ଦ୍ବ;  ଆସିବ SOP -ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ -‘୬୬୨ ଓ ୪୮୮ ବର୍ଗ କଲେଜଗୁଡିକୁ ବି ଅର୍ଥ ଦିଆଯିବ’ -‘ଯେଉଁ ଅର୍ଥ ପିଲା ଦେଉଥିଲେ, ସେହି ଅର୍ଥ ସରକାର ଦେବେ’ -ପିଲାଙ୍କ ଛାଡ଼ ଅର୍ଥ ଭରଣା କରିବେ ସରକାର- ସୂର୍ଯ୍ୟବଂଶୀ

⚪ ଏଣିକି ବର୍ଷକୁ ୪ଟି ପରୀକ୍ଷା ଦେବେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲା ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ୨ଟି ପରୀକ୍ଷା ଦେବେ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଆଉ ୨ଟି ପରୀକ୍ଷା ଦେବେ ମାର୍ଗଦର୍ଶିକା ଜାରି ସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଲାଗୁ ହେବ

+3 ADMISSION FEE REFUND
+3 ADMISSION FEE REFUND

🟨 କେଜିରୁ ପିଜି ମାଗଣା ଶିକ୍ଷା: ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସରିଲା କ୍ୟାବିନେଟ ବୈଠକ ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା ବିଭାଗ ଉପରେ ବଡ଼ ଘୋଷଣା କେଜିରୁ ପିଜି ମାଗଣା ଶିକ୍ଷା ପ୍ରସ୍ତାବରେ କ୍ୟାବିନେଟ ମୋହର ପୂର୍ବ ଘୋଷଣାକୁ କାର୍ଯ୍ୟକାରୀ କଲେ ରାଜ୍ୟ ସରକାର ୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁ ହେବ ଯୋଜନା ଅର୍ଥ ଅଭାବରୁ କେହି ଶିକ୍ଷାରୁ ବଞ୍ଚିତ ହେବେନାହିଁ

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପାର କୃପା ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦେଉ। ଜୟ ଶ୍ରୀ ଜଗନ୍ନାଥ

Hello Everyone ,

+3 ADMISSION 2026.pdf5.89 KB

+2 RECHECK 2026.pdf1.62 MB