uk
Feedback
Sukant Tutorial

Sukant Tutorial

Відкрити в Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Показати більше

📈 Аналітичний огляд Telegram-каналу Sukant Tutorial

Канал Sukant Tutorial (@sukanttutorial) є активним учасником. На даний момент спільнота об'єднує 12 251 підписників, посідаючи 16 353 місце в категорії Освіта та 33 219 місце у регіоні Індія.

📊 Показники аудиторії та динаміка

З моменту свого створення невідомо, проект продемонстрував стрімке зростання, зібравши аудиторію у 12 251 підписників.

За останніми даними від 06 липня, 2026, канал демонструє стабільну активність. Хоча за останні 30 днів спостерігається зміна кількості учасників на -229, а за останні 24 години на -12, загальне охоплення залишається високим.

  • Статус верифікації: Не верифікований
  • Рівень залученості (ER): Середній показник залученості аудиторії становить 15.81%. Протягом перших 24 годин після публікації контент зазвичай збирає 4.28% реакцій від загальної кількості підписників.
  • Охоплення публікацій: В середньому кожен допис отримує 1 939 переглядів. Протягом першої доби публікація в середньому набирає 525 переглядів.
  • Реакції та взаємодія: Аудиторія активно підтримує контент: середня кількість реакцій на один пост – 4.

📝 Опис та контентна політика

Автор описує ресурс як майданчик для висловлення суб'єктивної думки:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Завдяки високій частоті оновлень (останні дані отримано 07 липня, 2026), канал підтримує актуальність та високий рівень охоплення публікацій. Аналітика показує, що аудиторія активно взаємодіє з контентом, що робить його важливою точкою впливу в категорії Освіта.

12 251
Підписники
-1224 години
-577 днів
-22930 день
Архів дописів
“ବିଜୁ ଯୁବ ସଶକ୍ତିକରଣ ଯୋଜନା, ୨୦୨୧” ଅଧୀନରେ ଲାପଟପ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନର ଅବଧିକୁ ତା୨୦.୦୪.୨୦୨୨ରିଖକୁ ବୃଦ୍ଧି
“ବିଜୁ ଯୁବ ସଶକ୍ତିକରଣ ଯୋଜନା, ୨୦୨୧” ଅଧୀନରେ ଲାପଟପ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନର ଅବଧିକୁ ତା୨୦.୦୪.୨୦୨୨ରିଖକୁ ବୃଦ୍ଧି କରାଯାଇଅଛି। ଏପର୍ଯ୍ୟନ୍ତ ଆବେଦନ କରି ପାରିନଥିବା ଯୋଗ୍ୟ ଛାତ୍ରଛାତ୍ରୀମାନେ ଏହି ସମୟ ମଧ୍ୟରେ ଆବେଦନ କରିବାକୁ ଅନୁରୋଧ

https://youtu.be/xiFQZo_95_Q CHSE Breaking News👇 ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ପରିବର୍ତ୍ତନ Art's/ Science/ Vocational Stream MOST WATCH & SHARE👆👆

ଅଂଶୁଘାତ ପ୍ରତି ସାବଧାନ !
ଅଂଶୁଘାତ ପ୍ରତି ସାବଧାନ !

🛑 LAPTOP DBT SCHME 2022 🛑 LAST DATE EXTENDED TILL 20/04/2022
🛑 LAPTOP DBT SCHME 2022 🛑 LAST DATE EXTENDED TILL 20/04/2022

⚪ଏବର୍ଷ ଏକକ ପ୍ରବେଶିକା ଆଧାରରେ ହେବନି ସ୍ନାତକ ନାମଲେଖା !⚪ ସର୍ବଭାରତୀୟ ସ୍ତରରେ ସ୍ନାତକ ନାମଲେଖା ଏକକ ୟୁଜି ପ୍ରବେଶିକା ଆଧାରରେ ହେବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ଚଳିତ ବର୍ଷ ଠାରୁ କାର୍ଯ୍ୟକାରୀ ହେବା ନେଇ ନିଷ୍ପତ୍ତି ହୋଇପାରିନି। ଆସନ୍ତା ବର୍ଷରୁ ଏହାକୁ ସମସ୍ତ ବିଶ୍ୱବିଦ୍ୟାଳୟରେ ଲାଗୁ କରିବା ପାଇଁ ୟୁଜିସି ଯୋଜନା କରୁଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏ ଦିଗରେ ବିଚାରବିମର୍ଶ କରୁଛି। ପୂର୍ବରୁ ଛାତ୍ରଛାତ୍ରୀଙ୍କ ଦ୍ୱାଦଶ ଶ୍ରେଣୀର ମାର୍କ ଆଧାରରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେଉଥିଲା। ନାମଲେଖାରେ ମାର୍କକୁ ନେଇ ବିଭିନ୍ନତା ଦେଖା ଦେଉଥିଲା। ଏକକ ପ୍ରବେଶିକା ପରୀକ୍ଷା ଦ୍ୱାରା ସମସ୍ତ ଛାତ୍ରଛାତ୍ରୀ ସମାନ ସୁଯୋଗ ପାଇବେ। ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ। ଏକକ ପ୍ରବେଶିକା ପରୀକ୍ଷା ଦ୍ୱାରା ସେମାନେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ପାରିବେ। ଏକକ ପ୍ରବେଶିକାର ମାର୍କକୁ ଅନ୍ୟ ବିଶ୍ୱବିଦ୍ୟାଳୟ ନାମଲେଖା ପାଇଁ ଗ୍ରହଣ କରିବାକୁ ୟୁଜିସି ବିଜ୍ଞପ୍ତିରେ ଉଲ୍ଲେଖ କରିଛି। ଆସନ୍ତା (୨୦୨୨-୨୩)ଶିକ୍ଷାବର୍ଷରୁ ପ୍ରବେଶିକା ଆଧାରରେ ପିଲାଙ୍କ +୩ ନାମଲେଖା ପାଇଁ ୟୁଜିସି ବିଜ୍ଞପ୍ତିରେ ଦର୍ଶାଇଛି। ତେବେ ଏ ସମ୍ପର୍କରେ ଶିକ୍ଷାବିତ୍‍ ଡ. ସୁବାସ ପାତ୍ରଙ୍କ କହିବା ଅନୁଯାୟୀ ୟୁଜିସି ଆୟୋଜନ କରିବାକୁ ଥିବା ସିୟୁଇଟି(ଏକକ ୟୁଜି ପ୍ରବେଶିକା) ଏନ୍‍ସିଇଆରଟି ସିଲାବସ୍‍ ଦ୍ୱାରା ତ୍ୱରାନ୍ୱିତ ହେବ। ଅର୍ଥାତ ଏହି ପ୍ରବେଶିକା ଦେବାକୁ ଥିବା ଛାତ୍ରଛାତ୍ରୀ ଏନ୍‍ସିଇଆରଟି ଅନୁମୋଦିତ ବହି ଦ୍ୱାରା ପ୍ରସ୍ତୁତି କରିବେ। ଏଥି ପାଇଁ ପିଲାଙ୍କୁ ସ୍ୱତନ୍ତ୍ର ପ୍ରସ୍ତୁତି ଓ ପ୍ରଶିକ୍ଷଣ ମଧ୍ୟ ନେବାକୁ ହେବ। ଯାହାକି ସିବିଏସଇ ଓ ଆଇସିଏସଇ ଭଳି ବୋର୍ଡ଼ ଛାତ୍ରଛାତ୍ରୀଙ୍କୁ ଅଧିକ ସୁହାଇବ। ଅନ୍ୟ ରାଜ୍ୟ ବୋର୍ଡ଼ର ଛାତ୍ରଛାତ୍ରୀ ମଧ୍ୟ ରାଜ୍ୟ ପିଲାଙ୍କ ଅପେକ୍ଷା ଭଳ ପ୍ରଦର୍ଶନ କରିବେ। ଏକକ ପ୍ରବେଶିକା ଅଧାରରେ ନାମ ଲେଖା ହେଲେ ରାଜ୍ୟର ଅନେକ ଛାତ୍ରଛାତ୍ରୀ ମଧ୍ୟ ସିଟ ପାଇବାରୁ ବଞ୍ଚିତ ହୋଇ ପାରନ୍ତି। ଏପରିକି ପଡ଼ୋଶୀ ରାଜ୍ୟର ପିଲା ଓଡ଼ିଶାର ପ୍ରମୁଖ କଲେଜର ସିଟ୍‍ଗୁଡ଼ିକୁ ହାତେଇବେ ବୋଲି ମତ ପ୍ରକାଶ କରିଛନ୍ତି। ତେବେ ରାଜ୍ୟ ସରକାର ଏକକ ପ୍ରବେଶିକା ଆଧାରରେ ନାମ ଲେଖାଇଲେ ରାଜ୍ୟର ପିଲାଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଜରୁରୀ ବୋଲି ସେ କହିଛନ୍ତି। ସେହିପରି ଏକକ ୟୁଜି ପ୍ରବେଶିକା ସମ୍ପର୍କରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହନ୍ତି ଏକକ ୟୁଜି ପ୍ରବେଶିକା ଦ୍ୱାରା ସମସ୍ତ ଛାତ୍ରଛାତ୍ରୀଙ୍କୁ ସମାନ ସୁଯୋଗ ମିଳିବ ଓ ଜାତୀୟ ସ୍ତରରେ ଦକ୍ଷତା ଅନୁଯାୟୀ ପ୍ରତିଦ୍ୱନ୍ଦିତା ହେବା ବୋଲି କହିଛନ୍ତି। ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ରାଜ୍ୟରେ ୟୁଜି ନାମଲେଖା ପୂର୍ବ ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ହେବ। ତେବେ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ବୈଠକ ବସିବ। ଏ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

https://youtu.be/L6mLuEv-vBo State Scholarship Big Update👇 Laptop DBT Schme Online Apply Last Date Extended Check Now👆

https://youtu.be/cvexjuqVJ6E State Scholarship କୁ ନେଇ କିଛି ବି Doubts ଥିଲେ କିପରି State Scholarship Department ସହ Contact କରିବେ ଜାଣନ୍ତୁ👆👆

Join 10th math Class Live on 9.00 p.m 🔥🔥🔥🔥🔥🔥 Topic-ସ୍ଥାନାଙ୍କ ଜ୍ୟାମିତି (Saurav Testpapers) 🔥🔥🔥🔥🔥🔥 Important Class For Board Exam 🔥🔥🔥🔥🔥🔥 👇👇Must Watch👇👇 https://youtu.be/2HePE_A73oM

https://youtu.be/8GzNonGhP7s +2 ପିଲାଙ୍କ ପାଇଁ ବହୁତ ବଡ଼ ଅପଡେଟ୍👇 👉ଏ ବର୍ଷ ହେବନି +3 Admission ପାଇଁ Entrance Exam 👉+2 Marks ଅନୁସାରେ +3 Admission Most Watch & Share Every +2 Students

ଏତିକି ଆପଣମାନେ Support କରୁ ନାହାନ୍ତି ..... ଆଗକୁ ... ଆପଣମାନଙ୍କର ସବୁ Doubts Clear କରୁଛି ଆପଣ ଏବେ Support କରନ୍ତୁ Thanks Everyone🙏 Sukant Tutorial

ଦେଖନ୍ତୁ Sukant Tutorial Group ରେ 257 Members ଅଛନ୍ତି ଯଦି 👆👆ଏ Video ରେ ଗୋଟେ ଗୋଟେ ସମସ୍ତେ Like କରିବେ 200+.... Like👍 ହେବ .... Plz Support🙏🙏

https://youtu.be/SbNXqe2MVto Timetable For UG 2nd ,4th & 6th Semester Most Watch & Share👆👆

ରାମ ନବମୀ ରେ ସମସ୍ତଙ୍କୁ ଶୁଭ କାମନା
ରାମ ନବମୀ ରେ ସମସ୍ତଙ୍କୁ ଶୁଭ କାମନା

🛑ଏପ୍ରିଲ ୧୦ରୁ ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱଙ୍କୁ ମିଳିବ କୋଭିଡ ବୁଷ୍ଟର ଡୋଜ୍‌: ସରକାର🛑 ଆସନ୍ତା ଏପ୍ରିଲ ୧୦ ତାରିଖରୁ ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱଙ୍କ
🛑ଏପ୍ରିଲ ୧୦ରୁ ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱଙ୍କୁ ମିଳିବ କୋଭିଡ ବୁଷ୍ଟର ଡୋଜ୍‌: ସରକାର🛑 ଆସନ୍ତା ଏପ୍ରିଲ ୧୦ ତାରିଖରୁ ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱଙ୍କୁ କୋଭିଡ ବୁଷ୍ଟର ଡୋଜ୍‌ ପ୍ରଦାନ କରାଯିବ ବୋଲି ଶୁକ୍ରବାର ଅପରାହ୍ନରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। କୋଭିଡ-୧୯ ବିରୋଧରେ ସତର୍କତାମୂଳକ ଟିକାକରଣ ବର୍ତ୍ତମାନ ଏପ୍ରିଲ ୧୦ ତାରିଖରୁ ସମସ୍ତ ଘରୋଇ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଗୋଷ୍ଠୀକୁ ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

https://youtu.be/kdXNU_dzud0 CHSE Geography Practical Exam Question 2022 . PDF👆👆 Most Watch & Share

State Scholarship କୁ ନେଇ ଶେଷ ସୁଯୋଗ ରହିଛି Video ଶୀଘ୍ର ଦେଖ 👆👆 https://youtu.be/u_ouF-upgRU

https://youtu.be/u_ouF-upgRU State Scholarship 2021-22 ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା👇👇 ➡️ State Scholarship Status Payment Failed Show କରୁଛି କି କଣ କରିବେ ? ➡️କେବେ ମିଳିବ ST , OBC , SEBC, EBC ପିଲାଙ୍କୁ ଟଙ୍କା ? ଜାଣନ୍ତୁ ସମସ୍ତେ ଶୀଘ୍ର ଦେଖନ୍ତୁ ଆପଣଙ୍କ ପାଇଁ ଶେଷ ସୁଯୋଗ Most Watch & Share👆👆

Join 10th math Class Live on 9.00 p.m 🔥🔥🔥🔥🔥🔥 Topic-ସ୍ଥାନାଙ୍କ ଜ୍ୟାମିତି(Saurav Testpapers) 🔥🔥🔥🔥🔥🔥 Important Class For Summative Assessment 2 🔥🔥🔥🔥🔥🔥 👇👇Must Watch👇👇 https://youtu.be/oG4CHgKH_nU

◽ପ୍ରକାଶ ପାଇଲା ଓଟିଇଟି-୨ ପରୀକ୍ଷା ଫଳ ◽ ପ୍ରକାଶ ପାଇଲା ଓଟିଇଟି-୨ ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ ସାଇଟ୍ www.bseodisha.ac.in ରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ପରୀକ୍ଷାର୍ଥୀମାନେ ରୋଲନମ୍ବର ଓ ଜନ୍ମ ତାରିଖ ଦେଇ ଲଗ- ଇନ କରି ପରୀକ୍ଷା ଫଳ ଦେଖି ପାରିବେ। ପରୀକ୍ଷାର୍ଥୀମାନେ ସମାନ ୱେବ୍ ସାଇଟରେ ଆସନ୍ତା ୧୩ ତାରିଖରେ ଦିନ ୧ଟା ପରେ ଓଏମଆର ସିଟର ସ୍କାନ କପି ଡାଉନ ଲୋଡ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।