ch
Feedback

不要被骗子欺骗!Telemetrio 会找到并标记这些频道 👉 如果想查看标记,请订阅

Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 725 名订阅者,在 教育 类别中位列第 16 043,并在 印度 地区排名第 30 361 位。

📊 受众指标与增长动态

自 невідомо 创建以来,项目保持高速增长,吸引了 12 725 名订阅者。

根据 24 十一月, 2026 的最新数据,频道保持稳定运转。过去 30 天订阅人数变化为 1 095,过去 24 小时变化为 -1,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 17.80%。内容发布后 24 小时内通常能获得 4.86% 的反应,占订阅者总量。
  • 帖子覆盖: 每篇帖子平均可获得 2 266 次浏览,首日通常累积 619 次浏览。
  • 互动与反馈: 受众积极参与,单帖平均反应数为 16。

📝 描述与内容策略

作者将该频道定位为表达主观观点的平台:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

凭借高频更新(最新数据采集于 25 十一月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 725
订阅者
-124 小时
-547 天
+1 09530 天
帖子存档
https://youtu.be/Yz5T-U9WJfc 10th & +2 Board Exam High Level Meeting Conduct By Chief Secretary Of Odisha ଶୀଘ୍ର ଦେଖନ୍ତୁ ସମସ୍ତେ👆👆
22 4月 2022, 12:45

ଆଜି State Scholarship Department ତରଫରୁ ଏମିତି Massage କାହା ପାଖକୁ ଆସିଛି କି ?* ମତେ Contact କର ଶୀଘ୍ର ➡️ @Sukant_Badal
ଆଜି State Scholarship Department ତରଫରୁ ଏମିତି Massage କାହା ପାଖକୁ ଆସିଛି କି ?* ମତେ Contact କର ଶୀଘ୍ର ➡️ @Sukant_Badal
22 4月 2022, 04:13

⭐SUMMER HOLIDAY UPDATE⭐ ବଦଳିବକି ସରକାରଙ୍କ ଖରାଛୁଟି ନିଷ୍ପତ୍ତି । ଜୁନ୍ ବଦଳରେ ମେ ମାସରେ ହେବ କି ଛୁଟି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ଅନୁସାରେ, ଖରାଛୁଟି ବଦଳାଇବା ଲାଗି ବିଭିନ୍ନ ବର୍ଗରୁ ଅନେକ ପ୍ରସ୍ତାବ ଗଣଶିକ୍ଷା ବିଭାଗ
22 4月 2022, 03:43

🟡 ଖରା ଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପ୍ରତିକ୍ରିୟା 🟡 ବର୍ତ୍ତମାନ କରୋନା ପ୍ରଭାବ ନାହିଁ; ଦଶମ, ଦ୍ୱାଦଶ ପରୀକ୍ଷାରେ ଅସୁବିଧା ହେବନି 🟡 ଏ ସପ୍ତାହରେ ସ୍ୱତନ୍ତ୍ର ପୁସ୍ତିକା ମିଳିବ, ଏଥିରେ ୨ ବର୍ଷର ପୁରୁଣା ପାଠ ରହିବ 🟡 ମେରେ ନୂ‌ଆ ଶିକ୍ଷା ବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ 🟡 କୋଭିଡ଼୍ ସମୟରେ ଯେଉଁ ୨ ବର୍ଷର ପାଠପଢା ଛାତ୍ରଛାତ୍ରୀ କରିପାରିନାହାନ୍ତି 🟡 ଆସନ୍ତା ସେସନରେ ରେଗୁଲାର୍ କୋର୍ସ ସହିତ ୨ ବର୍ଷର ପାଠ ପଢିବେ ଛାତ୍ରଛାତ୍ରୀ
22 4月 2022, 03:42

https://youtu.be/fHAKnKwxO_M ନିଜ Mobile ରେ Labour Card Scholarship Apply କରନ୍ତୁ ବହୁତ ସହଜ Must Watch & Share👆👆
22 4月 2022, 01:27

How to Apply Labour Card Scholarship in Your Mobile Full Process Coming Soon...🥰
22 4月 2022, 00:17

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍‌ଇନ୍‌ସପେକ୍ଟର ଓ ୧୬୮ଟି କନେଷ୍
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍‌ଇନ୍‌ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ ମଞ୍ଜୁର କରିଛନ୍ତି। ପୋଲିସ ବିଭାଗର ଅନ୍ୟାନ୍ୟ ପଦବୀ ଗୁଡିକର ପୁନଃ-ବଣ୍ଟନ ଦ୍ବାରା ଏହି ପଦବୀ ଗୁଡିକ ସୃଷ୍ଟି କରାଯାଇଛି। ଏହାଦ୍ବାରା ସମୁଦାୟ ୧୯୬ଟି ନୂତନ ପଦବୀ ସୃଷ୍ଟି ହୋଇଛି। ଏହି ନୂତନ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟରେ ନିଯୁକ୍ତ ହେବେ। ପ୍ରତ୍ୟେକ ଆଉଟପୋଷ୍ଟରେ ଜଣେ ଲେଖାଏ ସବ୍‌ଇନିସ୍‌ପେକ୍ଟର ଓ ୬ ଜଣ ଲେଖାଏ କନେଷ୍ଟବଳ ନିୟୋଜିତ ହେବେ। ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ବିଭିନ୍ନ ଅପରାଧୀକ ଅନୁସଂଧାନ କ୍ଷେତ୍ରରେ ସେମାନେ ଦାୟିତ୍ବ ନିର୍ବାହ କରିବେ। ଏହାଦ୍ବାରା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବାସ୍ଥା ଅଧିକ ଦୃଢ ହୋଇପାରିବ। ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
21 4月 2022, 14:17

Labour Card Scholarship Apply Form 👆👆
21 4月 2022, 13:07

https://youtu.be/9xLYoxhpcGY Labour Card Scholarship How to Apply & Apply Form Fill Up Full Details 👆👆
21 4月 2022, 10:08

“ବିଜୁ ଯୁବ ସଶକ୍ତିକରଣ ଯୋଜନା, ୨୦୨୧” ଅଧୀନରେ ଲାପଟପ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନର ଅବଧିକୁ ତା୩୦.୦୪.୨୦୨୨ରିଖକୁ ବୃଦ୍ଧି
“ବିଜୁ ଯୁବ ସଶକ୍ତିକରଣ ଯୋଜନା, ୨୦୨୧” ଅଧୀନରେ ଲାପଟପ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନର ଅବଧିକୁ ତା୩୦.୦୪.୨୦୨୨ରିଖକୁ ବୃଦ୍ଧି କରାଯାଇଅଛି। ଏପର୍ଯ୍ୟନ୍ତ ଆବେଦନ କରି ପାରିନଥିବା ଯୋଗ୍ୟ ଛାତ୍ରଛାତ୍ରୀମାନେ ଏହି ସମୟ ମଧ୍ୟରେ ଆବେଦନ କରିବାକୁ ଅନୁରୋଧ।
21 4月 2022, 05:22

ନିଜ ଦକ୍ଷତା ଅନୁଯାୟୀ ବାଛନ୍ତୁ ନିଜର ରୋଜଗାର, ସ୍କିଲ୍ ଇଣ୍ଡିଆର ଆପ୍ରେଣ୍ଟିସସିପ୍ ମେଳାରେ କରାନ୍ତୁ ନିଜର ପଞ୍ଜିକରଣ । କୌଶଳ ଭାରତ, ସଶକ୍ତ ଭାରତ
ନିଜ ଦକ୍ଷତା ଅନୁଯାୟୀ ବାଛନ୍ତୁ ନିଜର ରୋଜଗାର, ସ୍କିଲ୍ ଇଣ୍ଡିଆର ଆପ୍ରେଣ୍ଟିସସିପ୍ ମେଳାରେ କରାନ୍ତୁ ନିଜର ପଞ୍ଜିକରଣ । କୌଶଳ ଭାରତ, ସଶକ୍ତ ଭାରତ
21 4月 2022, 00:26

CHSE Mil (Odia) Exam Questions 2021. PDF 👆👆 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
20 4月 2022, 15:58

CHSE Economic Exam Questions 2021. PDF 👆👆 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
20 4月 2022, 15:58

CHSE Political Exam Questions 2021. PDF 👆👆 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
20 4月 2022, 15:57

CHSE History Exam Questions 2021. PDF 👆👆 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
20 4月 2022, 15:56

CHSE Education Exam Questions 2021. PDF 👆👆 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
20 4月 2022, 12:50

CHSE English Exam Questions 2021. PDF 👆👆 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
20 4月 2022, 11:58

🟢 ଯୁକ୍ତ୨ରେ ୮୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନର ଉତ୍ତର ଦେବେ ଛାତ୍ରଛାତ୍ରୀ 🟢 ଯୁକ୍ତ୨ ପରୀକ୍ଷା ଢାଞ୍ଚାରେ ସାମାନ୍ୟ ପରିବର୍ତ୍ତନ। ଗତ ୨୦୨୦ ଶିକ୍ଷାବର୍ଷ ପୂର୍ବରୁ ପ୍ରଶ୍ନପତ୍ରରେ ୬୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ଆସୁଥିଲା । କିନ୍ତୁ ଚଳିତବର୍ଷ ତାହାକୁ ୮୦%କୁ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି । ପ୍ରଶ୍ନପତ୍ରରେ ୫୦% ମାର୍କର ମଲଟିପୁଲ୍‌ ଚଏସ୍‌ ପ୍ରଶ୍ନ ରହିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ଲେଖାଏଁ ମିଳିବ । ସେହିପରି ହାରାହାରି ୩୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ। ପିଲାଙ୍କ ପାଇଁ ଅଧିକ ଅପ୍‌ସନ୍‌(ବିକଳ୍ପ) ରଖାଯିବ। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୨ କିମ୍ବା ୩ ମାର୍କ ରହିବ। ମାତ୍ର ୨୦% ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ। ପ୍ରଶ୍ନଗୁଡ଼ିକର ମୂଲ୍ୟ ୫ ମାର୍କ ଲେଖାଏଁ ରହିବ। ଏଥିରେ ବି ପରୀକ୍ଷାର୍ଥୀଙ୍କୁ ଅଧିକ ବିକଳ୍ପ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଯୁକ୍ତ୨ ଛାତ୍ରଛାତ୍ରୀ ଶହେ ମାର୍କର ହିଁ ପରୀକ୍ଷା ଦେବେ। ନୂଆ ସିଲାବସ୍‌ ଅଧୀନରେ ଆସୁଥିବା ‌ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଅର୍ଥାତ୍‌ ୨୦୧୬ କିମ୍ବା ଏହାପରେ ପଞ୍ଜୀକରଣ ହୋଇଥିବା ପିଲାଙ୍କ ପାଇଁ ସଂକ୍ଷିପ୍ତ ସିଲାବସ୍‌ରୁ ପ୍ରଶ୍ନ ଆସିବ। ପୁରୁଣା ସିଲାବସ୍‌ ଅଧୀନରେ ଆସୁଥିବା ପରୀକ୍ଷାର୍ଥୀ ଅର୍ଥାତ୍‌ ଯେଉଁମାନେ ୨୦୧୫ କିମ୍ବାା‌ ପୂର୍ବରୁ ପଞ୍ଜୀକୃତ ହୋଇଛନ୍ତି ସେମାନଙ୍କ ସିଲାବସ୍‌ ଓ ପ୍ରଶ୍ନପତ୍ର ପୂର୍ବବର୍ଷ ପରି ଅପରିବର୍ତ୍ତିତ ରହିବ। ମାର୍କିଂ ପଦ୍ଧତିରେ କୌଣସି ପରିବର୍ତନ କରାଯାଇ ନାହିଁ । ଅନ୍ୟପକ୍ଷରେ ପରୀକ୍ଷା ସହ ଜଡ଼ିତ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଆଜି ରିପୋର୍ଟ ପ୍ରଦାନ କରାଯାଇଛି। ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
20 4月 2022, 11:32

🛑 LABOUR CARD SCHOLARSHIP 2021-22 ✅ OBJECTIVE- BUILDING AND OTHER CONSTRUCTION WORKER (BOC) for continuing education of their children under Nirman Shramik Kalyan Yojana ✅ CATEGORY- GENERAL, SC, ST, OBC/SEBC, EBC ✅ CLASS- VI, VII, VIII, IX, X, +2, +3,M. A., M. Com., M. Sc., B.tech, MCA, PHARMACY, B. Ed., Nursing, Teacher Training ✅ REQUIRED DOCUMENTS ➡️ AADHAR CARD ➡️ BANK PASSBOOK COPY ➡️ VALID PHONE NUMBER & G-MAIL ➡️ MARKSHEET OF LAST EXAM PASSED ➡️ PASSPORT SIZE PHOTO ➡️ LABOUR CARD ➡️ COLLEGE I'D CARD ➡️ RESIDENT CERTIFICATE (IF ANY) ➡️ CASTE CERTIFICATE ⭕ LAST DATE- 30/04/2022 LABOUR CARD SCHOLARSHIP DETAILS- https://youtu.be/TD2RPBYOr1Y APPLY LINK IN YOUR MOBILE -https://youtu.be/PgtqnaftpL0 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
20 4月 2022, 10:58

🛑 LABOUR CARD SCHOLARSHIP 2021-22 ✅ OBJECTIVE- BUILDING AND OTHER CONSTRUCTION WORKER (BOC) for continuing education of their children under Nirman Shramik Kalyan Yojana ✅ CATEGORY- GENERAL, SC, ST, OBC/SEBC, EBC ✅ CLASS- VI, VII, VIII, IX, X, +2, +3,M. A., M. Com., M. Sc., B.tech, MCA, PHARMACY, B. Ed., Nursing, Teacher Training ✅ REQUIRED DOCUMENTS ➡️ AADHAR CARD ➡️ BANK PASSBOOK COPY ➡️ VALID PHONE NUMBER & G-MAIL ➡️ MARKSHEET OF LAST EXAM PASSED ➡️ PASSPORT SIZE PHOTO ➡️ LABOUR CARD ➡️ COLLEGE I'D CARD ➡️ RESIDENT CERTIFICATE (IF ANY) ➡️ CASTE CERTIFICATE ⭕ LAST DATE- 30/04/2022 LABOUR CARD SCHOLARSHIP DETAILS- https://youtu.be/TD2RPBYOr1Y APPLY LINK IN YOUR MOBILE -https://youtu.be/PgtqnaftpL0 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial
20 4月 2022, 10:57
20 4月 2022, ~10:58