uk
Feedback
Sukant Tutorial

Sukant Tutorial

Відкрити в Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Показати більше

📈 Аналітичний огляд Telegram-каналу Sukant Tutorial

Канал Sukant Tutorial (@sukanttutorial) є активним учасником. На даний момент спільнота об'єднує 12 289 підписників, посідаючи 16 363 місце в категорії Освіта та 33 365 місце у регіоні Індія.

📊 Показники аудиторії та динаміка

З моменту свого створення невідомо, проект продемонстрував стрімке зростання, зібравши аудиторію у 12 289 підписників.

За останніми даними від 02 липня, 2026, канал демонструє стабільну активність. Хоча за останні 30 днів спостерігається зміна кількості учасників на -223, а за останні 24 години на -8, загальне охоплення залишається високим.

  • Статус верифікації: Не верифікований
  • Рівень залученості (ER): Середній показник залученості аудиторії становить 18.43%. Протягом перших 24 годин після публікації контент зазвичай збирає 4.27% реакцій від загальної кількості підписників.
  • Охоплення публікацій: В середньому кожен допис отримує 2 266 переглядів. Протягом першої доби публікація в середньому набирає 525 переглядів.
  • Реакції та взаємодія: Аудиторія активно підтримує контент: середня кількість реакцій на один пост – 4.

📝 Опис та контентна політика

Автор описує ресурс як майданчик для висловлення суб'єктивної думки:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Завдяки високій частоті оновлень (останні дані отримано 03 липня, 2026), канал підтримує актуальність та високий рівень охоплення публікацій. Аналітика показує, що аудиторія активно взаємодіє з контентом, що робить його важливою точкою впливу в категорії Освіта.

12 289
Підписники
-824 години
-647 днів
-22330 день
Архів дописів
✅ପ୍ରକାଶ ପାଇଲା ଜେଇଇ ମେନ୍-୨ ରେଜଲ୍ଟ Update👆👆
+1
✅ପ୍ରକାଶ ପାଇଲା ଜେଇଇ ମେନ୍-୨ ରେଜଲ୍ଟ Update👆👆

✅+2 Arts & Vocational Results 2022 Update👆👆
+2
✅+2 Arts & Vocational Results 2022 Update👆👆

+3 e-Admission 2022-23 Update👆👆
+2
+3 e-Admission 2022-23 Update👆👆

✅+3 e-Admission 2022-23 ✅ Official Notice
✅+3 e-Admission 2022-23 ✅ Official Notice

https://youtu.be/CpIWhrHGzxk +3 e-Admission 2022-23 Official Notice Released +3 e-Admission Dateline , Apply Date, Last Date , Merit List Notice Published 2022 Must Watch & Share👆👆

photo content

#BreakingNews +3 e-Admission 2022-23 📌+୩ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ। 📌ଅଗଷ୍ଟ ୧୧ରୁ ୨୫ ଯାଏଁ +୩ ନାମଲେଖା ପାଇଁ ଆବେଦନ କରିପାରିବେ। 📌ଅଗଷ୍ଟ ୩୧ ତାରିଖରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। 📌ସପ୍ଟେମ୍ବର ୨ରୁ ୫ ଯାଏଁ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା।

Full Details Video ଆବଶ୍ୟକ କି ନିଜ ମତା ମତ ଦିଅନ୍ତୁ I'd- @Sukant_Badal

ଝିଅ ମାନଙ୍କ ଉଚ୍ଚ ଶିକ୍ଷା ପାଇଁ ସ୍କଲାରସିପ୍ ଘଷଣ। , ମାସିକ ମିଳିବ ୧ ଲକ୍ଷ ଟଙ୍କା । ମେଧାବୀ ଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ଆରମ୍ଭ ହୋଇଛି ଲେଗ୍‌ରାଣ୍ଡ ଏମ୍‌ପାଓ୍ଵାରମେଣ୍ଟ ସ୍କଲାରସିପ୍‌ ପ୍ରୋଗ୍ରାମ୍‌ ୨୦୨୨-୨୩। *ବିଟେକ୍‌, ବିଇ, ବି.ଆର୍କ, ବିବିଏ, ବି.କମ୍‌, ବିଏସ୍‌ସି ଗଣିତ ଓ ବିଜ୍ଞାନ* ପଢ଼ିବା ପାଇଁ ଇଚ୍ଛୁକ ମେଧାବୀ ଛାତ୍ରୀ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ। *ଇଞ୍ଜିନିୟରିଂ, ଆର୍କିଟେକ୍‌ଚର, ଫାଇନାନ୍ସ ଓ ସାଇନ୍ସ* ବିଷୟରେ କ୍ୟାରିୟର କରିବାକୁ ଚାହୁଁଥିବା ଛାତ୍ରୀଙ୍କ ପାଇଁ ଏହି ସ୍କଲାରସିପ୍‌ ଉଦ୍ଦିଷ୍ଟ। ଏହି ସ୍କଲାରସିପ୍‌ରେ ମେଧାବୀ ଛାତ୍ରୀଙ୍କୁ ବାର୍ଷିକ କୋର୍ସ ଫି'ର ୬୦ ପ୍ରତିଶତ ବା ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ। ଏଥିସହ ସ୍ପେଶାଲ କାଟାଗୋରୀ (ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗ, ଜଣେ ଅଭିଭାବକ ଥିବା ଛାତ୍ରୀ ଓ କୋଭିଡ୍‌ ଯୋଗୁ ବାପା-ମା'ଙ୍କୁ ହରାଇଥିବା ଛାତ୍ରୀ) ବିଦ୍ୟାର୍ଥୀଙ୍କୁ ବାର୍ଷିକ ୮୦ ପ୍ରତିଶତ ବା ୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଶି ଦିଆଯିବ। ଏହି ସ୍କଲାରସିପ୍‌ ପାଇଁ ଆବେଦନ କରୁଥିବା ଛାତ୍ରୀ ଭାରତର ହୋଇଥିବା ଆବଶ୍ୟକ। ଛାତ୍ରୀ ବିଟେକ୍‌, ବିଇ, ବି.ଆର୍କ, ବିବିଏ, ବି.କମ୍‌, ବିଏସ୍‌ସି ଗଣିତ ଓ ବିଜ୍ଞାନ ପଢ଼ିବା ପାଇଁ ଆବେଦନ କରିଥିବା ଆବଶ୍ୟକ। ପ୍ରାର୍ଥୀ ୨୦୨୧-୨୨ ମସିହାରେ ୭୦ ପ୍ରତିଶତ ମାର୍କ ସହ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ। ଏଥିସହ ଦଶମ ପରୀକ୍ଷାରେ ମଧ୍ୟ ୭୦ ପ୍ରତିଶତ ମାର୍କ ରଖିବା ଜରୁରୀ। ସେହିପରି ଦିବ୍ୟାଙ୍ଗ ଛାତ୍ରୀ ଓ ତୃତୀୟ ଲିଙ୍ଗଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେଉଛି। ସ୍କଲାରସିପ୍‌ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପରିବାରର ବାର୍ଷିକ ଆୟ ୫,୦୦,୦୦୦ ଟଙ୍କାରୁ କମ୍‌ ହୋଇଥିବା ଆବଶ୍ୟକ। ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୩୧ ଅଗଷ୍ଟ ୨୦୨୨। ଛାତ୍ରୀମାନେ କେବଳ ଅନ୍‌ଲାଇନ୍‌ରେ ହିଁ ଏହି ପଦ ପାଇଁ ଆବେଦନ କରିପାରିବେ। 👉ଛାତ୍ରୀ ଭାରତୀୟ ହୋଇଥିବା ଆବଶ୍ୟକ। 👉ସେ ବି.ଆର୍କ, ବିବିଏ, ବି.କମ୍‌, ବିଏସ୍‌ସି ଗଣିତ ଓ ବିଜ୍ଞାନ ପଢ଼ିବା ପାଇଁ ଆବେଦନ କରିଥିବା ଆବଶ୍ୟକ। 👉ପ୍ରାର୍ଥୀ ୨୦୨୧-୨୨ ମସିହାରେ ୭୦ ପ୍ରତିଶତ ମାର୍କ ସହ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ। ଏଥିସହ ଦଶମ ପରୀକ୍ଷାରେ ମଧ୍ୟ ୭୦ ପ୍ରତିଶତ ମାର୍କର୍ ରଖିବା ଜରୁରୀ। 👉ସେହିପରି ଦିବ୍ୟାଙ୍ଗ ଛାତ୍ରୀ ଓ ତୃତୀୟ ଲିଙ୍ଗଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେଉଛି। 👉ସ୍କଲାରସିପ୍‌ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପରିବାରର ବାର୍ଷିକ ଆୟ ୫,୦୦,୦୦୦ ଟଙ୍କାରୁ କମ୍‌ ହୋଇଥିବା ଆବଶ୍ୟକ।

ଆପଣ ମାନେ କେହିବି Share , Support , Like କରୁନାହାନ୍ତି .....😔😔 Please Share & Like Link- https://youtu.be/myzo4qCMudU

🔰 12TH RESULT LINK HERE 🔰 🔴CHSE Odisha 12th Arts Result 2022 ➡️ https://bit.ly/3Qc4lya 🔴CHSE Odisha Vocational Result 2022 (Annual Exam) ➡️ https://bit.ly/3SzdQsx

https://youtu.be/myzo4qCMudU ଆସିଗଲା +2 Arts ଏବଂ Vocational ରେଜଲ୍ଟ | କିପରି ଚେକ୍ କରିବେ ନିଜ ମୋବାଇଲରେ ନିଜ ରେଜଲ୍ଟ

ପ୍ରକାଶ ପାଇଲା +୨ କଳା ଓ ଧନ୍ଦା ମୂଳକ ପରୀକ୍ଷା ଫଳ । ସନ୍ଧ୍ୟା ୫ଟା ପରେ http://odisharesult.nic.in ୱେବସାଇଟରୁ ପରୀକ୍ଷା ଫଳ ଦେଖିପାରିବେ ଛାତ୍
ପ୍ରକାଶ ପାଇଲା +୨ କଳା ଓ ଧନ୍ଦା ମୂଳକ ପରୀକ୍ଷା ଫଳ । ସନ୍ଧ୍ୟା ୫ଟା ପରେ http://odisharesult.nic.in ୱେବସାଇଟରୁ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ । ଥର ପାସ୍ ହାର ୮୨.୧୦ ପ୍ରତିଶତ । ୧,୭୧,୨୮୮ ଜଣ ପିଲା ପାସ୍ I ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେଇଥିଲେ ୫ ହଜାର ୮୬୩ ଜଣ ।

ପ୍ରକାଶ ପାଇଲା +୨ କଳା ପରୀକ୍ଷାଫଳ; ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ କାର୍ଯ୍ୟାଳୟରେ ପ୍ରକାଶ ପାଇଲା ପରୀକ୍ଷା ଫଳ

Jai Hind

NTA JEEMAIN Phase II Exam Result with Score Card Released #SarkariResult #JEEMAIN Click to Check it Out : https://bit.ly/3p2Q
NTA JEEMAIN Phase II Exam Result with Score Card Released #SarkariResult #JEEMAIN Click to Check it Out : https://bit.ly/3p2QOgk

✅ଓଡ଼ିଶା ସରକାରଙ୍କ ବମ୍ପର ନିଯୁକ୍ତି ସୁଯୋଗ: ଏହି ଦିନରୁ ଆରମ୍ଭ ଆବେଦନ, ରହିଛି ଆକର୍ଷଣୀୟ ଦରମା ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସରକାର ଜୁନିଅର କାର୍ଯ୍ୟନିର୍ବାହୀ ସହାୟକ ପଦବୀରେ ୧୩୦ ଟି ଖାଲି ଥିବା ପୋଷ୍ଟ ପୂରଣ ପାଇଁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଓଡିଶା କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ସି) ୱେବସାଇଟ୍ https://www.ossc.gov.in/ ରେ ଏହି ପଦବୀ ଗୁଡ଼ିକ ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଚଳିତ ଅଗଷ୍ଟ ୧୨ ତାରିଖରେ ଆରମ୍ଭ ହୋଇ ସେପ୍ଟେମ୍ବର ୧୧ ତାରିଖରେ ଶେଷ ହେବ। 🔴ନିଯୁକ୍ତି ବୀବରଣୀ: ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପଦବୀରେ ୧୩୦ ଟି ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। 🔴ପୋଷ୍ଟ ସଂଖ୍ୟା : 1.ଅଣସଂରକ୍ଷିତ ବର୍ଗ ପାଇଁ ୮୫(୨୮ମହିଳା) ଟି ପୋଷ୍ଟ। 2.ଏସ୍‌ଇବିସି ବର୍ଗ ପାଇଁ ୧୯(୬ମହିଳା)ଟି ପୋଷ୍ଟ। 3.ଏସ୍‌ଟି ବର୍ଗ ପାଇଁ ୨୬(୯ମହିଳା) ପୋଷ୍ଟ। 🔴ଆବଶ୍ୟକତା ଶିକ୍ଷାଗତ ଯୋଗ୍ୟତା: ସ୍ନାତକ। 🔴ବୟସ ସୀମା: ୧ ଜାନୁଆରୀ ୨୦୨୨ ସୁଦ୍ଧା ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୩୮ ବର୍ଷ । (ଏସ୍‌ଟି, ଏସ୍‌ସି, ଏସ୍‌ସିବିସିଙ୍କ ପାଇଁ ୫ ବର୍ଷ ରିହାତି)। 🔴ଆବେଦନ ଶୁଳ୍କ ଏବଂ ଦରମା: ଆବେଦନ ପାଇଁ ସମସ୍ତ ବର୍ଗଙ୍କୁ କୌଣସି ଟଙ୍କା ଚାଲାଣ ରୁପେ ଦେବାକୁ ପଡିବ ନାହିଁ । ଏହି ଚାକିରି ପାଇଁ ସରକାର ୧୪ ହଜାର ୨୦୦ ଟଙ୍କା ଦରମା ପ୍ରଦାନ କରିବେ। ନିଯୁକ୍ତି ପ୍ରକ୍ରିୟା ଆଦି ସବିଶେଷ ସୂଚନା ପାଇଁ ଓଏସ୍‌ଏସ୍‌ସି ୱେବସାଇଟ୍ https://www.ossc.gov.in/ ଲିଙ୍କ୍‌ରେ ଯାଇ ଜାଣିପାରିବେ। @SukantTutorial

ଆଜିର ପାଣିପାଗ ସୂଚନା ଆଜି ମଧ୍ୟ ଉତ୍ତର-ପଶ୍ଚିମ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ସମୁଦ୍ର ମଧ୍ୟରେ ଓଡିଶା ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ଉପକୂଳ ରେ ସକ୍ରିୟ
ଆଜିର ପାଣିପାଗ ସୂଚନା ଆଜି ମଧ୍ୟ ଉତ୍ତର-ପଶ୍ଚିମ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ସମୁଦ୍ର ମଧ୍ୟରେ ଓଡିଶା ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ଉପକୂଳ ରେ ସକ୍ରିୟ ରହିଛି ସୁଦୃଶଃ-ଲଘୁଚାପ କ୍ଷେତ୍ର, ଏହା ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅବପାତ ରୂପ ନେବା ସହ ଓଡିଶା -ଛତିଶଗଡ ମଧ୍ୟ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସମ୍ଭାବନା |

IIT JEE Advanced 2022 Online Form Apply Online Link Activated Today at 4 PM #JEEAdvanced2022
IIT JEE Advanced 2022 Online Form Apply Online Link Activated Today at 4 PM #JEEAdvanced2022

ପ୍ରକାଶ ପାଇଲା ଜେଇଇ ମେନ୍-୨ର ରେଜଲ୍ଟ ପ୍ରକାଶ ପାଇଲା ଜେଇଇ ମେନ୍-୨ର ରେଜଲ୍ଟ, http://jeemain.nta.nic.inhttp://ntaresults.nic.inରେ ରେଜଲ୍ଟ ଉପଲବ୍ଧ; ଜୁଲାଇ ୨୫ରୁ ୩୦ ମଧ୍ୟରେ ୨ଟି ସିପ୍ଟରେ କରାଯାଇଥିଲା ପରୀକ୍ଷା @SukantTutorial